Sign in
Sign in
Recover your password.
A password will be e-mailed to you.
ମହିଳାଙ୍କୁ ପ୍ରତାରଣା ଅଭିଯୁକ୍ତ କୋର୍ଟ ଚାଲାଣ।
ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କମାପଲୀ ବଜାର ଅଞ୍ଚଳର ଜଣେ ଯୁବକ କୁ ସଦର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଅଭିଯୁକ୍ତ ଜଣକ ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମର ଜନୈକା ମହିଳା ଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ।…
ବ୍ରହ୍ମପୁର ମହାନଗର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ଙ୍କ ଅଧ୍ୟକ୍ଷତାରେ ନିଗମର ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ କମିଶନର ଏ ସାସ୍ୟା ରେଡ଼ି, ଡେପୁଟି ମେୟର ଇ ବିବେକ ରେଡ଼ି, ଅତିରିକ୍ତ କମିଶନର କଲ୍ୟାଣୀ ସଂଘମିତ୍ରା ଓ ବହୁ…
ଜଗତସିଂହପୁର ଜିଲ୍ଲା ମହୋତ୍ସବ “କଲ୍ଲୋଳ” ର ଦ୍ଵିତୀୟ ସଂଧ୍ୟା
ଜଗତସିଂହପୁର - ତା ୨.୪.୨୦୨୬ ରିଖ: ଆଜି ଜିଲ୍ଲା ସଦର ମହକୁମାଠାରେ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ର ଦ୍ଵିତୀୟ ସଂଧ୍ୟା ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଅଧ୍ୟକ୍ଷତା କରି କହିଲେ ,କଲ୍ଲୋଳ ଆମ ଜିଲ୍ଲାର ସ୍ୱାଭିମାନ ଏବଂ ପଲ୍ଲୀଶ୍ରୀ ମେଳା ନାରୀ ସଶକ୍ତିକରଣକୁ ସୂଚାଏ…
ନିଖୋଜ ନାବାଳକ ଓଡ଼ଗାଁରୁ ଉଦ୍ଧାର; ପରିବାର ଲୋକଙ୍କୁ ହସ୍ତାନ୍ତର କଲେ ଓଡ଼ଗାଁ ପୋଲିସ,
ଓଡ଼ଗାଁ,୩।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସାକେରୀ ଗାଁର ଜଣେ ନିଖୋଜ ନାବାଳକୁ ଓଡ଼ଗାଁ ପୋଲିସ ଉଦ୍ଧାର କରି ଗୁରୁବାର ପରିବାରକୁ ହସ୍ତାନ୍ତର କରିଥିବା ଜଣାଯାଇଛି।ନାବାଳକ ଜଣକ ନିଖୋଜ ହୋଇଥିବା ନେଇ ଓଡ଼ଗାଁ ଥାନାରେ ଗତ ମାର୍ଚ୍ଚ ୨୭ ତାରିଖରେ ଅଭିଯୋଗ ହୋଇଥିଲା।…
ଦେପୁର ପଂଚାୟତରେ ମହାଘୋଟାଳା – ପାଣି ପାଇଁ ହାହାକାର, ତୁରନ୍ତ ଭିଜିଲାନ୍ସ ତଦନ୍ତ ଦାବୀ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ସଦର ବ୍ଲକ ଅନ୍ତର୍ଗତ ଦେପୁର ପଂଚାୟତରେ ସରକାରୀ ଯୋଜନାମାନଙ୍କ ନାମରେ ଚାଲୁଥିବା ବ୍ୟାପକ ଦୁର୍ନୀତି, ଅନିୟମିତତା ଓ ପ୍ରଶାସନୀୟ ଅବ୍ୟବସ୍ଥା ପ୍ରତି ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପଂଚାୟତର ନିର୍ବାହୀ ଅଧିକାରୀ (PEO)…
SBI ମାଲକାନଗିରି ମୁଖ୍ୟ ଶାଖା ତରଫରୁ ମୃତ୍ୟୁ ଜନିତ ବୀମା ରାଶି ପ୍ରଦାନ.
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ରେ 10 ଲକ୍ଷ ଟଙ୍କା ର cheque ପ୍ରଦାନ କରା ଯାଇଛି. ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ H, ଶ୍ରୀମତୀ କସ୍ତୁରୀ ସେଠି…
ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ୯୧ତମ ଓଡିଶା ଦିବସ ମହାସମାରୋହରେ ପାଳିତ
ନବରଙ୍ଗପୁର: ତା ୨.୪.୨୦୨୬:ଅଶୋକ ସାହୁ: ଗତକାଲି ତା ୧.୪.୨୦୨୫ ରିଖ ସନ୍ଧ୍ୟା ୬.୩୦ ମି ସମୟରେ ସ୍ଥାନୀୟ ଶାସ୍ତ୍ରୀ ଭବନ (ଟାଉନ ହଲ) ଠାରେ ଜିଲ୍ଲା ସ୍ତରୀୟ ୯୧ ତମ ଓଡ଼ିଶା ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ଜିଲ୍ଲାପାଳ ଡ଼ା ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିବସ ପାଳନ…
ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଆମ ପୋଷାକ, ଆମ ପରିଚୟ’ କାର୍ଯ୍ୟକ୍ରମ
ନବରଙ୍ଗପୁର ତା ୨.୪.୨୦୨୬: ଅଶୋକ ସାହୁ,ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ଏପ୍ରିଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା 'ଓଡ଼ିଆ ପକ୍ଷ-୨୦୨୬' ଅବସରରେ ଆଜି ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ 'ଆମ ପୋଷାକ, ଆମ ପରିଚୟ' କାର୍ଯ୍ୟକ୍ରମ…
ଅମର୍ଦାରୋଡରେ ପବିତ୍ର ଉତ୍କଳ ଦିବସ ପାଳିତ।
ବସ୍ତା ୨/୪(ପି ଏନ ଏସ): ଅମର୍ଦାରୋଡର ଅଗ୍ରଣୀ ଅନୁଷ୍ଠାନ ୟୁ ନାଇଟେଡ଼ କାଲଚୁରାଲ ଏଣ୍ଡ ସ୍ପର୍ଡ୍ସ ଏସୋସିଏସଏସନ ପକ୍ଷରୁ ୯୧ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଠା ରାଜକିଶୋର ମହାନ୍ତିଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା | ଏହି ଅବସରରେ ବହୁ…
ଉତ୍କଳ ଦିବସ ପାଳନ
ବେଲଗୁଣ୍ଠା, ୦୨/୦୪-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଉତ୍କଳ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ଉତ୍କଳ ଗୌରବ ମଧୁସୂଦନ , ଉତ୍କଳମଣି ଗୋପବନ୍ଧୁ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ତଥା…