ରେଙ୍ଗାଲି,(ରମାକାନ୍ତ ବିଶ୍ୱାଳ)- ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ପକ୍ଷରୁ ମଙ୍ଗଳବାର ୭୨ ତମ ଗଣତନ୍ତ୍ର ଦିବସ ମହାସମାରୋହ ପାଳନ ହୋଇଯାଇଛି। ରେଙ୍ଗାଲି ମହାଦେବ ଛକରେ ଡାକ୍ତର ପ୍ରକାଶ ଚନ୍ଦ୍ର ଶର୍ମା,ତହସିଲରେ ତହସିଲଦାର ସୁନିଲ କୁମାର ମେହେର, ବ୍ଳକରେ ବିଡିଓ ଶଂକର ପ୍ରସାଦ ସାହୁ,ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନାର୍ଜି ଲିମିଟେଡରେ କମ୍ପାନୀର ମୁଖ୍ୟ ଦେବ କୁମାର ତିୱାରୀ,ଭୂଷଣ କମ୍ପାନୀରେ କମ୍ପାନୀର ଉପ-ସଭାପତି ଦିନେଶ ତିୱାରୀ,,ରେଙ୍ଗାଲି ଝଣ୍ଡା ଚୌକରେ ପଞ୍ଚାନନ ମେହେର,ବିଦ୍ଯୁତ ବିଭାଗରେ ଏସଡିଓ ରାଜୁ ସା,ରେଙ୍ଗାଲି ଥାନାରେ ଥାନା ଅଧିକାରୀ ଧବଲେଶ୍ବର ସାହୁ,କତରବଗାରେ ଅଜୟ ଜେନା,ଠେଲକୋଲେଇ ରେ ପ୍ରକାଶ କୁମାର କର୍ଣ୍ଣ, ଶାସନରେ ଜୟରଶ୍ମି ସେଠି ପ୍ରମୁଖ ସହ ଅନ୍ୟ ଅନୁଷ୍ଠାନ ମାନଙ୍କରେ ପ୍ରମୁଖ ମାନେ ଉପସ୍ଥିତ ରହି ଜାତୀୟ ପତାକାକୁ ଉତ୍ତୋଳନ କରି ଦେଶର ଏକତା ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ସହ ଦେଶ ସେବାରେ ସମସ୍ତେ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.