ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ନିର୍ମାଣ ହେବ ବ୍ୟବସାୟ ଉପଯୋଗୀ ମାର୍କେଟ କମ୍ପ୍ଲେକ୍ସ :- ବିଧାୟକ

ବରଗଡ :- ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସର କୁ ଆକର୍ଷଣୀୟ ଓ ସୁନ୍ଦର କରିବା ନିମନ୍ତେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ତଥା ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ନିଷ୍ଠା ଓ ଉଦ୍ୟମ କ୍ରମେ ରାଜ୍ୟ ସରକାର ଦ୍ୱାରା ଅନେକ…

ଜର୍ମାନୀରେ ଥାଇ ବଲାସିଂହାରେ ୬୦ ପିଲାଙ୍କୁ ପଢାଉଛନ୍ତି ଯୁବ ଗବେଷକ ଶେଷ କିସାନ

(ରେଢାଖୋଲ ଉପଖଣ୍ଡ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକ୍ଟିଦେଉଲ ବ୍ଲକ ବଲାସିଂହାର ୬୦ ଶିଶୁଙ୍କ ପଢାର ଦାୟିତ୍ବ ନେଇଛନ୍ତି ଯୁବ ଗବେଷକ ଶେଷ କିସାନ। ବର୍ତ୍ତମାନ ପ୍ରଥମରୁ ପଞ୍ଚମ ପଢୁଥିବା ବିଦ୍ୟାର୍ଥୀଙ୍କୁ ସକାଳେ, ସନ୍ଧ୍ୟାରେ ୨…

ସାଧାରଣତନ୍ତ୍ର  ଦିବସ ପାଳନ ଅବସରସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଫଳ ବଣ୍ଟନ

 ରାୟଗଡ (ସରୋଜ କୁମାର ସାହୁ)-ରାୟଗଡ ଠାରେ 72ତମ ସାଧରଣତନ୍ତ୍ର  ଦିବସ ପାଳନ ଅବସରରେ ଆଜି ବିଭିନ୍ନ ଅନୁଷ୍ଠାନରେ ଜିଲ୍ଲା  ପ୍ରଶାସନ ତରଫରୁ ଫଳ ବଣ୍ଟନ କରାଯାଇଥିଲା l ଜିଲ୍ଲା ପ୍ରଶାସନ ତରଫରୁ ଆତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ଯୋଗଦାନ କରି ଜିଲ୍ଲା ମୁଖ୍ୟ ସିକିତ୍ସାଳୟ ଠାରେ…

ଗଣତନ୍ତ୍ର ଦିବସ ଗୈାରବର ଦିବସ ଆଉ ସ୍ମୃତି,ସଂକଳ୍ପ ଓ ଆତ୍ମସମୀକ୍ଷାର ଦିବସ: କୃଷିମନ୍ତ୍ରୀ ଡଃ ଅରୁଣ ସାହୁ

ରାୟଗଡରେ  ଜିଲ୍ଳାସ୍ତରୀୟ  ୭୨ତମ ଗଣତନ୍ତ୍ର ଦିବସ ପାଳିତ ରାୟଗଡ/(ସରୋଜ କୁମାର ସାହୁ) : ରାୟଗଡ ଜିଲ୍ଳା ସଦର ମହକୁମା ସ୍ଥିତ ଜିସିଡି ହାଇସ୍କୁଲ ପଡିଆ ଠାରେ ଜିଲ୍ଳାସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏଥିରେ କୃଷି ଓ କୃଷକ ସଶକ୍ତିକରଣ,ମତ୍ସ୍ୟ ଓ ପ୍ରାଣୀ ସଂପଦ…

ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୭୨ ତମ ଗଣତନ୍ତ୍ର ବିବସ

ଗାଇସିଲେଟ-ଆଜି ବିଦ୍ୟୁତ ବିଭାଗ ଗାଇସିଲେଟ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୭୨ ତମ ଗଣତନ୍ତ୍ର ବିବସ ପାଳିତ ହୋଇଯାଇଛି |  ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ବିଜୟ କୁମାର କିଶନ ଜାତୀୟ ପତାକା ଉତୋଳନ କରି କର୍ମଚାରୀ ମାନଙ୍କୁ ସମ୍ବୋଧିତ କରିଥିକେ | ଅନ୍ୟ ସହକାରୀ କର୍ମଚାରୀ  ରଜନୀକାନ୍ତ…

ଗଣତନ୍ତ୍ର ଦିବସ କ୍ରିକେଟ: ମିସ୍ତ୍ରୀ ଏକାଦଶ ଚମ୍ପିୟାନ

ପଦ୍ମପୁର : ପଦ୍ମପୁର ନିକଟସ୍ଥ ମହୁଲପାଲି ହାଇସ୍କୁଲ ପଡ଼ିଆରେ ଆୟୋଜିତ ଗଣତନ୍ତ୍ର ଦିବସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଅନୁଷ୍ଠିତ ଏହି ପ୍ରତିଯଗିତାରେ ୪ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ ମିସ୍ତ୍ରୀ ଏକାଦଶ ଦଳ ନିର୍ଦ୍ଧାରିତ ୬…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଜଣାଇଲେ  ଶୁଭକାମନା

http://www.youtube.com/watch?v=o4CkPfktHgU  ଭୁବନେଶ୍ୱର (ଶାସକ ପ୍ରଶାସକ) : ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଜଣାଇଛନ୍ତି ଶୁଭକାମନା | ସ୍ୱାଧୀନତା ସଂଗ୍ରାମରେ ମହନୀୟ ଅବଦାନ ରଖିଥିବା ରାଜ୍ୟ ତଥା ଦେଶର ବରପୁତ୍ରମାନଙ୍କୁ…

କୁଆଖିଆରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସଡ଼କ ସୁରକ୍ଷା ଅଭିଯାନ

ଯାଜପୁର (ଶାସକ ପ୍ରଶାସକ) :ବିଜୁ ଛାତ୍ର ଜନତା ଦଳ ଯାଜପୁର ସଭାପତି ସୌମ୍ୟ ରଞ୍ଜନ ବିଶ୍ୱାଳଙ୍କ ନିର୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସମ୍ପାଦକ ସୌମ୍ୟ ରଞ୍ଜନ ଖୁଣ୍ଟିଆଙ୍କ ର ଅଧକ୍ଷତାରେ ଯାଜପୁରର କୁଆଖିଆ ଠାରେ ଏକ ସଡ଼କ ସୁରକ୍ଷା ଅଭିଯାନ ଆରମ୍ଭ କରାଗଲା । ଏହି ଅଭିଯାନରେ ମୁଖ୍ୟ…

ପଦ୍ମପୁର ନିର୍ବାଚନ ମଣ୍ଡଳୀ: ବୁଧାପାଲିରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର 

ପଦ୍ମପୁର :  ବରଗଡ ଜିଲ୍ଳା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଦ୍ମପୁର ବ୍ଳକ ର ବୁଧାପାଲି ଗ୍ରାମରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୩୮ ୟୁନିଟ ରକ୍ତ ସଂଗୃହିତ ହୋଇଅଛି । ଉକ୍ତ ଶିବିରକୁ ମୁଖ୍ୟ ଅତିଥି ରୂପେ ଓଡିଶା ମୋ ପରିବାର ସଦସ୍ୟ ତଥା ଜିଲ୍ଳା…

ନିଷ୍ଠା ପରିବାର ତରଫରୁ ରକ୍ତଦାନ ଶିବିର 

ବରଗଡ :- ଆଜି ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓ ଏବଂ ଜଣେ ପରୋପକାରୀ ମଣିଷ ତଥା ନିଷ୍ଠାବାନ କର୍ମଚାରୀ ପ୍ରଫୁଲ୍ଲ ବେହେରାଙ୍କ ସ୍ମୃତି ରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସସରେ ସାହୁଟିକ୍ରା,ତୋରା ଠାରେ ଟିମ୍ ନିଷ୍ଠା ସାହୁଟିକ୍ରା…