Sign in
Sign in
Recover your password.
A password will be e-mailed to you.
ବେନିୟମ କାମ ଧରା ହେଲେ ଗଣମାଧ୍ୟମ ଢାଲ !
ଏବେ ସାଧାରଣରେ ପ୍ରଶ୍ନ, ଗଣମାଧ୍ୟମ କାମ କଣ ଜମି ମାଫିଆଗିରି !!!
ସାରୁଅ ଜମି କେଳେଙ୍କାରୀ : ଦି ଜଣ ଅଭିଯୁକ୍ତ ବନ୍ଧା ତ ହେଲେ, ଉପରକୁ ଇଓଡବ୍ଲ୍ୟୁର ହାତ ପାଇବ ଟି ?
ଭୁବନେଶ୍ୱର: ସତରେ ବଡବଡିଆ କହିଯାଇଛନ୍ତି "ଚୋର ମୁହଁ ଟାଣ" | ଆଉ ଗୋଟେ କଥା ବି କୁହାଯାଏ , "ଅଧର୍ମ ବିତ- ବଢେ …
ଏକ ମାସ ବ୍ୟାପି ବିଜେଡିର କରୋନା ସଚେତନତା କାର୍ଯ୍ୟକ୍ରମ ଉଦଯାପିତ
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ରାଜ୍ୟ ବ୍ୟାପି ଅକ୍ଟୋବର ୦୨ ରୁ ନଭେମ୍ବର ୦୨ ପର୍ଯ୍ୟନ୍ତ ବିଜୁ ଜନତା ଦଳର କରୋନା ଜନ ସଚେତନତା ଅଭିଜାନରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସାମିଲ ହୋଇ ପୂର୍ବତନ ବିଧାୟିକା ତଥା ରାଜ୍ୟ ସାଧାରଣ…
ଆରମ୍ଭ ହେଲା କୃଷି ଭିତ୍ତିକ ପର୍ବ ପ୍ରସିଦ୍ଧ ହର ପାର୍ବତୀ ତଥା ଗୌରୀ-ଆମ୍ମା ପୂଜା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସମେତ ଏହାର ଆଖପାଖ ତଥା ପୁରପଲ୍ଲୀ ଅଞ୍ଚଳରେ କରୋନା କଟକଣା ଯୋଗୁଁ ନିରାଡ଼ମ୍ବର ଭାବେ ଆରମ୍ଭ ହେଲା କୃଷି ଭିତ୍ତିକ ପର୍ବ ପ୍ରସିଦ୍ଧ ହର ପାର୍ବତୀ ତଥା ଗୌରୀ-ଆମ୍ମା ପୂଜା ।
ପବିତ୍ର କୁମାର-ପୂର୍ଣ୍ଣିମା ସନ୍ଧ୍ୟା ଠାରୁ ଏହି କୃଷି…
ପରିବାର ରୁ ହିଁ ଆରମ୍ଭ ହେବ ମହିଳା ସଶକ୍ତିକରଣ
ସୋସାଇଟି ଚେଞ୍ଜର୍ସ ତରଫରୁ "ମହିଳା ସଶକ୍ତିକରଣ ଓ ଆମ ପରିବାର" ଶୀର୍ଷକ ୱେବିନାର ଆୟୋଜିତ।
କଟକ: ସୋସାଇଟି ଚେଞ୍ଜର୍ସ ତରଫରୁ "ମହିଳା ସଶକ୍ତିକରଣ ଓ ଆମ ପରିବାର" ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠାନ ର ସଭାପତି ସାରଦା ପ୍ରସାଦ ଦାସଙ୍କ ସଭାପତିତ୍ବରେ ଭର୍ଚୁଆଲ ପ୍ଲାଟଫର୍ମ ରେ ଅନୁଷ୍ଠିତ ହୋଇ…
ବହୁ ଚର୍ଚ୍ଚିତ ସମରା ଦେହୂରୀ ହତ୍ୟାକାଣ୍ଡରେ ଅଭିଯୁକ୍ତ ଛୋଟରାୟଙ୍କୁ ବାନ୍ଧିଲା ଗୋରୁମହିଷାଣୀ ପୋଲିସ
ବାରିପଦା(ଦିଲ୍ଲୀପ ମହାନ୍ତି)-- ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୋଲିସ ସର୍କଲ ଅଧିନସ୍ଥ ଗୋରୁମହିଷାଣୀ ଥାନା ଅନ୍ତର୍ଗତ କୁକୁଡିମୁଣ୍ଡି ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସମରା ଦେହୁରୀଙ୍କୁ ଉକ୍ତ ଗ୍ରାମର ଛୋଟରାୟ ଦେହୂରୀ ତୀର ମାଡ଼ କରିଥିଲା ।ତୀର ସମରା ଦେହୁରୀଙ୍କ ପେଟରେ ପଶି…
ସିବିଏସ୍ଇ ଇଂଲିଶ ରିଡିଂ ଚ୍ୟାଲେଞ୍ଜ୍ : ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ ଛାତ୍ରଛାତ୍ରୀଙ୍କ ସଫଳତା
ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲାର ଦୋରାଗୁଡ଼ା ସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ୍ ସ୍ଥାପିତ ହେବା ପରଠାରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଠପଢ଼ା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ହାସଲ କରି ବିଦ୍ୟାଳୟ ପାଇଁ ଅନେକ ସୁନାମ ଆଣିଛନ୍ତି । ନିକଟରେ ସିବିଏସ୍ଇ ଇଂଲିଶ ରିଡିଂ…
ବଲାଙ୍ଗୀର ଲୋକମହୋତ୍ସବକୁ ବର୍ତ୍ତମାନ ପାଇଁ ନ କରିବାକୁ ସ୍ଥିର
ବଲାଙ୍ଗୀର/ (ନିରୋଜ ମିଶ୍ର) : ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ବଲାଙ୍ଗୀର ଲୋକମହୋତ୍ସବକୁ ବର୍ତ୍ତମାନ ପାଇଁ ନ କରିବାକୁ ସ୍ଥିର କରାଯାଇଥିବା ଜଣାଯାଇଛି । ଲୋକ କଳା ଓ ଲୋକ ନୃତ୍ୟର ତାଳେ ତାଳେ ଝୁମିବା ପାଇଁ ଅପେକ୍ଷା କରିଥିବା କଳାକାର ଏବଂ କଳାପ୍ରେମୀମାନେ ନିରାଶ ହୋଇଛନ୍ତି । ବ୍ଲକ…
ରୋଗୀ ମୃତ୍ୟୁକୁ କେନ୍ଦ୍ରକରି ବାରିପଦା ପିଆରଏମ ମେଡିକାଲ ଓ ହସପିଟାଲରେ ଲଙ୍କାକାଣ୍ଡ ।
ବାରିପଦା , (ଦିଲ୍ଲୀପ ମହାନ୍ତି : )-:- ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ହସପିଟାଲ ରେ ଆଜି ଜଣେ ଥାଲାସେମିୟା ରୋଗର ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ପ୍ରଥମେ ଗେଟ୍ ସମ୍ମୁଖରେ ଧାରଣା ଦିଆଯାଇଥିଲା । ପରିବାର ପକ୍ଷରୁ ଡିୟୁଟିରେ ଥିବା କର୍ମଚାରୀଙ୍କ ପକ୍ଷରୁ …
ନିର୍ବାଚନ କମିଶନଙ୍କୁ ଶକ୍ତ ଝଟକା : କାଏମ ରହିଲା କମଲନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା
ଭୋପାଲ (ଏଜେନ୍ସି) : ନିର୍ବାଚନ କମିଶନଙ୍କୁ ଶକ୍ତ ଝଟକା ଲାଗିଛି | କମିଶନଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇ କାଏମ ରଖିଛନ୍ତି ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା | ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପ୍ରତିବାଦରେ କମଲ ନାଥ ସୁପ୍ରିମ କୋର୍ଟରେ ଆବେଦନ…
“ନବୀନ-ମୋଦି (ନମୋ) ମିଳିମିିଶି, ଓଡିଶାକୁ ନେଲେ ଶୋଷି : କଂଗ୍ରେସ
୬ ବର୍ଷରେ ୭୨ ହଜାର କୋଟିର ହକ୍ ହରାଇଲା ଓଡିଶା: କୈଫତ୍ ମାଗିଲା କଂଗ୍ରେସ
ଭୁବନେଶ୍ୱର – ୨୦୧୪ ମସିହାରୁ କେନ୍ଦ୍ରର ଶାସନ ଦାୟିତ୍ୱ ବିଜେପି ହାତକୁ ଯିବା ପରଠାରୁ ଓଡିଶାରେ ‘ନମୋ’ ଅର୍ଥାତ୍ ନବୀନ - ମୋଦିଙ୍କ ଅଘୋଷିତ ମେଂଟ ସରକାର ରାଜ୍ୟ ରାଜକୋଷକୁ ୭୨ ହଜାର କୋଟିର କ୍ଷତି ପହଂଚାଇଥିବାର…