Sign in
Sign in
Recover your password.
A password will be e-mailed to you.
ମାଓପ୍ରବଣ ଜମୁନାପାଲୀ ଗ୍ରାମରେ ଭତ୍ତା ହେଇଛି ସାତ ସପନ
ବଲାଙ୍ଗୀର :ସ୍ୱତନ୍ତ୍ର ପ୍ରତିନିଧି - ସରକାର ଦିବ୍ୟାଙ୍କ, ବିଧବା ଓ ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା ପରେ ଯୋଜନା କରୁଛନ୍ତି, କିନ୍ତୁ ଯୋଜନା ଯୋଜନାରେ ରହିଯାଉଛି |ହିତାଧିକାରୀ ମାନଙ୍କ ପାଇଁ ସରକାରୀ ଯୋଜନା ପାଲଟିଛି ଏକ ପ୍ରହସନ ।ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ…
ସିଡିପିଓଙ୍କୁ ଅଭିଯୋଗ କଲେ ଗ୍ରାମବାସୀ : ଦିଦି ଖାଇଗଲେ ପିଲାଙ୍କ ଖାଦ୍ୟ !
ଗର୍ଭବତୀ ମହିଳା ଓ ଶିଶୁଙ୍କୁ ମିଳୁନି ପୃଷ୍ଟିକର ଖାଦ୍ୟ
ଉପଜିଲ୍ଲାପାଳ ବନ୍ଦ କରାଇଲେ ସମ୍ପୃକ୍ତ ଦିଦିଙ୍କ ଦରମା
ବରଗଡ :- ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବାପାଇଁ ସରକାର ଅନେକ ଯୋଜନା କରିଛନ୍ତି । ବିଶେଷ କରି କହିବାକୁ ଗଲେ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କର…
ଖୋଲିଲା ଶିମିଳିପାଳ ଅଭୟାରଣ୍ୟ ।
ପ୍ରଥମ ଦିନରେ ପିଠାବଟା ଫାଟକ ମଧ୍ୟଦେଇ ୨୫ଟି ଗାଡ଼ିରେ ୧୭୫ ଓ କାଳିଆଣି ଫାଟକ ଦେଇ ୨୧ ଗାଡ଼ିରେ ୧୧୨ ପର୍ଯ୍ୟଟକ ଶିମିଳିପାଳ ବୁଲିଲେ
ପର୍ଯ୍ୟଟକମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ କର୍ତ୍ତୃପକ୍ଷ
ବାରିପଦା(ଦିଲ୍ଲୀପ ମହାନ୍ତି )-ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର…
କୂଅରେ ଖସି ପଡ଼ିଲା ଛୁଆ ହାତୀ
(ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ): ପରିତ୍ତ୍ୟକ୍ତ କୂଅରେ ଖସି ପଡ଼ିଲା ହାତୀ। ବନବିଭାଗ ଏବଂ ଅଗ୍ନିଶମ ସହାୟତାରେ ଶେଷରେ ହାତୀକୁ ଉଦ୍ଧାର କଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ବଡବାହାଲ ରେଞ୍ଜର ବଡକଷିବାହାଳ ଗ୍ରାମରେ।
ଏକ ହାତୀ…
ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପୂର୍ବର ନିର୍ଦ୍ଦିଷ୍ଟ ପରିମାଣ ଜମିର ଆବଶ୍ୟକତା ଉଠିଲା
ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ ବୃହତ୍ ପଦକ୍ଷେପ
ସର୍ବନିମ୍ନ ନିର୍ଦ୍ଧାରିତ ଫାକଲ୍ଟି ସହିତ ଭିଜିଟିଂ ଫାକଲ୍ଟି ବ୍ୟବସ୍ଥା କରାଯାଇ ଟ୍ରେନିଂର ମାନ ବୃଦ୍ଧି ପାଇଁ ବ୍ୟବସ୍ଥା
ଅଣ୍ଡର ଗ୍ରାଜୁଏଟ ମେଡିକାଲ ଛାତ୍ରଛାତ୍ରୀଙ୍କୁ ତାଲିମ ପାଇଁ ସବୁ ମେଡିକାଲ କଲେଜ ପାଇଁ…
କିମସରେ ଖୋଲିଲା ପୋଷ୍ଟ କୋବିଡ କେୟାର ସ୍ପେସିଆଲିଟି କ୍ଲିନିକ
ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ସମୟରେ କିମସ ଦ୍ଵାରା ପରିଚାଳିତ ଓଡିଶା କୋଭିଡ ହସପିଟାଲରେ ପାଖାପାଖି ୬ ହଜାର କରୋନା ଆକ୍ରାନ୍ତ ରୋଗୀ ଚିକିତ୍ସିତ ହୋଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ କୋଭିଡ ପରବର୍ତ୍ତୀ ସମସ୍ୟା ନେଇ ରୁଟିନ ଚେକ ଅପ କରିବା ପାଇଁ ଆସୁଛନ୍ତି। ଏହି…
” କୋଭିଡ ପ୍ରଟୋକଲ ଅନୁପାଳନ ପୂର୍ବକ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲାଯାଉ”
ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଲେ ଅନୁରୋଧ
ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ ପ୍ରଟୋକଲ ଅନୁପାଳନ ପୂର୍ବକ ଚଳିତ ପବିତ୍ର କାର୍ତ୍ତିକ ମାସରେ କୋଭିଡ୍ କଟକଣାକୁ ମାନି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସମେତ ଓଡ଼ିଶାର ଅନ୍ୟାନ୍ୟ ଧାର୍ମିକ…
ଜାଣିଛନ୍ତି କି ପୁରୀ ୭ ସାହି ୪୨ କନ୍ଦି ନାମର ବିଶେଷତ୍ୱ !!!!! ତେବେ ପଢନ୍ତୁ
ପୁରୀ: ଶ୍ରୀଜଗନ୍ନାଥଧାମ ପୁରୀରେ ଅନେକଗୁଡିଏ ସାହି ଥିଲେ ମଧ୍ୟ ସେଥିମଧ୍ୟରେ ସାତସାହି ବୟାଳିଶ କନ୍ଦି ପ୍ରଧାନ । ତେଣୁ କେତେକ କହନ୍ତି ‘ ପୁରୀର ସାତସାହି ବୟାଳିଶ କନ୍ଦି ନ ଜାଣିଲେ ପୁରୀକୁ ଜାଣିବା କଷ୍ଟ । କେତେଗୁଡିଏ ଜନବସତିକୁ ନେଇ ସାହିର ସୃଷ୍ଟି । ଏହି ସାହିର ନାମକରଣ ମଧ୍ୟରେ କିଛି ନା…
ଘୁମୁସର ର ସ୍ବର ପକ୍ଷରୁ ୯୧ତମ ପୁର୍ଣିମା ସାହିତ୍ୟ ଆସର ଓ ସମ୍ବର୍ଦ୍ଧନା ସଭା
ବୁଗୁଡା : ନାଇକପଡାର ପ୍ରଚୀନ ଶୈବପୀଠ ଠାରେ ବାଲିପଦରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ, ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ "ଘୁମୁସର ର ସ୍ବର" ପକ୍ଷରୁ କୁମାର ପୂର୍ଣ୍ଣିମା ଅବସରରେ, ୯୧ତମ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ସମାଜସେବୀ ତଥା…
ମେଲେରିଆ ପ୍ରଭାବିତ ଅଞ୍ଚଳ ବୁଲିଦେଖିଲେ ଉପଜିଲ୍ଲାପାଳ
ମେଡିକାଲ ଟିମ ସହିତ ଘରକୁ ଘର ବୁଲି ଯାଞ୍ଚ କଲେ , ଲୋକଙ୍କୁ ସଚେତନ କରାଇଲେ
ବରଗଡ :- ବିଗତ କିଛି ଦିନହେଲା ପାଇକମାଲ ବ୍ଲକ କେରମେଲାବାହାଲ ଗ୍ରାମପଞ୍ଚାୟତର ହରଡ଼ାଟାଲ ଗ୍ରାମରେ ମେଲେରିଆ ର ଆତଙ୍କ ଦେଖାଦେଇଛି । ବର୍ତ୍ତମାନ ଗ୍ରାମର ପ୍ରାୟ ଚାଲିଶରୁ ଅଧିକ ଲୋକ ମେଲେରିଆରେ ଆକ୍ରାନ୍ତ ।…