Sign in
Sign in
Recover your password.
A password will be e-mailed to you.
ଝାରସୁଗୁଡ଼ା ସହରର ବିକାଶ ପାଇଁ ଉଚ୍ଚସ୍ତରୀୟ ବୈଠକ।
ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ବୈଠକ।
ଚୌକିପଡ଼ାଠାର ରେଲୱେ ଓଭରବ୍ରିଜ୍ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯିବ।
ପୁରୁଣା ବସଷ୍ଟାଣ୍ଡ ପୂର୍ବଭଳି କାର୍ଯ୍ୟକ୍ଷମ ରହିବ।
ଝାରସୁଗୁଡ଼ା :( ସୁଭାଷ ସହାରେ) -ଝାରସୁଗୁଡ଼ାର…
ଏଟିଏମରୁ ଉଦ୍ଧାର ହେଲେ ଉତ୍ତର ପ୍ରଦେଶର ବ୍ୟକ୍ତି। ମାନସିକ ସନ୍ତୁଳନ ହରାଇ ବୁଲୁଥିଲେ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତାରେ ଥିବା କୋଟି ମହିନ୍ଦ୍ରା ଏଟିଏମ ଶାଖାରୁ ଜଣେ ମାନସିକ ରୋଗୀଙ୍କୁ ସ୍ଥାନୀୟ ସ୍ବେଛାସେବୀ ସଂଗଠନ ମିଶନ ଆଶ୍ରା ଉଦ୍ଧାର କରିଛି। ପ୍ରଥମେ ନିଜର ପରିଚୟ ଦେଇ ନ ପାରୁଥିବା ବ୍ୟକ୍ତି ଜଣକ ଉତ୍ତର ପ୍ରଦେଶର ଦେୱରିଆ ଜିଲ୍ଲାର ବୋଲି…
ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ପାଇଁ ପ୍ରସ୍ତୁତି ବୈଠକ
ଝାରସୁଗୁଡା:(ସୁଭାଷ ସହାରେ) - ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନିମନ୍ତେ ଆଜି ଡିଏମ୍ଏଫ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଭୋଟର…
ସ୍ୱାମୀଙ୍କ ମୃତ୍ୟୁ ପରେ ଦୁର୍ବିସହ ଜୀବନ :ଟିକେ ଆଡ ନଜରରେ ଚାହିଁବେ କି ମୋ ସରକାର ଆଉ ଜିଲ୍ଲା ପ୍ରଶାସନ !!
3 ପିଲାଙ୍କୁ ଧରି ବଞ୍ଚିବାର ରାହା ଖୋଜୁଛନ୍ତି-ଅନୁ ବରିହା
ନାହିଁ ମୁଣ୍ଡ ଗୁଞ୍ଜିବାକୁ ଘର, ରାସନ ସମୁଦ୍ରକୁ ସଙ୍ଖେ: ପର ହାତ ଟେକା ଉପରେ ନିର୍ଭର
ଝାରବନ୍ଧ -ମନୋହର ଦାଶ: ଦଇବ ସାଜିଛି ଦାଉ।ଦୁର୍ବି ଶ ହୋଇ ପଡିଛି ଜୀବନ।ସ୍ୱାମୀଙ୍କ ମୃତ୍ୟୁ ପରେ 3 ପୁଅ ଝିଅ ଙ୍କୁ ଧରି…
କାର୍ଯ୍ୟ ଆରମ୍ଭରୁ ଏନଏଲସିକୁ ଝଟକା-:ତ୍ରିପାକ୍ଷିକ ବୈଠକ ପରେ ସର୍ତ୍ତ ମୂଳକ ସମାଧାନ।
ସମ୍ବଲପୁର(ରମାକାନ୍ତ ବିଶ୍ବାଳ): କର୍ମଜୀବୀ ଏକତା ସଂଗଠନ ପକ୍ଷରୁ ଗତ ତା.୧୦-୦୮-୨୦୨୦ ଠାରୁ ଚାଲିଥିବା ରିଲେ ଅନଶନ ୧୦୦ ତମ ଦିନରେ ପହଞ୍ଚିଛି I ଗତ କାଲି ସ୍ଥାନୀୟ ନିଯୁକ୍ତି ଦାବିରେ କର୍ମଜୀବୀ ଏକତା ସଙ୍ଗଠନ ନେତୃତ୍ବରେ NLC କମ୍ପାନୀର କୋଇଲା ପରିବହନ କୁ ବନ୍ଦ କରାଯାଇଥିଲା I ଏହାକୁ…
ଡିସେମ୍ବର 8 ରୁ ଆରମ୍ଭ ହେବ ହୀରାକୁଦ ଇକୋ ରୀଟ୍ରିଟ
ଘୋଷଣା କଲେ ପର୍ଯ୍ୟଟନ ମନ୍ତ୍ରୀ ,ପ୍ରଥମ ପର୍ଯ୍ୟାୟରେ 25 ଟି କଟେଜ ବ୍ୟବସ୍ଥା
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: କୋଣାର୍କ ଇକୋ ରୀଟ୍ରିଟ ସଫଳତା ପରେ ରାଜ୍ୟ ପର୍ଯ୍ୟଟନ ବିଭାଗ ସମ୍ବଲପୁର ସ୍ଥିତ ହୀରାକୁଦ ଜଳଭଣ୍ଡାର ପାର୍ଶ୍ୱରେ ଏକ ଇକୋରୀଟ୍ରିଟ ଖୋଲିବା ନିଷ୍ପତି ଗ୍ରହଣ କରିଛନ୍ତି ।…
ବିଶାଳଖିଣ୍ଡା ନିୟନ୍ତ୍ରୀତ ବଜାର କମିଟି ର ନୂତନ କର୍ମକର୍ତ୍ତା ଗଠନ।
ସମ୍ବଲପୁର(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ବିଶାଳଖିଣ୍ଡା ଗ୍ରାମରେ ବିଶାଳଖିଣ୍ଡା ଗ୍ରାମ ପଞ୍ଚାୟତ ର ସମସ୍ତ ଚାଷୀ ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ଧନକଉଡ଼l BDO ବସନ୍ତ କୁମାର ହାତୀ ଙ୍କ ଉପସ୍ଥିତି ରେ ସର୍ବ ସମ୍ମତି କ୍ରମେ ବିଶାଳଖିଣ୍ଡା ନିୟନ୍ତ୍ରୀତ…
ପୋଲସରା ପାଞ୍ଚାୟତ ସମିତିର ୧୪ ତମ ଅଧିବେଶନ
ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ପାଞ୍ଚାୟତ ସମିତିର ୧୪ ତମ ଅଧିବେଶନ ନଭେମ୍ବର ୧୭ ତାରିଖ ଦିନ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷ…
ଡିଜିଟାଲ ମିଡିଆ ଆସୋସିଏସନ ର ନୂତନ କର୍ମକର୍ତ୍ତା ନିର୍ବାଚିତ
ବୁଗୁଡା : - ଡିଜିଟାଲ ମିଡ଼ିଆ ଆସୋସିଏସନ୍ ବ୍ରହ୍ମପୁରର ବିଜୟବିହାର ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ପ୍ରଥମ ସାଧାରଣ ପରିଷଦ ବୈଠକରେ ଚୟନ କରାଯାଇଥିବା ନୂତନ କର୍ମକର୍ତ୍ତା ନାମ ଘୋଷଣା କରାଯାଇଥିଲା । ଏଥିରେ ସହମତି କ୍ରମେ ଲକ୍ଷ୍ମଣ କୁମାର ସାମନ୍ତରାୟଙ୍କୁ ସଭାପତି ଭାବେ ଏବଂ…
ପୁରୀର ଅସ୍ତିତ୍ବକୁ ନେଇ ବିବାଦୀୟ ମନ୍ତବ୍ଯ ପାଇଁ ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ନାଁରେ ଯୁବ କଂଗ୍ରେସର ଏତଲା
ପୁରୀ: ପୁରୀର ଅସ୍ତିତ୍ବକୁ ନେଇ ଲେଖାଶ୍ରୀଙ୍କ ମନ୍ତବ୍ଯ ଏବେ ବିବାଦ ଭିତରକୁ ଟାଣି ହୋଇଯାଇଛି । ଗଣମାଧ୍ୟମ ଓ ସୋସିଆଲ୍ ମିଡ଼ିଆରେ ତାଙ୍କୁ ଭାରି ସମାଲୋଚନା କରାଯାଇଛି । ଏନେଇ ମଙ୍ଗଳବାର ପୁରୀ ଯୁବ କଂଗ୍ରେସ ତରଫରୁ ଲେଖାଶ୍ରୀଙ୍କୁ ସମାଲୋଚନା କରିବା ସହ ତାଙ୍କ ନାଁରେ ଟାଉନ ଥାନାରେ ଏତଲା…