Sign in
Sign in
Recover your password.
A password will be e-mailed to you.
ଟିକଟ ପାଇନୁ ଵୋଲି ଉଣା ନାହିଁ ମନ : ସଫେଇ ଦେଲେ ରବି ଓ ଜୀବନ
ବାଲେଶ୍ୱର: ଯେତେ ଲୁଚେଇଲେ ବାଲେଶ୍ୱର ବିଜେଡିରେ ଭିତିରି ଅସନ୍ତୋଷ ପଦାକୁ ଆସିଯାଉଛି ସାମାଜିକ ଗଣମାଧ୍ୟମରେ । କିଛି ନେତା ବି ଜାଣି ଶୁଣି ଏଭଳି ଖବର ବି ସାମାଜିକ ଗଣମାଧ୍ୟମରେ ପ୍ରାୟୋଜିତ ଭାବେ କରାଉଛନ୍ତି | କେତେ ବେଳେ ରବି ଜେନାଙ୍କୁ ନେଇ ବାହାରୁଛି ତ କେତେବେଳେ ଆଲୋକ ସାହୁଙ୍କୁ ନେଇ…
ରାଜ୍ୟରେ ଦଳିତ ହୋଇ ଜନ୍ମ ନେବା ଏକ ଅଭିଶାପ:ବିଜେପି
ଦିଗପହଣ୍ଡି ଦଳିତ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା : ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେପି
ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ମହିଳାଙ୍କ ପ୍ରତି ରାଜ୍ୟସରକାର ଓ ପୋଲିସ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ…
ନବନିଯୁକ୍ତ ଜିଲ୍ଲା ସଭାପତି ନିହାର ମହାନନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବରଗଡ :- ଆଜି ସନ୍ଧ୍ୟାରେ କଂଗ୍ରେସର ନବନିର୍ବାଚିତ ବରଗଡ ଜିଲ୍ଲା ସଭାପତି ଶ୍ରୀ ନିହାର ମହାନନ୍ଦଙ୍କୁ ପାଇକମାଲରେ ସ୍ଥାନୀୟ କଂଗ୍ରେସ କର୍ମୀମାନଙ୍କ ଦ୍ୱାରା ସ୍ୱାଗତ କରାଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଗତକାଲି ଶ୍ରୀ ମହାନନ୍ଦ ବରଗଡ଼ ଜିଲ୍ଲା , ଜିଲ୍ଲା ସଭାପତି ଭାବେ ନିଯୁକ୍ର…
ଟିଟିଲାଗଡ ବ୍ଲକ ଗସ୍ତରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ମିଶନ ଶକ୍ତି ମନ୍ତ୍ରୀ
ଟିଟିଲାଗଡ, ( ଗୌରବ ଦର୍ଜୀ)-ଓଡ଼ିଶା ସରକାର ରାଜ୍ୟର ମହିଳା ମାନଙ୍କୁ ସଶକ୍ତି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ବିଭିନ୍ନ ଅଞ୍ଚଳ ରେ ମହିଳା ମାନଙ୍କୁ ବ୍ୟବସାୟ କରିବାପାଇଁ ଉତ୍ସାହ କରୁଛନ୍ତି। ଛତୁ ଚାଷ, ମା ଓ ଶିଶୁ ଖାଦ୍ୟ ପ୍ରସ୍ତୁତି କରଣ, ଜୈବିକ ଖତ ତିଆରି, ଆଦି ବିଭିନ୍ନ…
ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା : କ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ ଦାବୀରେ ଫରୱାର୍ଡ଼ ବ୍ଲକର…
ଭୁବନେଶ୍ୱର,(ଶାସକ ପ୍ରଶାସକ): ଗତ ଅକ୍ଟୋବର ୭ ତାରିଖରେ ରାଜଭବନ ନିକଟସ୍ଥ ଆଇଓସିଏଲଫିଲିଙ୍ଗ ଷ୍ଟେସନରେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଅପରାହ୍ନ ୧ ଘଟିକା ସମୟରେ ଗ୍ୟାସ ଟାଙ୍କିରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଯେଉଁ ବିସ୍ଫୋରଣରେ ଏକାଧିକ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ବହୁ ଲୋକ ଆହତ…
ହଟିଲା କଟକଣା, ଏଥର ସ୍ୱର୍ଗଦ୍ୱାର ପାଇଁ ଅନୁମତି
ଭୁବନେଶ୍ୱର : ଶେଷରେ ସ୍ୱର୍ଗଦ୍ୱାର ଉପରୁ କଟକଣା ହଟାଇଛି ପୁରୀ ଜିଲ୍ଲା ପ୍ରଶାସନ | ଆଜିଠୁ ଜିଲ୍ଲା ପ୍ରଶାସନ ତରଫରୁ ଏହି କଟକଣା ହଟାଯାଇଛି ବୋଲି ନିଜେ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥର ପୁରୀ ଜିଲ୍ଲା ବାହାରର ଯେ କେହି ନିଜ ଆତ୍ମୀୟଙ୍କ ଶବଦାହ ସ୍ୱର୍ଗ ଦ୍ବାରରେ କରାଯାଇପାରିବ । ହେଲେ…
Breaking : ଅବସର ପ୍ରାପ୍ତ ଆଇପିଏସ ଅଫିସର ସୁରେନ୍ଦ୍ର ନାଥ ସ୍ୱାଇଁଙ୍କ ପରଲୋକ
ଭୁବନେଶ୍ୱର (ଶାସକ ପ୍ରଶାସକ) ଅବସରପ୍ରାପ୍ତ ଆଇପିଏସ ଅଫିସର(୧୯୭୭ ବ୍ୟାଚ) ସୁରେନ୍ଦ୍ର ନାଥ ସ୍ୱାଇଁଙ୍କ ଆଜି ଦେହାନ୍ତ ହୋଇଯାଇଛି | ଜଣେ ଦକ୍ଷ ଓ ସ୍ପଷ୍ଟବାଦୀ ନିର୍ଭିକ ଅଫିସର ଭାବେ ଶ୍ରୀ ସ୍ୱାଇଁ ଜଣଶୁଣା ଥିଲେ | ଓଡ଼ିଶା ପୋଲିସ ବାହିନୀର ବହୁ ଗୁରୁତ୍ୱପୂର୍ଣ ପଦ ପଦବୀରେ ଶ୍ରୀ ସ୍ୱାଇଁ…
“ଜନଜାତି ସମ୍ପ୍ରଦାୟଙ୍କର ସାମୂହିକ ବିକାଶ ଏବଂ କଲ୍ୟାଣକୁ ନିଶ୍ଚିତ କରିଛନ୍ତି ମୋଦି ସରକାର “
ପ୍ରଧାନମନ୍ତ୍ରୀ ଓ ଜନଜାତି ବ୍ୟାପାର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଦେଶରେ ଜନଜାତି ଜନସଂଖ୍ୟାର ବିକାଶ ପାଇଁ ନିରନ୍ତର ଉଦ୍ୟମ କରିବା ତଥା ବିଶେଷଭାବରେ ଓଡ଼ିଶାରେ ଜନଜାତି ସମ୍ପ୍ରଦାୟଙ୍କର ସାମୂହିକ ବିକାଶ ଏବଂ…
ରାଜସ୍ବ ନିରୀକ୍ଷକଙ୍କର ବିୟୋଗରେ ଶୋକସଭା
ପାଇକମାଲ :- ଗତକାଲି ପାଇକମାଲ ରାଜସ୍ବ ନିରୀକ୍ଷକ ଶ୍ରୀ ଶଶୀଭାନୁ ସାହୁ ଙ୍କର ଅଚାନକ ମୃତ୍ୟୁ ଅଂଚଳର ସମସ୍ତ ଅଧିକାରୀ ମାନଙ୍କୁ ଓ ସମସ୍ତ ସରକାରୀ କର୍ମଚାରୀ ତଥା ସ୍ଥାନୀୟ ଜନସାଧାରଣ ଙ୍କୁ ଆଚମ୍ବିତ କରିବା ସହିତ ଅଞ୍ଚଳ ରେ ଏକ କୋହଭାର ଶୋକକୁଳ ପରିସ୍ଥିତି ସୃଷ୍ଟି କରିଛି । ଗତକାଲି…
“ସଖୀ” ୱାନ ଷ୍ଟପ କେନ୍ଦ୍ର ଏବଂ ଜିଲ୍ଲା ଚାଇଲଡ଼ ଲାଇନର ମିଳିତ ଆନୁକୂଲ୍ୟରେ “ଆନ୍ତର୍ଜାତିକ କନ୍ୟା…
http://www.youtube.com/watch?v=1lKpnh3y7Z0
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମ ପାରଳାଖେମୁଣ୍ଡି ସ୍ଥିତ ନବଜୀବନ ଅନ୍ଧ , ଅନାଥ ଓ ଉପଶମ କେନ୍ଦ୍ର ତଥା ଶିଶୁ ଯତ୍ନ ଅନୁଷ୍ଠାନ-ନବଜୀବନ ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ "ସଖୀ" ୱାନ ଷ୍ଟପ କେନ୍ଦ୍ର…