ସମରେ  ନୂତନ ରେନାଲ୍ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍ ଯନ୍ତ୍ର ଉଦ୍ଘାଟିତ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ (ଆଇଏମ୍ଏସ୍ ଆଣ୍ଡ ସମ୍) ହସ୍ପିଟାଲରେ  ନୂତନ ରେନାଲ୍ ପାଥୋଲୋଜି ବିଭାଗରେ ଅତ୍ୟାଧୁନିକ ଇମ୍ୟୁନୋଫ୍ଲୋରେନସ୍ ମାଇକ୍ରୋସ୍କୋପ ଯନ୍ତ୍ର…

ସମ୍ବଲପୁର ମହାନଗର ନିଗମ ବିଜେଡି ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ l

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ବିଜୁ ଜନତା ଦଳର ଜନ ସଚେତନତା ଅଭିଯାନ ଚାଲୁରହିଛି l ଏହି ମର୍ମ ରେ ଆଜି ସମ୍ବଲପୁର ମହାନଗର ବିଜେଡ଼ି ତରଫରୁ ମହାନଗର ସଭାପତି ପ୍ରଫୁଲ୍ଲ କୁମାର ଦାସ ଙ୍କ ନେତୃତ୍ୱରେ ସ୍ଥାନୀୟ ସିଟିଷ୍ଟେସନ…

ମାଆଙ୍କ ଶପଥ ଦେଇ ରାଜ୍ୟବାସୀଙ୍କୁ ନବୀନ ଦେଲେ ବାର୍ତ୍ତା : କଣ କହିଲେ ଶୁଣନ୍ତୁ 

ଆପଣଙ୍କ ତ୍ୟାଗ ବୃଥା ଯାଇନି, କରୋନା ରୋକିବାରେ ଓଡିଶା ହୋଇଛି ସଫଳ  ଅମାନିଆ ଲୋକାଙ୍କୁ କଲେ ଅନୁରୋଧ, ଦୟାକରି କଥା ମାନନ୍ତୁ କରୋନା ବହୁତ କମିଛି, ସହଯୋଗ କରନ୍ତୁ- ଆଗକୁ ଆହୁରି କମିଯିବ  ଭୁବନେଶ୍ୱର (ଶାସକ ପ୍ରଶାସକ) : ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା…

ଯୁଯୋମୁରା : ଯୁବକଙ୍କୁ ଗଳା କାଟି ହତ୍ୟା ଅଭିଯୋଗରେ ୧୨ଜଣ ଗିରଫ

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାର‌ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହେବା ଘଟଣାରେ ଯୁବକଙ୍କୁ ଗଳା କାଟି ହତ୍ୟା ଅଭିଯୋଗରେ ପୁଲିସ ୧୨ ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାମେଶ୍ବର ଭୋଇ…

ମୋ ସ୍ୱାମୀଙ୍କୁ ଦୟାକରି ଫେରାଇ ଆଣ : ନିଖୋଜ ଦାଦନ ଶ୍ରମିକଙ୍କ ସନ୍ଧାନ ପାଇଁ ପରିବାରର ଧାରଣା

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ରାଜ୍ୟ ବାହାରକୁ  ଦାଦନ ଖଟିବାକୁ ଯାଇଥିବା ନିଜ ନିଖୋଜ ସ୍ୱ।ମି ଙ୍କ ସନ୍ଧାନପାଇଁ  ପତ୍ନୀଙ୍କୁ ଧାରଣା ଦେବାକୁ ପଡୁଛି । ଏଭଲି ଘଟଣା ଦେଖିବାକୁ ମିଲିଛି ସମ୍ବଲପୁର ଜିଲ୍ଲା ରେ । ନିଖୋଜ ଦାଦନ ଶ୍ରମିକ ଙ୍କ ପରିବାର ଲୋକେ ଙ୍କ ଅଭିଯୋଗ ଅନୁସାରେ ସମ୍ବଲପୁର…

କୋରୋନା ମୁକ୍ତ ହୋଇ ଫେରିଲେ ଝାରସୁଗୁଡ଼ା ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ।

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାମଚନ୍ଦ୍ର ପ୍ରଧାନ କୋରୋନା ସଂକ୍ରମଣରୁ ସୁସ୍ଥ ଲାଭ କରି କାର୍ଯ୍ୟରେ ଯୋଗଦାନ କରିଛନ୍ତି। କୋଭିଡ ମାଜିଷ୍ଟ୍ରେଟ ଭାବରେ  କାର୍ଯ୍ୟ କରିଥିବା ଶ୍ରୀ ପ୍ରଧାନ ଦିନରାତି ଲୋକଙ୍କ ସେବାରେ ନିୟୋଜିତ…

ବ୍ରଜରାଜନଗର ଦମ୍ପତ୍ତି ହତ୍ୟା ମାମଲା, ପିତୃମାତୃହରା ଶିଶୁଦ୍ବୟଙ୍କ ସହାୟତା ପାଇଁ ଆଗେଇ ଆସିଲେ ଚାଇଲ୍ଡଲାଇନ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ବ୍ରଜରାଜନଗର଼ ବହୁ ଚର୍ଚ୍ଚିତ ଦମ୍ପତ୍ତି ପୋଡ଼ି ମାମଲା ବିଷୟରେ ଗଣମାଧ୍ୟମରୁ ଖବର ପାଇବା ପରେ ମୃତ ଦମ୍ପତ୍ତିଙ୍କ ଶିଶୁଦ୍ବୟଙ୍କ ସହାୟତା ନିମନ୍ତେ ଚାଇଲ୍ଡଲାଇନ କର୍ମକର୍ତ୍ତା ଆଗେଇ ଆସିଛନ୍ତି। ଏଥିପାଇଁ ଆଜି ଏହାର ଏକ ଟିମ ଆଜି ମୃତ ଦମ୍ପତ୍ତିଙ୍କ ପରିବାରକୁ…

ବୈଜୟନ୍ତ ପଣ୍ଡାଙ୍କ କୁଶପୁତ୍ତଳିକା ଦାହ କଲେ ଝାରସୁଗୁଡ଼ାର ବିଭିନ୍ନ ସଂଗଠନ। 

ଝାରସୁଗୁଡ଼ା : (ସୁଭାଷ ସହାରେ) -ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓଡ଼ିଶାର ଆଇନ ବ୍ୟବସ୍ଥାକୁ ପାକିସ୍ଥାନ ସହ ତୁଳନା କରିବା ଜନସାଧାରଣଙ୍କୁ ହଜମ ହୋଇ ପାରୁନାହିଁ। ରାଜ୍ୟ ସାରା ତାଙ୍କର ମନ୍ତବ୍ୟ ବିରୋଧରେ ପ୍ରତିକ୍ରିୟା ତୀବ୍ର ହେବାରେ ଲାଗିଛି। ଆଜି ଝାରସୁଗୁଡ଼ା ସହରରେ ମଧ୍ୟ ବିଭିନ୍ନ…

ଛଅଟାରେ ପ୍ରଧାନ ମନ୍ତ୍ରୀ, ଚାରିଟାରେ ମୁଖ୍ୟମନ୍ତ୍ରୀ 

ନୂଆଦିଲ୍ଲୀ / ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ଲୋକମାନଙ୍କୁ ସମ୍ବୋଧିତ କରିବାର ଦିନ। ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଲୋକମାନଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ) ଆଜି…

କି ଦୁଃଖ :  ପେଟ ପାଇଁ ପ୍ରବାସ ଯାତ୍ରା ହେଲା ଶେଷ ଯାତ୍ରା

 ଯାଉଥିଲେ ସୁରାଟ :  ଟ୍ରେନ ଚକାତଳେ ଚାଲିଗଲା ଜୀବନ । ପୋଲସରା ./ ଡ଼ଃ. କୁମୁଦ ଚନ୍ଦ୍ର ବେହେରା :  ପୋଲସରା ସହରର ଜଣେ କୁଶଳୀ ଶ୍ରମିକ ସୁରାଟକୁ ଗଲାବେଳେ ବାଲୁଗାଁ ରେଳ ଷ୍ଟେସନରେ ଚଳନ୍ତି ଟ୍ରେନରେ ଚଢୁଥିବା ବେଳେ ଖସିପଡି ଟ୍ରେନ ଚକାତଳେ ପଡି ଜୀବନ ହରାଇଥିବା ଜଣାପଡିଛି। ଗତ ଅକ୍ଟୋବର ୧୭…