ହାତୀ ଆକ୍ରମଣରେ ଉଜୁଡୁଛି ଫସଲ, ଯାଉଛି ଜୀବନ : ହେଲେ ନିଦା ବିଷ୍ଣୁ ପ୍ରଶାସନ

ହାତୀ ଆକ୍ରମଣ ରେ ଏକ ମୃତ ଆଠମଲ୍ଲିକ/ସନ୍ତୋଷ ମେହେର -ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ କମଳପୁର ଗ୍ରାମରେ ଗତ ରାତିରେ ହାତୀ ଆକ୍ରମଣ ରେ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ମୁତାବକ କମଲପୁର ଗାଁ ର ଭାସ୍କର ଭୁକ୍ତା ତାଙ୍କ ବିଲ ରେ ହାତୀ ଧାନ ଖାଉ ଥିବାର ଖବର ପାଇବା ପରେ ଗାଁ ଲୋକ ଙ୍କ ସହିତ…

ମୁଁ ସଙ୍ଗରୋଧରେ ଅଛି : ଡାନି 

 ଭୁବନେଶ୍ୱର (ଶାସକ ପ୍ରଶାସକ) ବିଜେଡିର ଟାଣୁଆ ଯୁବ ନେତା, ବରିଷ୍ଠ ସାଧାରଣ ସମ୍ପାଦକ ତଥା ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡ଼ାଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ତାଙ୍କ ଦେହରେ କୌଣସି ଲକ୍ଷଣ ନଥିଲେ ମଧ୍ୟ ସେ ଡାକ୍ତରଙ୍କ ପରାମର୍ଶରେ  ସଙ୍ଗରୋଧରେ ଅଛି | ସେ ନିଜେ ଏହା ଟୁଇଟ କରି…

ଭାରତୀୟ ସେନା ଦ୍ଵାରା ଜଣେ ଚୀନ ସୈନିକ ଅଟକ

ନୂଆଦିଲ୍ଲୀ / ଶାସକ ପ୍ରଶାସକ : କର୍ପୋରେଲ ୱାଙ୍ଗ ୟା ଲୋଙ୍ଗ ନାମକ ଜଣେ ପିଏଲଏ ସୈନିକ ଆଜି ଅର୍ଥାତ 19 ଅକ୍ଟୋବର 2020ରେ ପୂର୍ବ ଲଦାଖର ଡେମଚୋକ ସେକ୍ଟରରେ ନିୟନ୍ତ୍ରଣ ରେଖା ପାର ହେବା ପରେ ଗିରଫ ହୋଇଛନ୍ତି । ଅତ୍ୟଧିକ ଉଚ୍ଚତା ଏବଂ କଠିନ ଜଳବାୟୁ ପରିସ୍ଥିତିରୁ ରକ୍ଷା କରିବା ପାଇଁ ପିଏଲଏ…

ନିଟ ଫଳ ବି ବାଉଳା, ଟପ୍ପରକୁ ନେଇ କୋଉଠି ଥୋଇଲା !!!

 ଭାତ ହାଣ୍ଡି ଭିତରୁ ଗୋଟିଏ ଚିପି ଜାଣିଲା ପରି ଏବେ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ନିଟର ପରୀକ୍ଷାଫଳ ଦୋଷମୁକ୍ତ ବା ସମ୍ପୂର୍ଣ୍ଣ ସ୍ୱଚ୍ଛ ବୋଲି କହିବା ସମ୍ଭବପର ନୁହେଁ | କାରଣ ୬୫୦ ପାଇବା ପିଲା ଯଦି ୩୨୯ ପାଉଛି, ତେବେ ଆଉ ସେ ଫଳ ଭିତରେ କଣ କଣ ହୋଇନଥିବ ! ୧୬ ତାରିଖରେ ପ୍ରକାଶ…

“ପାଟଣାଗଡ଼ରେ ପ୍ରତ୍ୟହ ଦୀପାବଳୀର ବାସ୍ନା”

ପାଟଣାଗଡ଼:(ଶାସକ ପ୍ରଶାସକ-ଯତୀନ୍ଦ୍ର ନନ୍ଦ ):  ଆମ୍ଭେ ଭଲ ଭାବରେ ଜାଣିଛୁ ଯେ ଦୀପାବଳୀରେ ହିଁ ବାଣ ଫୁଟା ଯାଇଥାଏ ବୋଲି !ଏକଥାବି ଜାଣିଛୁ ଦୀପାବଳୀର ଦିନକ ଆଗରୁ କିମ୍ବା ଦିନକ ପରେ ମଧ୍ୟ  କାଁଭାଁ ବାଣର ଶବ୍ଦ ଶୁଣିବାକୁ ମିଳିଥାଏ ! ତାସାଙ୍ଗକୁ ବିବାହ ଉତ୍ସବ ଆଦି କାର୍ଯ୍ୟରେ ମଧ୍ୟ ବାଣ…

ମହିଳା ମଣ୍ଡଳ ପକ୍ଷରୁ ସଚେତନତା ବୈଠକ

ବୁଗୁଡା / ଡ଼ଃ. କୁମୁଦ ଚନ୍ଦ୍ର ବେହେରା : ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ପଣ୍ଡସରା ପଞ୍ଚଶୀଳ ନଗର ଅଞ୍ଚଳ ମହିଳା ମଣ୍ଡଳ ପକ୍ଷରୁ ଏକ ସଚେତନତା ବୈଠକ ଅକ୍ଟୋବର ୧୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ପ୍ରଦୀପ ସାହୁ ମୁଖ୍ୟ ଅତିଥି ଭାବେ…

ମାଧବୀ ଚେର ସହ ବାଇକ ଜବତ, ୨ ଗିରଫ

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବନବିଭାଗ ଅନ୍ତର୍ଗତ ମାଣିତରା ଫରେଷ୍ଟ ସେକସନରେ  ଅକ୍ଟୋବର ୧୯ ତାରିଖ ଦିନ ୮୦ କିଲୋ ଔଷଧିୟ ମାଧବୀ ଚେର ଏବଂ( ଓଡ଼ି ୩୨ ଏଫ ୩୮୮୯ ) ଏକ  ବାଇକ ଜବତ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଛୋଟ ବଡ଼ ଦୁଇଟି ବସ୍ତାରେ ୮୦ କିଲୋ ଔଷଧିୟ ମାଧବୀ ଚେର ଧରି…

 “ କ୍ରିଏଟିଭ୍ ଆର୍ଟସ୍” ନାଟ୍ୟ ଅନୁଷ୍ଠାନ ପକ୍ଷରୁ ନାଟ୍ୟକାର ପ୍ରବୀଣ ପଣ୍ଡାଙ୍କ ବିୟୋଗରେ ଶୋକସଭା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ତଥା ଦକ୍ଷିଣ ଓଡିଶାର ପ୍ରକ୍ଷାତ ନାଟ୍ୟକାର ପ୍ରବୀଣ ଚନ୍ଦ୍ର ପଣ୍ଡାଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କରଣ ସାହି ସ୍ଥିତ ବିଜୟ ବ୍ୟାୟମ ଶାଳା ପରିସରରେ “ କ୍ରିଏଟିଭ୍ ଆର୍ଟସ୍” ନାଟ୍ୟ ଅନୁଷ୍ଠାନ ପକ୍ଷରୁ…

ମିଶନ ଦଳ ଡିଆଁ : ପଦୁଅଁ ପୋଖରୀକୁ ଡେଇଁଲେ ଶଙ୍ଖୁଆ 

ବିଜେଡି ଛାଡ଼ି ବିଜେପିରେ ଜୀବନବିନ୍ଦୁ ଅଭିଯାନର ଜିଲ୍ଲା ସଂଯୋଜକ  ବାଲେଶ୍ୱର ଅର୍ବାନ ବ୍ୟାଙ୍କର ପୂର୍ବତନ ସଭାପତି ଓ ମହିଳା ବିଜେଡି ସଦର ସଭାନେତ୍ରୀ ବି ମିଶିଲେ ବିଜେପିରେ  ବାଲେଶ୍ୱର(ଶାସକ ପ୍ରଶାସକ ): ବାଲେଶ୍ୱର ସଦର ଉପ-ନିର୍ବାଚନ ପାଖେଇ ଆସୁଥିଲେ ବି ବିଭିନ୍ନ ଦଳର ଛାମୁଆ କର୍ମୀଙ୍କ…

ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରିଙ୍କ ଦାୟିତ୍ୱ ଗ୍ରହଣ

ବାଲେଶ୍ୱର,(ଶାସକ ପ୍ରଶାସକ): କଂଗ୍ରେସ ରାଜ୍ୟ ପ୍ରଭାରୀ ଏ ଚେଲାକୁମାରଙ୍କ ଓଡ଼ିଶା ଗସ୍ତକାଳରେ ଦଳର ଜିଲ୍ଲାସ୍ତରୀୟ କମିଟି ଗଠନ ସାଙ୍ଗକୁ କର୍ମକର୍ତ୍ତା ଚୟନ କାର୍ଯ୍ୟ ଜୋରଦାର ହୋଇଛି । ତେବେ ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବେ ସଂଜୀବ ଗିରିଙ୍କ ଦାୟିତ୍ୱ ଅର୍ପଣକୁ ନେଇ ଦଳୀୟ…