ଭାରତ ବାଇଓଟେକକୁ ଅଭିନନ୍ଦନ ଜଣାଇଲେ ନବୀନ 

0

ଭୁବନେଶ୍ୱର (ଶାସକ ପ୍ରଶାସକ ): ଭାରତରେ ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ବିଷୟ ବିଶେଷଜ୍ଞ କମିଟି (SEC) ଦ୍ୱାରା କୋଭାକ୍ସିନ୍ (କୋଭିଡ୍ ଟିକା)କୁ ସୁପାରିଶ କରାଯିବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଭିଡ ଭ୍ୟାକ୍ସିନ ପ୍ରସ୍ତୁତିକାରି କମ୍ପାନୀ ଭାରତ ବାୟୋଟେକକୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକ ଟୁଇଟ ମାଧ୍ୟମରେ ଭାରତ ବାଇଓଟେକକୁ ଅଭିନନ୍ଦନ ଜଣାଇବା ସହ ବିଷୟ ବିଶେଷଜ୍ଞ କମିଟିର ଏହି ସୁପାରିଶ ସମଗ୍ର ଦେଶ ପାଇଁ ଟୀକାକରଣ ପ୍ରୟାସକୁ ମଜଭୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ଓଡିଶା ଆଶା ବ୍ୟକ୍ତ କରିଛନ୍ତି | 

 

 

Leave A Reply

Your email address will not be published.