ବେତରା ସମାଜ ପାଳିଲେ ନବଜାତ ଶିଶୁ ଯତ୍ନ ସପ୍ତାହ l

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ଭତରା ସ୍ଥିତ ବେତରାପଡାରେ ଆଜି ପାଳନ ହୋଇଛି ନବଜାତ ଶିଶୁ ଯତ୍ନ ସପ୍ତାହ। ମହିଳା ଆରୋଗ୍ୟ ସମିତି (ଭତରା) ବେତରାପଡା ପକ୍ଷରୁ ଆଜି ମଧ୍ୟାହ୍ନରେ  ଶିଶୁ ବଞ୍ଚିଲେ ଦେଶ ବଞ୍ଚିବ ଏଭଳି ନାରା ଦେଇ ଏକ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା । ସ୍ଥାନୀୟ ଆଶା ସୌଦାମିନି…

କଂସରରେ ସ୍ୱାସ୍ଥ୍ୟ ଶିବିର:୪୦ ରୋଗିଙ୍କୁ ମାଗଣା ଚିକିତ୍ସା ।

ସମ୍ବଲପୁର,  (ରମାକାନ୍ତ ବିଶ୍ବାଳ)- ଏମସିଏଲ ସହାୟତାରେ ବିଏଆଇଏଫ ପକ୍ଷରୁ ଆଜି କଂସର ଠାରେ ଏକ ସ୍ୱାସ୍ଥ୍ୟ - ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ବିଏଆଇଏଫ ପ୍ରୋଜେକ୍ଟ ଅଫିସର ପବନ କୁମାର ବାଟା ଓ ସହକାରୀ ପ୍ରୋଜେକ୍ଟ ଅଫିସର ସ୍ମିତାରାଣୀ ପଟ୍ଟନାୟକଙ୍କ ପରିଚାଳନାରେ ଡାକ୍ତର ରାଜାରାମ ଷଡଙ୍ଗୀ…

ଏନଏଲସି କମ୍ପାନୀର ପ୍ରତିଶ୍ରୁତି-:୧୦୧ ଦିନର ରିଲେ ଅନଶନ ବୁଧବାର ଠାରୁ ସ୍ଥଗିତ ରଖାଗଲା।

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-  ବୁଧବାର ଦିନ ୧୦୧ ତମ ଦିନରେ ଗତ ଅଗଷ୍ଟ ୧୦ ତାରିଖ ରୁ ସ୍ଥାୟୀ ନୀଯୁକ୍ତି ଦାବୀରେ ଚାଲୁ ଥିବା ରିଲେ ଅନଶନ ରେ ବିରାମ ଲାଗିଛି l ତହସିଲ କାର୍ଯ୍ୟାଳୟରେ ତହସିଲଦାର ଙ୍କ ଉପସ୍ଥିତିରେ ତ୍ରି-ପାକ୍ଷୀକ ବୈଠକରେ ସ୍ଥାୟୀ ନୀଯୁକ୍ତି ର ଲିଖିତ ପ୍ରତିଶୃତି ଦେବାପରେ…

ବଢିଆ କାମ, ସାବାସ : ୟାକୁ ହିଁ କହନ୍ତି ଅସଲି ନାରୀ ସଶକ୍ତିକରଣ

ପ୍ରଶାସନ ଓ ମନ୍ତ୍ରୀ ନିରାଶ କଲେ, ମାତ୍ର ସହାୟତାର ହାତ ବଢ଼ାଇଲେ ମହିଳା ସଂଗଠନ।  ଝାରସୁଗୁଡ଼ା :( ସୁଭାଷ ସହାରେ): ଝାରସୁଗୁଡ଼ା ନିକଟସ୍ଥ ଗୁଡ଼ିଗାଁର ଏକ ଗରିବ ପରିବାର କିଶୋର ସୁନାନୀ ଓ ଝରଣା ସୁନାନୀଙ୍କର ଝିଅ ରଶ୍ମିତା ସୁନାନୀ ଏକ ଅଜଣା ରୋଗରେ ପୀଡ଼ିତ ଅଟନ୍ତି। ଛୋଟ ସମୟରୁ ନାଭିରୁ…

ବୀମା କର୍ମଚାରୀ ସଂଘର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ। ବିଜେପି ସରକାରର ନୀତିକୁ କଟୁ ସମାଲୋଚନା। 

ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚିତ।  ଝାରସୁଗୁଡା:(ସୁଭାଷ ସହାରେ) : ଝାରସୁଗୁଡ଼ା ବୀମା କର୍ମଚାରୀ ସଂଘର ବାର୍ଷିକ ୪୬ତମ ସାଧାରଣ ସଭା ବେହେରାମାଳ ସ୍ଥିତ ଜୀବନ ଜ୍ୟୋତିି ଭବନ ଠାରେ ସଭାପତିି ଅରୁଣ ଚଇନିିଙ୍କ ଅଧ୍ୟକ୍ଷତାରେ ଗୁଗଲ ମିଟ୍ ଜରିିଆରେ ଅନୁଷ୍ଠିତ ହୋଇଯାଉଛିି। ସର୍ବ…

ଝାରସୁଗୁଡ଼ାରେ ବିକାଶ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଦିଗ ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଝାରସୁଗୁଡ଼ା ସିଟିଜେନ…

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସମସ୍ୟା ଓ ପ୍ରତିକାର ପାଇଁ ଉପାୟ ଅବଲମ୍ବନ କରିବା ପାଇଁ ଆଜି ଝାରସୁଗୁଡ଼ା ସିଟିଜେନ ଫୋରମର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ୨୦ ଦଫା ଦାବୀ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ…

କୁଡାନାଳୀ ରାସ୍ତାର ମରାମତି ଦାବୀରେ କଂଗ୍ରେସ ତରଫରୁ ଆମରଣ ଅନଶନ

( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ) ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଜାମୁଜୋରି ପଂଚାୟତର କୁଡାନାଳି ଗ୍ରାମରେ ଥିବା ରାସ୍ତା ମରାମତି ଦାବୀରେ ଆଜି ନାକଟିଦେଉଳ ବ୍ଲକ୍ ପ୍ରାଙ୍ଗଣରେ ଜାତୀୟ କଂଗ୍ରେସ ପାର୍ଟି ତରଫରୁ ଆମରଣ ଅନଶନ କରାଯାଇଥିଲା। ପ୍ରକାଶ ଯେ, ଦୀର୍ଘ ଦିନ…

ଭାଡିଦର ସ୍କୁଲ ବନ୍ଦ ପ୍ରତିବାଦରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

 ( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମୀତା ସାମଲ ): ସରକାର ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ଶିକ୍ଷାର ମାନବୃଦ୍ଧି ତଥା ଶିକ୍ଷାର ବିକାଶ ପାଇଁ ଗୁରୁତ୍ୱ ଦେଉଛନ୍ତି। ହେଲେ ସରକାର ଯେଉଁ ବିଦ୍ୟାଳୟରେ୨୦ ରୁ କମ୍ ଛାତ୍ରଛାତ୍ରୀ…

ଏ ମାସରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଦ୍ୱିତୀୟ ଯକୃତ ପ୍ରତ୍ୟାରୋପଣ 

ଭୁବନେଶ୍ୱର,: ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ସଫଳତାର ସହ ଲିଭିଙ୍ଗ ଡୋନର୍ ଯକୃତ ପ୍ରତ୍ୟାରୋପଣ ଗତ ମାର୍ଚ୍ଚ ମାସରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଠାରେ କରାଯାଇଥିବା ବେଳେ…

ଜୁଆଆଡ୍ଡା ଉପରେ ଚଢ଼ାଉ ;ତେଇଶ ହଜାର ଟଙ୍କା ,ଚାରି ବାଇକ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ

ବରଗଡ :- ଜୁଆଆଡ୍ଡା ଉପରେ ଚଢ଼ାଉ କରି ଜୁଆ ଖେଳୁଥିବା ପାଞ୍ଚଜଣ ଯୁବକ ସହିତ ୨୩୨୫୦ (ତେଇଶ ହଜାର ଦୁଇଶହ ପଚାଶ)ଟଙ୍କା , ଚାରିଗୋଟି ମୋଟର ସାଇକଲ , ଛଅ ଗୋଟି ମୋବାଇଲ ଫୋନ ସହିତ ଜୁଆ ଖେଳ ପାଇଁ ୧୫୬ଗୋଟି ବ୍ୟବହୃତ ତାସ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି ପାଇକମାଲ ପୋଲିସ ।…