ଆଦିବାସୀ ଗଣହତ୍ୟା ଶ୍ରଦ୍ଧାଞ୍ଜଳି ଦିବସ ପାଳନ କଲା ଜିଲ୍ଲା କଂଗ୍ରେସ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର ସଭାପତି ଶ୍ରୀ ଭରତ ଅବସ୍ଥିଙ୍କ ନେତୃତ୍ୱରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳିଙ୍ଗନଗର ଆଦିବାସୀ ହତ୍ୟା ବିରୋଧରେ “ଆଦିବାସୀ ଗଣହତ୍ୟା ଶ୍ରଦ୍ଧାଞ୍ଜଳି ଦିବସ” ପାଳିତ ହୋଇଯାଇଛି। ସକାଳ ୧୧ଟାରୁ ଦିନ ୧ଟା ପର୍ଯ୍ୟନ୍ତ କଂଗ୍ରେସ କର୍ମମାନେ ଧାରଣାରେ ବସିଥିଲେ। ଏହି ଅବସରରେ ଝାରସୁଗୁଡ଼ା ମହେନ୍ଦ୍ର ନାୟକ, ସିଆରାମ ଦାସ, ଶ୍ରୀମତୀ ପ୍ରଦିପ୍ତା ପାତ୍ର,ସଞ୍ଜୟ ମହାପାତ୍ର, ମୁନୁଭାଇ, ୱାରିସ ଭାଇ, ଶାହରୁଖ ଖାନ,ମନୀଷ ବାଜପେୟୀ,ବରୁନ ଓଡାକା,ତାହିର ଖାନ, ରାହୁଲ ଠାକୁର,ଗୁଡ୍ଡୁ ଦାସ, ସୁବ୍ରତ ପ୍ରଧାନ,ଲିଙ୍ଗରାଜ ବଢ଼େଇ,ବୁଲୁ ପଣ୍ଡା,ଭଗିରଥ ପ୍ରଧାନ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.