Sign in
Sign in
Recover your password.
A password will be e-mailed to you.
ତିନିଶହରୁ ଉର୍ଦ୍ଧ୍ବ ଗରିବ ଦୋକାନୀଙ୍କୁ ଖାଦ୍ୟ ବାକ୍ସ ପ୍ରଦାନ କଲେ ବିଧାୟକ ରାଜେନ୍ଦ୍ର ଢୋଲକିଆ
ନୂଆପଡା/କୋମନା :- କୋରୋନା ବଦଳାଇ ଦେଇଛି ଲୋକଙ୍କର ଜୀବନଯାପନ ଶୈଳୀ । କୋରୋନା କାଳରେ ଅସ୍ତବ୍ୟସ୍ତ ହୋଇପଡିଛି ଲୋକଙ୍କର ଜୀବନଜୀବିକା । ମୂଖ୍ୟତଃ ରାସ୍ତା କଡରେ ଛୋଟିଆ ଜଳଖିଆ ଦୋକାନ କରିଥିବା ଲୋକ କିମ୍ବା ଛୋଟଛୋଟ ହୋଟେଲ ମାନେ ହରାଇ ବସିଛନ୍ତି ଜୀବିକା । ଜୀବିକା ହରାଇଥିବା ଏହି ଛୋଟିଆ…
ଅରୁଣଙ୍କ “ଗାନ୍ଧୀ ଡିଭିଜନ” : ପରଶି ଦେଲା ଅନେକ ଆଲୋଚିତ-ଅନାଲୋଚିତ ଗାନ୍ଧୀକଥା
ଗାନ୍ଧୀ ଡିଭିଜନ୍ ବା ମହାତ୍ମାଗାନ୍ଧୀଙ୍କ ମାର୍କସିଟ୍ ମୋଟାମୋଟି କହେ ଭଲନମ୍ବର ରଖିନପାରିବା ଏକ ବିଫଳତା ବା ଅସଫଳତା ନୁହେଁ । ବରଂ ସେଭଳି ନମ୍ବର ରଖି ସେଇଠି ଅଟକିଯିବା ଓ ସବୁ ବ୍ୟର୍ଥ ହୋଇଗଲା ଭାବିବା ମଣିଷର ବଡ ପରାଜୟ ଓ ବିଫଳତା । ଏମିତିରେ ତ ମହାତ୍ମାଗାନ୍ଧୀମାନଙ୍କୁ ମାର୍କସିଟ୍…
ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିିଯୋଗ : ଉଚିତ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି
ବାଲେଶ୍ୱର,(ଶାସକ ପ୍ରଶାସକ) ସଦର ଉପ-ନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଉଥିବା ନେଇ ବାରମ୍ବାର ଅଭିଯୋଗ କରିଆସୁଛି ବିଜେପି । ପ୍ରଶାସନ ପକ୍ଷରୁ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଶାସକ ଦଳ ବିଜେଡି ଆଚରଣବିଧି ଉଲ୍ଲଂଘନ କରି ଚାଲିଛି ବୋଲି ବିଜେପି କର୍ମକର୍ତ୍ତାମାନେ…
ଏବେ ଯଦି ମୁଖ୍ୟମନ୍ତ୍ରୀ କରିବେ, ୧୯ ବର୍ଷଧରି ବାଲେଶ୍ୱର ବିକାଶ ଦାୟିତ୍ୱ କାହାର ଥିଲା: ଗୋଲକ
ବାଲେଶ୍ୱର,(ଶାସକ ପ୍ରଶାସକ): ବାଲେଶ୍ୱର ବିକାଶ ଦାୟିତ୍ୱ ନିଜେ ନେବେ ବୋଲି ଭର୍ଚୁଆଲ ମିଟିଂରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦକ ତଥା ବାଲେଶ୍ୱର ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର । ଏହି ପରିପ୍ରେକ୍ଷୀରେ ଆୟୋଜିତ…
ବଳରାମଗଡ଼ିରେ ବିଜେଡିର ନିର୍ବାଚନୀ ସଭା
ବାଲେଶ୍ୱର(ଶାସକ ପ୍ରଶାସକ): ଚଳିତ ଉପ-ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରାର୍ଥୀ ସ୍ୱରୂପଙ୍କ ସପକ୍ଷରେ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଆଜି ଜୋରଦାର ପ୍ରଚାର କରାଯାଇଛି । ଏହି ପରିପ୍ରେକ୍ଷୀରେ ବଳରାମଗଡ଼ିରେ ଆୟୋଜିତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଟ୍ରଲର ଆସୋସିଏସନ…
ବିଜୁ ମହିଳା ଜନତା ଦଳର ବିଶାଳ ଶୋଭାଯାତ୍ରା
ବାଲେଶ୍ୱର,(ଶାସକ ପ୍ରଶାସକ)): ଚଳିତ ଉପ-ନିର୍ବାଚନରେ ଦଳୀୟ ଟିକେଟ୍ ନ ପାଇଥିଲେ ବି ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ବିଜୟ ପାଇଁ ବାଲେଶ୍ୱରର ଜେନା ପରିବାରଙ୍କ ପକ୍ଷରୁ ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରି ରହିଛି । ଦଳର ସମ୍ମାନ ରକ୍ଷା ପାଇଁ ବିଜେଡି ଜିଲ୍ଲା ସଭାପତି ପୂର୍ବତନ ସାଂସଦ ରବୀନ୍ଦ୍ର…
ସାମ୍ବାଦିକଙ୍କ ଧର୍ମପତ୍ନୀଙ୍କ ପରଲୋକ ଗମନ
ପୋଲସରା- ୩୧/୧୦ : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ସାମ୍ବାଦିକ ସନ୍ତୋଷ ପଣ୍ଡାଙ୍କ ଧର୍ମପତ୍ନୀ ସବିତା ପଣ୍ଡାଙ୍କ ୪୫ ବର୍ଷ ବୟସରେ ଗତ ରାତ୍ର ପ୍ରାୟ ୧୨ ଟା ସମୟରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ସବିତା ପଣ୍ଡା ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ। ସ୍ବର୍ଗତ ସବିତା ପଣ୍ଡାଙ୍କ ମାତ୍ର ୪୫ ବର୍ଷ…
ଦୁର୍ଘଟଣାରେ ବୟସ୍କ ବ୍ୟକ୍ତି ଗୁରୁତର ଆହତ
ପଦ୍ମପୁର- ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ କେର୍ମେଲାବାହାଲ ଛକ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ବୟସ୍କ ବ୍ୟକ୍ତି ଗୋଡରେ ଗୁରୁତର ଆହତ ହୋଇଛନ୍ତି । ମିଲିଥିବା ସୂଚନା ଅନୁସାରେ ପଦ୍ମପୁର ରୁ ପାଇକମାଲ ଅଭିମୁଖେ ଯାଉଥିବା ଏକ ମୋଟର ସାଇକଲ କେର୍ମେଲାବାହାଲ ଛକ ନିକଟରେ ରାସ୍ତାର…
ଆଞ୍ଚଳିକ ଏକତା ଓ ଅଖଣ୍ଡତାକୁ ବଞ୍ଚାଇ ରଖିବା ପାଇଁ ଖିଣ୍ଡା ରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ଶନିବାର ପବିତ୍ର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଦିନରେ କର୍ମଜୀବୀ ଏକତା ସଂଗଠନ ପକ୍ଷରୁ ରାଷ୍ଟ୍ରିୟ ଏକତା ଦିବସ ପାଲନ କରାଯଇଥିଲା। କର୍ମଜୀବୀ ଏକତା ସଂଗଠନ ର ଆବାହକ ହେମନ୍ତ କୁମାର ପାଣ୍ତେ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦେଶ ମାତୃକା…
ବାଲେଶ୍ବରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବୈଜୟନ୍ତ ପଣ୍ଡାଙ୍କ ମାରାଥନ ପ୍ରଚାର
ଉପ-ନିର୍ବାଚନ ଫଳ ରାଜ୍ୟ ରାଜନୀତି ପାଇଁ ନୂଆ ବାର୍ତ୍ତା: ବୈଜୟନ୍ତ
ବାଲେଶ୍ୱର (ଶାସକ ପ୍ରଶାସକ): ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା ଆଜି ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀରେ ହେବାକୁଥିବା ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ…