Sign in
Sign in
Recover your password.
A password will be e-mailed to you.
ବିପୁଳ ମାତ୍ରାରେ ଅପମିଶ୍ରିତ କଫ ସିରଫ ଜବତ
ବରଗଡ :- ଦିନକୁଦିନ ପଥଭ୍ରଷ୍ଟ ଯୁବସମାଜ ଭିତରେ ବୃଦ୍ଧି ପାଇବାରେ ଲାଗିଛି ବେଆଇନ ନିଶା ଦ୍ରବ୍ୟର ଚାହିଦା । ନିସସକ୍ତ ଯୁବକ ମାନଙ୍କୁ ଯେ କୋଣସି ଉପାୟରେ ଓ ଯେ କୋଣସି ଦାମରେ ନିଶା ଦ୍ରବ୍ୟ ଦରକାର । ଏହି ଚାହିଦର ସୁଯୋଗ ନେଇ କିଛି ମୁନାଫା ଖୋର ଅସାଧୁ ବ୍ୟବସାୟୀ ଅବାଧରେ ଚଳାଇଛନ୍ତି ନିଶାର…
ତଲାବିରା ଗ୍ରାମକୁ ଉଛେଦ କରିବା ସହ କୋଇଲା ପରିବହନକୁ ବିରୋଧ କଲେ ଗ୍ରାମବାସୀ
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ଏନଏଲସି ଏବଂ ଆଦାନି କମ୍ପାନୀ ଯୋଗୁଁ କ୍ଷତିଗ୍ରସ୍ତ ତଲାବିରା ବସ୍ତି କୁ ବିସ୍ଥାପନ ତଥା ଗ୍ରାମ ପାଖରେ ମାଟି ପକା ଏବଂ କୋଇଲା ପରିବହନ କୁ ବିରୋଧ କରିବା ପାଇଁ ଗ୍ରାମବାସୀ ଏବଂ ତଲାବିରା ପୁଜା କମିଟି ତରଫରୁ ସମ୍ପାଦକ ମନବୋଧ ଦାସ , ଖଗେଶ୍ବେର ପ୍ରଧାନ,…
ଷ୍ଟାନ୍ଫୋର୍ଡ ବିଶ୍ୱ ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସୋଆର ୭ ଗବେଷକ
ଭୁବନେଶ୍ୱର(ଶାସକ ପ୍ରଶାସକ): ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ୭ଜଣ ବିଶିଷ୍ଟ ଗବେଷକଙ୍କ ନାମ ସ୍ଥାନ ପାଇଛି । ୟୁଏସ୍ଏର ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା…
ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଚିକାଗୋରୁ ଫେରିଲା ସୁଜିତ ପ୍ରଧାନଙ୍କ ମରଶରୀର
ଭୁବନେଶ୍ବର,- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଚିକାଗୋରୁ ସୁଜିତ ରଞ୍ଜନ ପ୍ରଧାନଙ୍କ ମରଶରୀର ଗତକାଲି ବିଳମ୍ବିତ ରାତିରେ ଭୂବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛି। ପରିବାର ଲୋକଙ୍କ ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଗତ…
ନ୍ୟାୟ ଭିକ୍ଷା ପାଇଁ ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ ମୃତ ବ୍ୟକ୍ତି ଙ୍କ ସ୍ତ୍ରୀ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ-ଗତ ମାସ 14 ତାରିଖରେ ଯୁଜୁମୁରା ବ୍ଲକ ଅନ୍ତର୍ଗତ ନୂଆ ବରଙ୍ଗା ମାଲ ଗାଁ ର ନୀଳାମ୍ବର ବନଛୋର ଙ୍କ ର ମୃତ ଦେହ ପୋଲିସ ଉଦ୍ଧାର କରିଥିଲା l ଦୋଦଲୋମୁଣ୍ଡା ଜଙ୍ଗଲ ରୁ ଉଦ୍ଧାର କରିଥଲା ପୋଲିସ । ଆଶଙ୍କା ପ୍ରକାଶ କରାଯାଇଥିଲା ଯେ ତାଙ୍କର ସ୍ୱାଭାବିକ ମୃତ୍ୟୁ…
ଗୁହାରୀ ଶୁଣିଲାନି ପ୍ରଶାସନ : ନିଜ ଉଦ୍ୟମରେ ରାସ୍ତା ତିଆରି କଲେ ଗ୍ରାମବାସୀ ।
ଶାସକ ପ୍ରଶାସକ / ପଦ୍ମପୁର : ସହର ହେଉ କିମ୍ବା ଗାଁକୁ ସହଜରେ ଗମନାଗମନ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପକ୍କା ସଡକ ନିର୍ମାନ କରୁଛନ୍ତି , ହେଲେ ସ୍ୱାଧିନତାର ଏତେ ବର୍ଷ ପରେ ମଧ୍ୟ ଏମିତି କିଛି ଗାଁ ଅଛି ଯେଉଁଠି ସୁବିଧାରେ ଗମନାଗମନ କରିବା ସାତ ସପନ । ଏପରି ଗାଁ କୁ ପ୍ରଶାସନ…
ଜେଏସଏମ ଯୁକ୍ତ ଦୁଇ ଓ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ମର୍ଦ୍ଧନା ପର୍ବ
ବଲାଙ୍ଗିର (ନିରୋଜ ମିଶ୍ର): ବଲାଙ୍ଗିର ସହର ମଧ୍ୟରେ ଥିବା ଜେଏସଏମ ଯୁକ୍ତ ଦୁଇ ଓ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ମର୍ଦ୍ଧନା ପର୍ବ ଆରମ୍ଭ ହୋଇଯାଇଛି । ତେବେ ୨୦୨୦-୨୧ ଚଳିତ ବର୍ଷ ପାଇଁ ନୂତନ ଭାବେ ଏଡ଼ମିଶନ ନେଇଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ତଥା…
ଓ…. ହମନବା….
ଖୁବ ଶୀଘ୍ର ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ୍ ହେବ ମ୍ୟୁଜିକ୍ ଭିଡ଼ିଓ ” ଓ ହମନବା ”
ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ୍ -୧୯ ର ଅନଲକ୍ ପର୍ଯ୍ୟାୟ ରେ ଏବେ ଧୀରେ ଧୀରେ ସକ୍ରିୟ ହେଉଛି ଅଲିଉଡ଼ ଜଗତ । ଲକ୍ ଡାଉନ ପରଠାରୁ ନିସ୍ତଦ୍ଧ ହୋଇଯାଇଥିଲା ସିନେ ଜଗତ । ଲୋକ ମାନଙ୍କ ମନୋରଞ୍ଜନ ସକାଶେ…
ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ନିତି ନିବାରଣ ସପ୍ତାହ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ନିତି ନିବାରଣ ସପ୍ତାହ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ପାଳନ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଅନୁପମ ସାହା ସଭାପତିତ୍ୱ କରିଥିଲା ବେଳେ ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା…
ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ସହ ଧାରଣା ଦେଲେ ଏନଏନଏମ କର୍ମୀ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ହସ୍ପିଟାଲ ସମ୍ମୁଖରେ ଧାରଣା ଦେବା ପରେ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ସହ ଧାରଣ ଦେଇଛନ୍ତି ଏନଏନଏମ କର୍ମୀ । ଜିଲ୍ଲାର ବିଭିନ୍ନ ସି ଏଚ ସି ରେ ଥିବା ଏନ ଏମ କର୍ମୀ କୁ ଚାକିରି ର ନିଦ୍ଧାରିତ ସମୟ ପୁର୍ବରୁ ଛଟେଇ ହୋଇଥିବା ଅଭିଯୋଗ…