ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ବଚ୍ଛତା ପରକ୍ଷୀଲା କାୟାକଳ୍ପ ଟିମ୍

ଓଡ଼ଗାଁ, ୩୦।୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଜଣିଆ କାୟାକଳ୍ପ ଟିମ୍ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସଫଳତାର ସହିତ ସ୍ୱଚ୍ଛତା ପରକ୍ଷୀବା କାର୍ଯ୍ୟ ସମ୍ପନ୍ନ ହୋଇଛି। ଦଳଟି କେବଳ ସ୍ୱାସ୍ଥ୍ୟକେନ୍ଦ୍ରର ପରିସରକୁ ନୁହେଁ, ବରଂ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପ–ପୁଅଙ୍କ ମୃତ୍ୟୁ ଘଟଣା,

ଶବ ଶୋଭାଯାତ୍ରାରେ ଶହ ଶହ ଲୋକ ସାମିଲ, ମଶାଣିରେ ଜଳିଲା ୨ଟି ଜୁଇ ଲୁହରେ ଭିଜିଲା ମଶାବାରୀ ଗାଁ, ଓଡ଼ଗାଁ, ୩୦।୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ପୁର୍ତ୍ତ ବିଭାଗ ରାସ୍ତାର କୈବଲ୍ୟପୁର ଛକ ନିକଟରେ ଗୁରୁବାର ରାତି…

କଂଗ୍ରେସର ଯୁବ ନେତା ଅବିନାଶ ଗୋମଙ୍ଗ ଓ ବହୁ କଂଗ୍ରେସ କର୍ମୀ ଦଳ ଛାଡି ବିଜେପି ରେ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ରାଜ୍ୟ କାର୍ଯ୍ୟାଳୟରେ ଠାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଯଶସ୍ଵି ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ଓଡ଼ିଶା ରେ ଡବଲ ଇଞ୍ଜିନ ସରକାରଙ୍କ ବିକାଶମୂଳକ…

ଲେମଧର ସେବାଶ୍ରମର ବାର୍ଷିକୋତ୍ସବ

ଶିଶୁଙ୍କ ପ୍ରଗତି ପାଇଁ ଗୁରୁଜନଙ୍କ ପ୍ରେରଣା, ଆଶୀର୍ବାଦ ଆବଶ୍ୟକ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଲେମଧର ସେବାଶ୍ରମ ବିଦ୍ୟାଳୟର ବାର୍ଷିକୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। ପ୍ରଧାନ ସେବକ ରମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ପ୍ରାକ୍ତନ ପ୍ରଧାନ ସେବକ ନବ କିଶୋର ସାହୁ ମୁଖ୍ୟ ଅତିଥି,ଜାରିଂ…

ପୋଲିସର –ଜନ ସମ୍ପର୍କ ଶିବିର ଆୟୋଜିତ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,ତାରିଖ- 30/1/2026: ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ ଏମ୍‌ଭି–୭୯ ଥାନା ଅନ୍ତର୍ଗତ ମେଟାଗୁଡା ଗ୍ରାମରେ ପୋଲିସ–ଜନ ସମ୍ପର୍କ ଶିବିର ସଫଳତାର ସହିତ ଆୟୋଜିତ ହୋଇଛି।ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୋଦ ପାଟିଲ ମୁଖ୍ୟ ଅତିଥି ଭାବେ…

ଆନ୍ତଃ ବ୍ଲକ ବେଡ ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୩୦/୦୧/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଜୟନ୍ତିନଗର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ନିକଟରେ ଆନ୍ତଃ ବ୍ଲକ ଇଣ୍ଡୋର ବେଡ ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ଚୌଧୁରୀ…

ଓଡିଶା ଆଦର୍ଶ ବିଦ୍ୟାଳୟ ର ୬ଷ୍ଠ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୩୦/୦୧/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଡଙ୍ଗରିଗୁଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ୬ଷ୍ଠତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ସାମନ୍ତରାୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ…

ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ବିଧାୟକ ଙ୍କୁ ନିବେଦନ କଲେ କୁଜାସିଂ ଗ୍ରାମବାସୀ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାଶିଂ ଗ୍ରାମ ଠାରୁ କୁଣ୍ଡେଇସିଂ ଗ୍ରାମ କୁ ରାସ୍ତା କରିବା ନିମନ୍ତେ ବିଧାୟକ ରୁପେଶ ପାଣିଗ୍ରାହୀ ଙ୍କୁ ଦାବି ରଖିଥିଲେ ଗ୍ରାମବାସୀ। ବିଧାୟକ ପ୍ରତିଶ୍ରୁତି ରଖି ଏହି ରାସ୍ତା କାର୍ଯ୍ୟ ପୂର୍ତ୍ତି ବିଭାଗ…

ଜିଲ୍ଳା ସ୍ତରୀୟ ସ୍ପର୍ଶ କୁଷ୍ଠ ରୋଗ ସଚେତନତା କାର୍ଯ୍ୟକ୍ରମ

ନବରଙ୍ଗପୁର ତା ୩୦.୧.୨୦୨୬:ଅଶୋକ ସାହୁ,ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସ୍ପର୍ଶ କୁଷ୍ଠ ରୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମ…

ରାଜଗାଙ୍ଗପୁର କଣ୍ଟା ବ୍ୟବସାୟ ଉପରେ ଜିଏସଟି ଇଣ୍ଟିଲିଜେନ୍ସ ବିଭାଗ ର ଚଢ଼ାଉ

ରାଜଗାଙ୍ଗପୁର/ତା ୩୦-୦୧-୨୬.-ବିଷ୍ଣୁ ଭୋମିକ:  କୋଟି କୋଟି ଟଙ୍କା ର ଜିଏସଟି ଆତ୍ମସାତ ଅଭିଯୋଗ ରୁ ଜିଏସଟି ଇଣ୍ଟିଲିଜେନ୍ସ ବିଭାଗ ପକ୍ଷରୁ ରାଜଗାଙ୍ଗପୁର ସହରରେ କଣ୍ଟା ବ୍ୟାପାରି ଓ ଲୁହା ବ୍ୟବସାୟୀ ଚଲତି ସିଂହ ଙ୍କ ଘରେ ଓ ପ୍ଲାଣ୍ଟ ରେ ଚଢ଼ାଉ | ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ…