କେନ୍ଦୁଝର,ବଣିଆପାଟ ଶିଶୁମନ୍ଦିରର କୃତିତ୍ବ

କେନ୍ଦୁଝର,ତା୨୯/୧- କଲେଜ ରୋଡସ୍ଥ ବଣିଆପାଟ ସରସ୍ଵତୀ ଶିଶୁମନ୍ଦିରର ଚତୁର୍ଥ ଶ୍ରେଣୀ ଛାତ୍ରୀ ରୋଜାଲିନ ମହାନ୍ତ ଓ ମନୋରମା ବାରିକ ଗତ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ କେନ୍ଦୁଝରଗଡ ପୌରପାଳିକାରେ ତୃତୀୟ ଶ୍ରେଣୀ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଅବସରରେ ବିଦ୍ୟାଳୟ…

ନବୀନ ପଟ୍ଟନାୟକ ଅଦ୍ଵିତୀୟ- ଦିବ୍ୟ ଶଙ୍କର ମିଶ୍ର l

ଭବାନୀପାଟଣା ୨୯/୦୧- ସ୍ଥାନୀୟ ମିଡ଼ ଟାଉନ ହୋଟେଲ ଠାରେ ପୂର୍ବତନ ସାଂସଦ ତଥା ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓଙ୍କ ସମ୍ପର୍କରେ ଦେଇଥିବା ମତାମତ ସମ୍ପର୍କରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଆଜି ସ୍ପଷ୍ଟୀକରଣ ଦେଇଛନ୍ତି l ସେ କହିଛନ୍ତି , ମାନ୍ୟବର ପୂର୍ବତନ…

ଉଦଯାପନୀ ହେଲା ବଂଶଧାରା ବସନ୍ତ ମହୋତ୍ସବ

ଦ୍ବିତିଚାନ୍ଦ ଥିଲେ ମୁଖ୍ଯ ଆକର୍ଷଣ ସମ୍ବଲପୁରୀ ସଙ୍ଗୀତରେ ଝୁମିଲେ ଦର୍ଶକ (ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):ଉଦଯାପନୀ ହୋଇଛି ଗୁଣପୁର ରେ ଅନୁଷ୍ଠିତ ହେଉଥିବା ଚତୁର୍ଦ୍ଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ । ଆଜି ଶେଷ ରଜନୀ ରେ ମା ତୋର ସାହାରା ମେଲୋଡି ଗୃପ୍…

ସରକାରୀ ସ୍କୁଲରେ ଶିଶୁ ଶ୍ରମ ଅଭିଯୋଗ

ତରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହୃଦୟବିଦାରକ ଦୃଶ୍ୟ ଶିକ୍ଷକ ବେହେରା ବାବୁଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି ବଲାଙ୍ଗିର, (ଶାସକ ପ୍ରଶାସକ) :-ବଲାଙ୍ଗିର ଜିଲ୍ଲା ବେଲପଡ଼ା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ତରା ଗାଁ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ…

ଭୁଲ ଇଞ୍ଜେକ୍ସନ୍‌ରେ ମହିଳା ଗୁରୁତର — କ୍ଲିନିକ୍ ସିଲ୍ ଓ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

ଦେଦର୍ହ ଗାଁରେ କୁଆକ୍ ଡାକ୍ତରଙ୍କ ବେଆଇନ୍ କ୍ଲିନିକ୍ ଖୋଲାସା ଅସାଧ୍ୟ ରୋଗ ଠିକ କରିଦେବା ନାମରେ ଗରିବ, ଅଶିକ୍ଷିତ ଲୋକଙ୍କୁ ଲୁଟ୍ ବଲାଙ୍ଗିର / ଖପ୍ରାଖୋଲ (ଶାସକ ପ୍ରଶାସକ )୨୮/୦୧:- ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ ଚିକିତ୍ସାଧିନ ଦେଦର୍ହ ଗାଁରେ…

ଜାତୀୟ ଶିକ୍ଷା ନୀତି ୨୦୨୦ ଆଲୋଚନାଚକ୍ର

  ଓଡ଼ଗାଁ,୨୮।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ଆୟୋଜିତ ଜାତୀୟ ଶିକ୍ଷା ନୀତି ୨୦୨୦ ଆଲୋଚନାଚକ୍ର ଶରଣକୁଳ ନାରାୟଣ ଉଚ୍ଚ ବିଦ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନରେଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ…

କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୮୮ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ,

ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର – ବିଭିନ୍ନ ସାହିତ୍ୟିକ ସମ୍ମାନ ପ୍ରଦାନ, ଓଡ଼ଗାଁ, ୨୮।୧(ଶ୍ରୀକାନ୍ତ କୁମାର ମିଶ୍ର): ଓଡିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ଓ ସଦାନନ୍ଦ ସାହିତ୍ୟ ପରିଷଦ, ଶରଣକୁଳର ମିଳିତ ଆନୁକୂଲ୍ୟରେ ରୀତିଯୁଗୀୟ ମହାନ କବି କବିସୂର୍ଯ୍ୟ ସଦାନନ୍ଦ…

ଅବକାରୀ ବିଭାଗ ପଞ୍ଝାରେ ୨ ନିଶାବେପାରୀ

ଜଗତସିଂହପୁର,ତା-୨୮.୦୧.୨୦୨୬/ସୁମନ୍ତ କୁମାର ଦାସ: ଜଗତସିଂହପୁର ଥାନା ଅନ୍ତର୍ଗତ ସିଂହାରପୁର ଗ୍ରାମରେ ଦୀର୍ଘ ଦିନ ହେବ ବ୍ରାଉନସୁଗାର କାରବାର ଲୁଚାଛପାରେ ଚାଲୁଥିବାର ଏକ ଅଭିଯୋଗକୁ ଭିତ୍ତି କରି ଜଗତସିଂହପୁର ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକ ଙ୍କ…

ମାଲାମାଲ କାଠ ମାଫିଆ, ବେଫିଗର ବନ ଅଧିକାରୀ!

ଡେରାବିଶ ବନାଞ୍ଚଳ ଅଧିକାରୀ ସୁକାନ୍ତ ବେହେରାଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ । କେନ୍ଦ୍ରାପଡ଼ା:୨୮,୦୧(ପ୍ରଫୁଲ୍ଲ କୁମାର ମଲ୍ଲ)କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବନାଞ୍ଚଳରେ ଏବେ ଖୁଲମଖୁଲା ଭାବରେ ଜଙ୍ଗଲ ଲୁଟ୍‌ ଚାଲିଥିବା ଅଭିଯୋଗ ଆସିଛି। ମୂଲ୍ୟବାନ ଗଛ କାଟି ଜଙ୍ଗଲରୁ କାଠ…

କୃଷକ ସଙ୍ଗଠନ ଓ କଂଗ୍ରେସର ବନ୍ଦ ଡାକରାରେ ମାଲକାନଗିରି ଜିଲ୍ଲା ପ୍ରଭାବିତ ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ୨୮/୦୧ /୨୬- ଆଜି ନବନିର୍ମାଣ କୃଷକ ସଙ୍ଗଠନ ଏବଂ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରାରେ ସାରା ମାଲକାନଗିରି ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଧାନ ମଣ୍ଡିର ଅବ୍ୟବସ୍ଥା, ପ୍ରଦୂଷଣ ନାମରେ ସାଧାରଣ ବ୍ୟକ୍ତି ଙ୍କ ଠାରୁ…