ଅଲଗା ଅରୁଣ : ଏଥର ଗାନ୍ଧୀ 

ପ୍ରତି ମାସର ପ୍ରଥମ ରବିବାର ଅରୁଣ କହିବେ ଗାନ୍ଧୀ କଥା    ଭୁବନେଶ୍ୱର (ଶାସକ ପ୍ରଶାସକ) : କିଛି ନିଆରା କରିବାର ଅଭ୍ୟାସ ତାଙ୍କର | ରାଜନୀତିରେ ଭୁଲିନାହାନ୍ତି ତାଙ୍କ ସାମାଜିକ ଦାୟିତ୍ୱବୋଧ | ଯାହା କଲେ ଭଲ ହେବ, ତାହା ସେ କରିବାରେ ପସନ୍ଦ କରନ୍ତି ନିଜ ବିବେକର ଆହ୍ଵାନରେ |  କାହାର…

ପ୍ରବୀଣ ତୁମେ ଗଲା ପରେ…ସ୍ମରଣିକା ଉନ୍ମୋଚିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶିଷ୍ଟ ନାଟ୍ୟକାର , ମଞ୍ଚ ନିର୍ଦ୍ଦେଶକ , ମଞ୍ଚ କଳାକାର ପ୍ରବୀଣ ପଣ୍ଡାଙ୍କ ସ୍ମୃତି ଉଦ୍ଦେଶରେ ପାରଳାଖେମୁଣ୍ଡର କରଣ ସାହି ସ୍ଥିତ ବିଜୟ ବ୍ୟାୟାମ ଶାଳା ପରିସରରେ "ପ୍ରବୀଣ ତୁମେ ଗଲା ପରେ"......ସ୍ମରଣିକା ଉନ୍ମୋଚିତ ହୋଇଯାଇଛି। ସ୍ବର୍ଗତ…

ମଟର ପମ୍ପ ଚୋରି-: ୫ ଗିରଫ। 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ)- ସମ୍ବଲପୁର ଜିଲ୍ଲା କତରବଗା ଥାନା ଲଇଡା ଫାଣ୍ଡି ଅଧିନସ୍ଥ କିନାଲୋଇ ଗ୍ରାମର ମନୋଜ ନାଏକଙ୍କ ବାଡି ପଟ କୂଅରେ ଲାଗିଥିବା ବିଦ୍ୟୁତଚାଳିତ ମୋଟର ପମ୍ପ ଗତ ୨୮ ତାରିଖ ଦିନ ଚୋରି ହୋଇଥିଲା। ଘଟଣାର ଅଭିଯୋଗ ପରେ କତରବଗା ଥାନା ଅଧିକାରୀ ଅଜୟ କୁମାର ଜେନା,ଫାଣ୍ଡି…

ଟ୍ରଲର ଚାଳକଙ୍କ ଠାରୁ ଲୁଟ-:ଲୁଟେରା ଗିରଫ। 

ସମ୍ବଲପୁର (ରମାକାନ୍ତ ବିଶ୍ୱାଳ): ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ(ବିଜୁ ଏକ୍ସପ୍ରେସ ୱେ) ରେଙ୍ଗାଲି ପାଖ ସଂକ୍ରିନାଲ ନିକଟରେ ଗତ ୨୭ ତାରିଖ ଦିନ ସନ୍ଧ୍ୟାରେ ସିଜି-୧୩-ଏଲ-ଏ-୫୧୯୬ ଟ୍ରଲରକୁ ନେଇ ସମ୍ବଲପୁର ପଟକୁ ଯାଉଥିବା ଡ୍ରାଇଭର ସୁବାସ ସିଂଙ୍କୁ ଜୀବନରେ ଧମକ ଦେଇ ଜଣେ ଯୁବକ…

ସମଲେଶ୍ବରୀ ଙ୍କ ରାଜରାଜେଶ୍ବରୀ ବେଶ ଆଜି

ସମ୍ବଲପୁର(ରମାକାନ୍ତ ବିଶ୍ବାଳ): ଆଶ୍ବିନ ପୂର୍ଣ୍ଣିମା ଉପଲକ୍ଷେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ ଙ୍କ ରାଜରାଜେଶ୍ବରୀ ବେଶ ଅନୁଷ୍ଠିତ ହେବ । କରୋନା ଯୋଗୁଁ କଟକଣା ହୋଇଥିବାରୁ ଭକ୍ତ  ଏହି ଦୁର୍ଲଭ ବେଶକୁ ଦର୍ଶନ କରିପାରିବେ ନାହିଁ।  ଆସନ୍ତାକାଲି ମାଁ ଙ୍କ ରାଜରାଜେଶ୍ବରୀ…

 ଛାତ୍ର ବିଜେଡି ସଭାପତି ଦେବୀରଂଜନଙ୍କ ହସ୍ତକ୍ଷେପ ପରେ ସୋମବାର ବାହାରିବ ଟପ୍ପର ତାଲିକା 

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଫଳ ବାହାରିଥିବା ବେଳେ ବାହାରି ନଥିଲା ଟପ୍ପର ତାଲିକା ବିଧାୟକ ତଥା ଛାତ୍ର ବିଜେଡି ସଭାପତିଙ୍କ ନିକଟରେ ଅଭିଯୋଗ କରିଥିଲେ ଛାତ୍ର ବିଜେଡି କର୍ମକର୍ତ୍ତା  ଅଭିଭାବମାନେ ବ୍ୟସ୍ତ ନହେବାକୁ ବିଧାୟକ ଶ୍ରୀ ତ୍ରିପାଠୀ କଲେ ଅନୁରୋଧ …

ମାନସଙ୍କ ପାଇଁ ପ୍ରଚାର କଲେ ପୂର୍ବତନ ଜିଲ୍ଲାପାଳ ସାଂସଦ ଅଶ୍ୱିନୀ ବୈଷ୍ଣବ

ସ୍ଥାନୀୟ ପ୍ରଶାସନ ସମେତ ରାଜ୍ୟ ସରକାର ବିଫଳ ବୋଲି କଲେ ଅଭିଯୋଗ  ବାଲେଶ୍ୱର(ଶାସକ ପ୍ରଶାସକ ): ସଦର ବିଧାନସଭା ଆସନକୁ ପୁଣିଥରେ ଦଖଲକୁ ଆଣିବା ପାଇଁ ଚଳିତ ଉପ-ନିର୍ବାଚନରେ ବିଜେପି ପକ୍ଷରୁ ରୀତିମତ ପ୍ରଚେଷ୍ଟା ଚାଲିଥିବା ବେଳେ ବାଲେଶ୍ୱରବାସୀଙ୍କ ନିକଟତର ହୋଇଛନ୍ତି ଦଳର ହେଭିୱେଟ୍ ନେତା ।…

୧୬ରୁ ଖୋଲିବ ସ୍କୁଲ, ୧୫ ଯାଏ ଖୋଲିବନି ସିନେମା ହଲ୍, ସୁଇମିଂ ପୁଲ୍

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟରେ କରୋନାର ପ୍ରଭାବ ହ୍ରାସ ପାଉଛି ବୋଲି ରାଜ୍ୟ ସରକାରଙ୍କ ନିଶ୍ଚିତ ହୃଦବୋଧ ହେବାପରେ ସରକାର ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି | ପ୍ରଥମ ପର୍ଯ୍ୟାୟରେ  ନଭେମ୍ବର ୧୬ ରୁ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛତ୍ରୀଙ୍କ ପାଇଁ ସ୍କୁଲ…

ଦିବଂଗତ ବିଧାୟକଙ୍କ ପ୍ରତି କଟୁ ମନ୍ତବ୍ୟରେ ଜୁଏଲଙ୍କ କ୍ଷୋଭ

ବାଲେଶ୍ୱର(ଶାସକ ପ୍ରଶାସକ): ମଙ୍ଗୁଭାଇଙ୍କ ଭଳି ଜଣେ ଲୋକପ୍ରିୟ ଦିବଂଗତ ବିଧାୟକଙ୍କ ପ୍ରତି ବିଜେଡି ନେତା ଓ ମନ୍ତ୍ରୀଙ୍କ କଟୁ ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ସମର୍ଥନ କରିବା ମାନବିକତାର ପରିପନ୍ଥୀ ବୋଲି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ପ୍ରକାଶ କରିଛନ୍ତି । ଗତ…

ନଗ୍ରମ ପଞ୍ଚାୟତରେ ବିଜେଡିର ଜୋରଦାର ପ୍ରଚାର

ବାଲେଶ୍ୱର,(ଶାସକ ପ୍ରଶାସକ ): ବାଲେଶ୍ୱର ସଦର ଉପ-ନିର୍ବାଚନକୁ ଆଉ ମାତ୍ର ୩ ଦିନ ରହିଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ପ୍ରତ୍ୟେକ ରାଜନୈତିକ ଦଳମାନେ ପ୍ରଚାର କାର୍ଯ୍ୟକୁ ବେଶ୍  ଜୋରଦାର କରିଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ସଦର ବ୍ଲକ ଅନ୍ତର୍ଗତ ନଗ୍ରମ ପଞ୍ଚାୟତରେ…