ରାଜୁ ମିଶ୍ର ଆଉ ନାହାନ୍ତି 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଖ୍ୟାତି ସମ୍ପନ୍ନ ଚଳଚିତ୍ର ନିର୍ଦ୍ଦେଶକ ତଥା ପ୍ରଖ୍ୟାତ ସିନେମାଟୋଗ୍ରାଫର ଜୟଦେବ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ରାଜୁ ମିଶ୍ର ଆଉ ନାହାନ୍ତି | ଆଜି ସକାଳେ ହୃଦଘାତରେ ତାଙ୍କର ପରଲୋକ ହୋଇଛି | ଶ୍ରୀ ମିଶ୍ରଙ୍କ ଦେହାନ୍ତ  ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏହା ଏକ…

 ରାଜ୍ୟପାଳ ସପତ୍ନୀକ କରୋନା ପଜିଟିଭ ଚିହ୍ନଟ  

ଭୁବନେଶ୍ୱର (ଶାସକ ପ୍ରଶାସକ) ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେସୀ ଲାଲ ଏବଂ ତାଙ୍କ ଧର୍ମପତ୍ନୀ (ରାଜ୍ୟର ପ୍ରଥମ ମହିଳା ବା ଫାଷ୍ଟ ଲେଡି)  କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି | ଯେଉଁମାନେ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ସମସ୍ତେ ନିଜକୁ ପରୀକ୍ଷା କରାଇନେବାକୁ…

ବୁଗୁଡା ବନାଞ୍ଚଳରେ ୬ ଟି ହାତୀ, ୨୦ ରୁ ଉର୍ଦ୍ଧ୍ବ ଚାଷୀଙ୍କ ଫସଲ କ୍ଷତି ।

ବୁଗୁଡା: ବୁଗୁଡା ବନାଞ୍ଚଳରେ ଗୋଟିଏ ଦନ୍ତା, ତିନିଟି ମାଈ ଓ ଦୁଇଟି ଛୁଆ ମିଶି ଛଅ ଗୋଟି ହାତୀ ଥିବା ବୁଗୁଡା ବନାଞ୍ଚଳ ଅଧିକାରୀ  ଫକୀର ଚରଣ ବେହେରା ପ୍ରକାଶ କରିଛନ୍ତି। ନୟାଗଡ଼ ଜିଲ୍ଲା ଜଙ୍ଗଲରୁ ୧୬ ଟି ହାତୀ ବୁଗୁଡା ବନାଞ୍ଚଳରେ ପ୍ରବେଶ କରିଥିଲେ। ସେଥିରୁ ୯ ଟି ହାତୀ ପୂର୍ବରୁ…

କାଳ ରାତ୍ରିରେ ଲିଭିଗଲା ଜୀବନ ଦ୍ବୀପ…

 ବସ ଓ କାର ଦୁର୍ଘଟଣା 2ମୃତ୍ୟୁ 20 ଗୁରୁତର...  ଆଠମଲ୍ଲିକ/ସନ୍ତୋଷ ମେହେର -ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ତ୍ରିବେଣୀ ଛକ ନିକଟରେ  ବସ ଏବଂ ଏକ ଇନୋଭା କାର ମଧ୍ୟରେ ଦୁର୍ଘଟଣା ଘଟିଛି I ମିଳିଥିବା ସୂଚନା ମୁତାବକ ବୃନ୍ଦାବନ ନାମକ ବସ (OD02AK8188) ଲୋକଙ୍କୁ ସମ୍ବଲପୁର…

ଯୁବ ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକ ଅନ୍ତର୍ଗତ ଖୁନ୍ତାମାଲ ଗ୍ରାମ ପଞ୍ଚାୟତରେ ଅବସ୍ଥିତ ରାଜୀବ ଗାନ୍ଧୀ  ଏକା କେନ୍ଦ୍ରରେ ନେହେରୁ ଯୁବ କେନ୍ଦ୍ର ଝାରସୁଗୁଡ଼ା ପକ୍ଷରୁ ଯୁବ ଅନୁଷ୍ଠାନ ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଯୁବ ବ୍ୟାପାର…

ଝାରସୁଗୁଡ଼ା ପୋଲିସର ଅଚାନକ ଚଢ଼ାଉ, ଧରାପଡ଼ିଲେ ୧୯ ଜଣ ଜୁଆଡ଼ି। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ପୋଲିସର ଅଚାନକ ଚଢ଼ାଉ ଯୋଗୁଁ ଆଜି ରାତ୍ରିରେ ରେଙ୍ଗାଲି ଥାନା ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ଗ୍ରାମ କନକତୋରା ଗ୍ରାମରେ ଏକ ଜୁଆ ଆଡ୍ଡାରୁ ୧୯ ଜଣଙ୍କୁ ଧରିବାରେ ସଫଳତା ମିଳିଛି। ପୋଲିସ ସେମାନଙ୍କଠାରୁ ୬୦,୦୦୦ ଟଙ୍କା ନଗଦ, ୫ଟି ମୋଟର ସାଇକେଲ ଏବଂ…

କଣ୍ଟେନମେନ୍ଟ ଜୋନ ଘୋଷଣାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ସହରର ପାହାଡ଼ି ମନ୍ଦିର ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ତରଫରୁ କଣ୍ଟେନମେନ୍ଟ ଜୋନରେ ଘୋଷଣାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଘୋର ଉତ୍ତେଜନା ଦେଖା ଦେଇଛି। ଲୋକେ ଅଭିଯୋଗ କରିଛନ୍ତି ଯେ କିଛି ଲୋକଙ୍କ କୋରୋନା ପଜିଟିଭ ବାହାରିବା ପରେ ହଜାର ହଜାର…

ବ୍ରାହ୍ମଣୀଗାଁ : ପୁଲିସକୁ ଗ୍ରାମବାସୀଙ୍କ ଆକ୍ରମଣ, ଥାନାଧିକାରୀ ଆହତ, ୬ ଗିରଫ

ଗଗନ କୁମାର ପ୍ରଧାନ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଧିନସ୍ଥ ମେରାମାହା ଗ୍ରାମରେ ଏକ ଆଭାବନିୟ ଘଟଣା ଘଟିଛି I ପାଟ୍ରୋଲିଂ (Patroling) କରିବା ସମୟରେ ବ୍ରାହ୍ମଣୀଗାଁ ଥାନା ଅଧିକାରୀଙ୍କୁ ଶତାଧିକ ମହିଳା ପୁରୁଷ ଅଟକାଇ ନିର୍ଦ୍ଧୁମ ଛେଚି ଥିବା ଘଟଣା ପଦାକୁ ଆସିଛି I ଦଶହରା ଠାରୁ…

ଗ୍ରାମବାସୀଙ୍କ ମାଡ଼ରେ ପୋଲିସ ଏସଆଇ ଗୁରୁତର : ଡାକ୍ତରଖାନାରେ ଭର୍ତ୍ତି, ୬ ଗିରଫ୍ 

ବଡ଼ବିଲ (ଶାସକ ପ୍ରଶାସକ)-ବଡ଼ବିଲ ହାୟରପୁରରେ ଗ୍ରାମବାସୀଙ୍କ ମାଡ଼ରେ ପୋଲିସ ଏସଆଇ ଗୁରୁତର ଆହତ ହୋଇଛନ୍ତି।  ଗୁରୁତର ବଡ଼ବିଲ ଥାନା ସବ ଇନ୍ସପେକ୍ଟର ଅଭିମନ୍ୟୁ ଦାସ  ଯୋଡ଼ା ଟାଟା ଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଏସଆଇ ଅଭିମନ୍ୟୁ ଦାସଙ୍କୁ କାଠଫାଳିଆ ଓ ଠେଙ୍ଗାରେ…

ପ୍ରଶାସନ ଶୁଣିଲାନି, ଲୋକେ କଲେ ରାସ୍ତା ମରାମତି 

ସୁବର୍ଣ୍ଣପୁର/ ବିନୋଦ ପାଣ୍ଡେ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ସୁବଳୟା ଠାରୁ ମୁର୍ସୁଣ୍ଡି ଭାୟା ଖଣ୍ଡହତାକୁ ସଂଯୋଗ   ହୋଇଥିବା ମୁଖ୍ୟ ରାସ୍ତା। ଯେଉଁ ରାସ୍ତାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଏବଂ ସ୍କୁଲ୍ କଲେଜ୍ ର ଛାତ୍ର ଛାତ୍ରୀ ଗମାନଗମନ କରିଥାନ୍ତି। କିନ୍ତୁ…