ଓଡ଼ଗାଁ ପୁଲିସକୁ ବଡ ସଫଳତା :  ୩ ଆନ୍ତଃଜିଲ୍ଲା ଡକାୟତ ଗିରଫ

  କାର, ପିକ୍ଅପ୍, ଟ୍ରାକ୍ଟର ଜବତ ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୁଲିସକୁ ଆଜି ମିଳିଛି ବଡ ସଫଳତା | ୩ ଜଣ ଆନ୍ତଃଜିଲ୍ଲା ଡକାୟତକୁ ଗିରଫ କରିବା ସହ ୩ଟି ଗାଡ଼ି ଜବତ କରିଛି  ଓଡଗାଁ ପୋଲିସ । ଗିରଫ ଅଭିଯୁକ୍ତଙ୍କହେଲେ ନନ୍ଦିଘୋର ତୁଳସୀସାହିର ଟୁଲୁ ଓରଫ୍…

ନିଆଁ ଲାଗି ମହିଳା ଗୁରୁତର। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ବ୍ରଜରାଜନଗରର ଜନୈକ ସୋନୁ ଘୋଷଙ୍କ ଘରେ ନିଆଁ ଲାଗିବାରୁ ତାଙ୍କର ପତ୍ନୀ ପ୍ରିୟା ଘୋଷ ପୋଡ଼ିଯାଇ ଗୁରୁତର ଅବସ୍ଥାରେ ଅଛନ୍ତି। ତାଙ୍କ ଦେହର ୪୦ ଶତକଡ଼ା ପୋଡ଼ି ଯାଇଥିବାର ସୂଚନା ମିଳିଛି। ସେମାନଙ୍କ ଘରେ ଭଡ଼ା ରହୁଥିବା ଅନ୍ୟ ଜଣେ ମହିଳା ମମତା ପାତ୍ର ମଧ୍ୟ…

ଅବସରପ୍ରାପ୍ତ ଶିକ୍ଷକ ବିଦ୍ୟାଳୟକୁ ଦାନ ଦେଲେ ପାନୀୟ ଜଳ ପ୍ରକଳ୍ପ। 

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ଜିଲ୍ଲା ହଂସାମୁରା କଣ୍ଟାପାଲି ଗ୍ରାମର ରତ୍ନାକର ହାଇସ୍କୁଲରେ ଶିକ୍ଷକ ଭାବରେ କାମ କରି ଅବସର ଗ୍ରହଣ କରିଥିବା ଶଶୀଭୂଷଣ ପଟେଲ ଏକ ଉଦାହରଣ ପାଲଟିଛନ୍ତି। ଯେଉଁ ସ୍କୁଲରେ ପଢ଼ୁଥିଲେ, ସେହି ବିଦ୍ୟାଳୟରେ ଶିକ୍ଷକତା କଲେ। ସେଠାରେ ଗତବର୍ଷ ଅବସର…

“ଲକଡାଉନ ଉଠିଥିଲେ ମଧ୍ୟ ଭୂତାଣୁର ସ୍ଥିତି ଜାହିର, ଲଢେଇରେ କୌଣସି ଢିଲା ଦିଅନ୍ତୁ ନାହିଁ”

ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ, କଲେ ଅନୁରୋଧ  ● ବର୍ତ୍ତମାନ କୌଣସି ଉଦାସୀନତାର ସମୟ ନୁହେଁ, ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସମ୍ମୁଖ କରୋନା ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ଦେଶସେବାକୁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା ● ଟୀକା ପାଇଁ ଉଦ୍ୟମ ଅବ୍ୟାହତ, ଦେଶର ସମସ୍ତ…

ଖୋଳଖାଳିରେ ବିଜେଡି ପକ୍ଷରୁ କରୋନା ସଚେତନତା ଅଭିଯାନ ।

ବୁଗୁଡା / ଡ଼ଃ. କୁମୁଦ ଚନ୍ଦ୍ର ବେହେରା:  ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ବ୍ଲକର ଖୋଳଖାଳି ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨୦ ତାରିଖ ଦିନ କରୋନା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ବାଲେଶ୍ଵର…

ନୂଆଦିଲ୍ଲୀରେ ହାଇଡ୍ରୋଜେନ୍ ସିଏନଜି  ପ୍ଲାଣ୍ଟର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ଭବିଷ୍ୟତ ପାଇଁ ସବୁଜ ମାର୍ଗ ଅନ୍ୱେଷଣ କରିବା ଦିଗରେ ଐତିହାସିକ ପଦକ୍ଷେପ -ଧର୍ମେନ୍ଦ୍ର  • ପ୍ରଥମ ପର୍ଯ୍ୟାୟରେ ୫୦ଟି ବସରେ ପରୀକ୍ଷଣ • ନୂଆଦିଲ୍ଲୀରେ ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବ • ଆଇଓସିଏଲ ଏବଂ ଇନ୍ଦ୍ରପ୍ରସ୍ଥ କମ୍ପାନୀର ପଦକ୍ଷେପକୁ ପ୍ରଶଂସା • ଭାରତକୁ ହାଇଡ୍ରୋକାର୍ବନ…

ସରକାରୀ କଳକୁ ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରୁଛି ଶାସକ ବିଜେଡି :ବିଜେପି

ବାଲେଶ୍ୱରଠାରେ ଶାସକ ବିଜେଡି ନିର୍ବାଚନ ଆଚରଣ ବିଧିି ଉଲ୍ଲଘଂନ କରିବା ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ ଭୁବନେଶ୍ୱର(ଶାସକ ପ୍ରଶାସକ) :ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ…

୪୨ ଘନଫୁଟ ଶାଳ,ଜାମ ଓ ଫାଶୀ କାଠ ଗଣ୍ଡି ଜବତ

ବୁଗୁଡା /ଡ଼ଃ. କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ଦୁଇ ଫରେଷ୍ଟ ସେକସନରୁ ଅକ୍ଟୋବର ୧୯ ତାରିଖ ଦିନ ୪୨ ଘନଫୁଟ କାଠ ଗଣ୍ଡି ଜବତ ହୋଇଥିବା ବେଳେ ବୁଗୁଡା ସେକ୍ସନରୁ ୨୫ ଘନଫୁଟ ଶାଳ କାଠ ଗଣ୍ଡି ଏବଂ ଭଗବାନପୁର ସେକ୍ସନରୁ ୧୭ ଘନ ଫୁଟ ଜାମ ଓ ଫାଶୀ କାଠଗଣ୍ଡି ହୋଇଥିବା…

“ପଚାଶ ହଜାର ଦିଅ ନହେଲେ ମାରିଦେବୁ – ଲାଲ ସଲାମ”

ଧରାପଡି ଜେଲ ଗଲେ ନକଲି ମାଓବାଦୀ ବରଗଡ଼ :- ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ଅନେକ ଅଞ୍ଚଳ ମାଓ ପ୍ରବଣ । ମଝି ମଝିରେ ବିଭିନ୍ନ ସ୍ଥାନରେ ମାଓବାଦୀ ମାନଙ୍କର ଉପସ୍ଥିତ ଥିବାର ଖବର ଶୁଣିବାକୁ ମିଳେ । ମାଓ ଦମନ ପାଇଁ ସରକାର ଙ୍କର ତରଫରୁ ପଦ୍ମପୁର ଉପଖଣ୍ଡ ରେ ଅନେକ ସ୍ଥାନରେ ଅତିରିକ୍ତ…

ବାସ୍ତବିକ ଖୁସି ଖବର : କ୍ୟାନ୍ସର ଥାଇ ବି ସମ୍ କୋଭିଡ ହସ୍ପିଟାଲରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ ବ୍ୟକ୍ତି 

ଭୁବନେଶ୍ୱର(ଶାସକ ପ୍ରଶାସକ) : କ୍ୟାନ୍ସରରେ ଆକ୍ରାନ୍ତ ଏବଂ କରୋନା ସଂକ୍ରମିତ ଜଣେ ୯୦ ବର୍ଷୀୟ ବରିଷ୍ଠ ନାଗରିକ  କୋଭିଡକୁ ପରାସ୍ତ କରିଛନ୍ତି । ସମ୍ କୋଭିଡ ହସ୍ପିଟାଲ୍ରୁ କରୋନା ମୁକ୍ତ ହୋଇଛନ୍ତି ଶ୍ରୀ ମୁରଲୀଧର ଶତପଥୀ । ଗଳା କର୍କଟ ରୋଗରେ ଗତ ମାର୍ଚ୍ଚ ମାସରୁ ପୀଡିତ ଥିବା ଏହି ବରିଷ୍ଠ…