ଆହା କି ସୁନ୍ଦର , ଆମ ହସ୍ପିଟାଲ ତ୍ରୀବଣ ପୁର

ଅସୁସ୍ଥତା ଗ୍ରାସରେ ତ୍ରୀବଣ ପୁର ଆୟୁର୍ବେଦିକ ସମ୍ବଲପୁର ଜିଲ୍ଲା ଚିକିତ୍ସାଳୟ (ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ )-ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ଅନ୍ତର୍ଗତ ତ୍ରୀବଣପୁର ଗ୍ରାମ ପଞ୍ଚାୟତ। ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ୩୨ ବର୍ଷ ପୂର୍ବରୁ ଏକ ଆୟୁର୍ବେଦିକ…

ୱେଲମାର୍କ-ଲୋପ୍ରେସର ଆସନ୍ତାକାଲି ହୋଇପାରେ ଅବପାତ

ଭୁବନେଶ୍ୱରେ : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୱେଲମାର୍କ-ଲୋପ୍ରେସର ଆସନ୍ତାକାଲି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି | ପରବର୍ତୀ ୨୪ଘଣ୍ଟାରେ ଗଭୀର-ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି  | 

ମୟୂରଭଞ୍ଜ : ଆଜି ଆକ୍ରାନ୍ତଠୁ ସୁସ୍ଥ ଅଧିକ, ୪ ମୃତ

ଜିଲ୍ଲାରେ ମୋଟ ପିଜିଟିଭ ସଂଖ୍ୟା ୧୦,୫୫୧, ସୁସ୍ଥ ସଂଖ୍ୟା ୯,୩୧୨,  ସକ୍ରିୟ ସଂଖ୍ୟା ୧,୧୮୮ ଓ ମୃତ୍ୟୁ ସଂଖ୍ୟା ୫୧ ବାରିପଦା(ଦିଲ୍ଲୀପ ମହାନ୍ତି)-  ଆଜି ମୟୂରଭଞ୍ଜ ଜିଲ୍ଲାରୁ ୯୯  ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସମୟରେ ଅକ୍ଟୋବର ୨୦ରେ ୧୩୧ ଜଣ ସୁସ୍ଥ ହୋଇ ଫେରିଛନ୍ତି ।…

୬୧ ତମ ପୋଲିସ ଶହୀଦ ଦିବସ ପାଳିତ ।

ଗୁଣୁପୁର (ମାଧବ ବିଡ଼ିକା):  ଆଜି  ଭାମିନି ସ୍ଥିତ ଦ୍ବିତୀୟ ଭାରତୀୟ ବାଟାଲିଅନ ପରିସରରେ ୬୧ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ଏଥିରେ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶହୀଦଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଉକ୍ତ ଉତ୍ସବରେ ଆଇଆରବି…

ବିପୁଳ ମାତ୍ରାର ଗଂଜେଇ ଜବତ କଲା ପଦ୍ମପୁର ପୋଲିସ 

ପଦ୍ମପୁର-ବୌଦ୍ଧରୁ ପଦ୍ମପୁର ଉପଖଣ୍ଡ ଜମଲା ଗ୍ରାମକୁ ଚାଲାଣ ହେଉଥିବା ସମୟରେ ବିପୁଳ ମାତ୍ରାର ଗଞ୍ଜେଇ ଧରିଲା ପଦ୍ମପୁର ପୋଲିସ । ବିଶେଷ ସୁତ୍ରରୁ ସୂଚନା ପାଇ ବରଗଡ ଏସ.ପି.ଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଥାନାଅଧିକାରୀ ମାନସ ରଞ୍ଜନ ପ୍ରଧାନ ଙ୍କ ନେତୄତ୍ବରେ ଏକ ଟିମ ପଦ୍ମପୁର ଥାନା…

ସବୁ କାମ ସରିଥିଲା, ହେଲେ ପ୍ରଶାସନ ପହଂଚି ରୋକିଲା ବାହାଘର

ବରଗଡ :- ଘରେ ଖୁସିର ମହୋଲ । କାରଣ ଆଜି ଝିଅର ବାହାଘର । ଘରେ ପରିବାର ଲୋକଙ୍କ ସହିତ ସାହି ଭାଇ ପରିପୂର୍ଣ୍ଣ । ଘରେ ବାହାଘରର ସମସ୍ତ ପ୍ରସ୍ତୁତି ସାରିଗଲାଣି ଅପେକ୍ଷା କେବଳ ବରଯାତ୍ରୀ ଙ୍କର । ସନ୍ଧ୍ୟା ରେ ବରଯାତ୍ରୀ ଆସିବେ ଖୁସିମଜା ରେ ବାହାଘର ସରିବ , ଭୋଜିଭାତ ହବ ଆହୁରି କେତେ କଣ ।…

ଅଙ୍ଗନୱାଡି କର୍ମୀ ଙ୍କ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ।

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ )-ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ଙ୍କୁ ରେଗୁଲାର କରିବା,21 ହଜାରରୁ ଉର୍ଦ୍ଧ୍ଵ ଦରମା ଦେବା,10 ହଜାର ପେନସନ, କୋଭିଡ୍ ଯୋଦ୍ଧା ଅଙ୍ଗନୱାଡ଼ି ଙ୍କୁ ଅନ୍ୟ ରାଜ୍ୟ ପରି ଏଠି ବି ଅଧିକା ପ୍ରୋତ୍ସାହନ ରାଶି, ରିକ୍ସ୍  ଆଲାଉନ୍ସ, ବିମା ବ୍ୟବସ୍ଥା କୁ ଠିକ୍ ଠାକ୍…

ସମ୍ବଲପୁର ଡାକ କର୍ମଚାରୀଙ୍କ  ବିକ୍ଷୋଭ ପ୍ରଦର୍ଶନ l

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ )- କେନ୍ଦ୍ରୀୟ କର୍ମଚାରୀ ଓ ଶ୍ରମିକ  କ୍ରିୟାନୁଷ୍ଠାନ କମିଟି  ଆହ୍ଵାନ କ୍ରମେ  ନେସନାଲ ଫେଡେରେସନ ଅଫ ପୋଷ୍ଟାଲ ଏମ୍ପ୍ଲୋଏଜ (ଏନଏଫପିଇ) ସମ୍ବଲପୁର ଡାକ ସଂଘ  ପକ୍ଷ ରୁ ମଣ୍ଡଳ ସାରା ଦୃଢ ଭାବରେ  ବିକ୍ଷୋଭ  ପ୍ରଦର୍ଶନ କରିଛନ୍ତି | ପ୍ରତ୍ୟକ ବର୍ଷ ଦଶହରା…

‘ମୋର କିଏ ଅଛି ମୋତେ ଡାକ୍ତରଖାନା ନେବ’

ଦଶନ୍ଧି ହେବ ବୋହି ଚାଲିଛନ୍ତି ଗଳା ଯନ୍ତ୍ରଣା | ଦାରିଦ୍ର୍ୟର କଷାଘାତରେ ହୋଇପାରୁନି ଚିକିତ୍ସା | ସହଯୋଗ ଅପେକ୍ଷାରେ ନିରାଶ୍ରୟା ଦୁଲ୍ଲୀ ମାର୍ଣ୍ଡି ବାରିପଦା(ଦିଲ୍ଲୀପ ମହାନ୍ତି) : ମୋର କିଏ ଅଛି ମୋତେ ଡାକ୍ତରଖାନା ନେବ। ସରକାରୀ ଭତ୍ତା ଆଉ ଚାଉଳରେ ବଞ୍ଚୁଛି। ସେମିତି କଷ୍ଟେମଷ୍ଟେ…

ପୋଲିସ ଠାବ କଲା ଜାଲ ନୋଟ ରାକେଟ : ଅଭିଯୁକ୍ତ ଗିରଫ ଯନ୍ତ୍ରାଂଶ ଜବତ 

ନୟାଗଡ଼(ବିଶ୍ୱଜିତ ନାୟକ) -ନୟାଗଡ ଟାଉନ ଥାନା ରାଜବଗିଚାସ୍ଥିତ ଅମରେନ୍ଦ୍ର ବଜାର ଲେନ  ଅଂଚଳର ଏକ ଭଡା ଘରୁ ଜବତ ହୋଇଛି ଜାଲ ନୋଟ ଏବଂ ତିଆରି ଯନ୍ତ୍ରାଂଶ । ଆଜି ଅଭିଯୁକ୍ତ ନିଜେ ଏକ ୟ୍ୟାମ୍‌ହା ସୋରୁମ୍‌ରୁ ବାଇକ କିଣିବା ପାଇଁ ଯାଇଥିବା ବେଳେ ସେଠାରେ ଟଙ୍କା ଦବା ନବା  ବେଳେ ଏଭଳି ଘଟଣା…