ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗ…

ମା  ସମଲେଶ୍ୱରୀଙ୍କ  ରାଜରାଜେଶ୍ୱରୀ ବେଶ ଓ ଧ୍ୱଜାରୋହଣ 

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଦଶହରା ପରେ କୁମାରପୂର୍ଣ୍ଣିମା ଅବସରରେ ଦେବୀ ପୀଠ ଗୁଡିକରେ ନୂତନ ଧ୍ବଜାରୋହଣର ପରମ୍ପରା ରହିଛି । ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀ ଙ୍କ ରାଜରାଜେଶ୍ବରୀ ବେଶ ସହ ମନ୍ଦିରରେ ଧ୍ବଜା ରୋହଣ ହୋଇଛି।  ଆଶ୍ୱିନ ପୂର୍ଣ୍ଣିମାରେ ରାଜରାଜେଶ୍ୱରୀ…

ମହାମାରୀ କରୋନା କଟକଣା ମଧ୍ୟ ରେ ଆତ୍ମବିଶ୍ବାସ ର ପ୍ରତିକ ବଏଲ୍ ଯାତ୍ରା ନିରାଡ଼ମ୍ବରେ ସମ୍ପନ୍ନ

ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ତନ୍ତ୍ର, ମନ୍ତ୍ର, ସାଧନା,ଏକାଗ୍ରତା ଓ ଆତ୍ମବିଶ୍ବାସର ଜ୍ଵଳନ୍ତ ପ୍ରତିକ ମାଁ ସମଲେଶ୍ବରୀ ଙ୍କ ପୂଜା ଅର୍ଥାତ ବଏଲ୍ ଯାତ୍ରା ଚଳିତ ବର୍ଷ ମହାମାରୀ କରୋନା ର କଟକଣା ଓ ସାମାଜିକ ଦୂରତା କୁ ଆଖିଆଗରେ ରଖି ବିଭିନ୍ନ ପୂଜା କମିଟି ପକ୍ଷରୁ ବିଧି ରକ୍ଷା ପୂର୍ବକ…

ମହମ୍ମଦ ଜୟନ୍ତୀ ଅବସରରେ କେଜିଏନ ଟ୍ରଷ୍ଟ ତରଫରୁ ଫଳ ବଣ୍ଟନ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ପବିତ୍ର ମହମ୍ମଦ ଜୟନ୍ତୀ ଅବସରରେ ଝାରସୁଗୁଡ଼ାର କେଜିଏନ ଟ୍ରଷ୍ଟ ତରଫରୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସେମାନଙ୍କ ସହ ଥିବା ଆତ୍ମୀୟସ୍ବଜନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ପ୍ରତ୍ୟେକ ବର୍ଷ ମହମ୍ମଦ ଜୟନ୍ତୀ ଅବସରରେ ରେଲି କରି ଲୋକଙ୍କ ପାଇଁ ଲଙ୍ଗରର…

ବିଶ୍ବ ମିତବ୍ୟୟିତା ଦିବସ ଉପଲକ୍ଷେ ସଞ୍ଚୟ ରଥ ଯାତ୍ରା। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ବିଶ୍ବ ସଞ୍ଚୟ ଦିବସ ଅବସରରେ ଆଜି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଲିଲି କୁମାରୀ କୁଲୁ ଏକ ସଞ୍ଚୟ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ଝାରସୁଗୁଡ଼ା ,କୋଲାବିରା, ଲଇକେରା ଓ କିର୍ମିରା ବ୍ଲକ ପରିକ୍ରମା କରିଥିଲା।ସୁରକ୍ଷିତ ସଞ୍ଚୟର…

ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀ ପାଳିତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଗତକାଲି ଝାରସୁଗୁଡ଼ାର ଘନଶ୍ୟାମ ହେମଲତା ବିଦ୍ୟାଳୟ ପରିସରରେ ପାଳିତ ହୋଇଥିଲା। ଭାରତର ଦେଶୀୟ ରାଜ୍ୟ ସମ୍ମିଶ୍ରଣରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଵା ପଟେଲଙ୍କ ଜନ୍ମ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ…

ସର୍ଭିସ ରିଭଲଭର ଦ୍ବାରା ଆତ୍ମହତ୍ୟା କଲେ ଜୱାନ। 

ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଅଞ୍ଚଳର ଜନୈକ ସିଆରପିଏଫ ଜୱାନ ନିଜ ସର୍ଭିସ ରିଭଲଭର ଗୁଳିରେ ଆତ୍ମହତ୍ୟା କରିଥିବା ଖବର ମିଳିଛି। ମୃତ ଜୱାନ କମଳାକାନ୍ତ ରୋହିଦାସ ଛତିଶଗଡ଼ର ସୁକମା ଅଞ୍ଚଳରେ କାର୍ଯ୍ୟରତ ଥିଲେ। ୨୦୧୭ ମସିହାରେ ସିଆରପିଏଫରେ ଯୋଗଦେଇ…

କୋଭିଡ କଟକଣାରେ ପାଳିତ ହେଲା ବାର୍ଷିକ ବଏଲ ପୂଜା। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର କୁମାରବନ୍ଧ ସମଲେଶ୍ଵରୀ ମନ୍ଦିର ଏକ ପୁରାତନ ଶକ୍ତି ପୂଜାସ୍ଥଳୀ। ପ୍ରତ୍ୟେକ ବର୍ଷ ଦେବୀ ସମଲେଶ୍ଵରୀଙ୍କ ବଏଲ ପୂଜା ଏଠାରେ ମହାସମାରୋହରେ ପାଳନ କରାଯାଏ। ହେଲେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏଠାରେ ଏ ବର୍ଷ କେବଳ ଚଣ୍ଡୀପାଠ ଓ…

ଦିବ୍ୟାଙ୍ଗ ସ୍କୁଲରେ ଜାତୀୟ ଏକତା ଦିବସ ପାଳିତ

ଝାରସୁଗୁଡ଼ା :(ସୁଭାଷ ସହାରେ): ଝରସୁଗୁଡା ବୁରୋମାଲ ବୁଡପଡା ଉପକଣ୍ଠରେ ଥିବା ଝାଡେଶ୍ୱରୀ ସ୍ଵତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟରେ ଜାତୀୟ ଏକତା ଦିବସ ତଥା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ  ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ଦିବ୍ୟାଙ୍ଗ…

ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ପାଳିତ।

ଝାରସୁଗୁଡା:( ସୁଭାଷ ସହାରେ)-ଝାରସୁଗୁଡା ଜିଲ୍ଲା କଂଗ୍ରେସ ତରଫରୁ ସ୍ଥାନୀୟ କଂଗ୍ରେସ ଭବନଠାରେ ଭାରତରତ୍ନ  ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସ ଓ ଭାରତ ରତ୍ନ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି…