Sign in
Sign in
Recover your password.
A password will be e-mailed to you.
ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ଅପମାନସୂଚକ ମନ୍ତବ୍ୟର କଡା ଜବାବ ଦେଲେ ଅମର
"ଓଡ଼ିଶା ଏବଂ ଜଗତର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଏଟା ଅପମାନ"
ଭୁବନେଶ୍ୱର : "ପୁରୀ କ୍ୟା କଲିକତା ମେ ହେ ?? ଭାବୁଛନ୍ତି କି ଯେ ସେ ପୁରୀ କଲିକତାରେ | ମୁଁ ତା ଭାବୁଛି ସମ୍ବିତ ଭାଇ ପୁରୀ ଲୋକସଭାରୁ ଠିଆ ହେଲା ପରେ ଏବେ ଦେଶବାସୀ ଜାଣିଲେ ଯେ ପୁରୀ ଓଡ଼ିଶାରେ ବୋଲି ! ନହେଲେ ଅଧା…
ଛଟ ପୂଜା ପାଇଁ କୋଭିଡ କଟକଣାକୁ କୋହଳ କରିବାକୁ ଅନୁରୋଧ କଲେ ପୂର୍ବାଞ୍ଚଳ ୟୁଥ ଏସୋସିଏସନ।
ଝାରସୁଗୁଡ଼ା :(ସୁଭାଷ ସହାରେ) -କୋଭିଡ କଟକଣା ଯୋଗୁଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାରର ଧାର୍ମିକ ଅନୁଷ୍ଠାନ ଓ ପୂଜାରେ ଭିଡ଼କୁ ଆଡ଼େଇବା ପାଇଁ କଟକଣା ଲାଗୁ କରାଯାଇଥିଲା। ଏଥିପାଇଁ ଏଥର ଉତ୍ତର ଭାରତୀୟ ପର୍ବ ଛଟ ସମୟରେ ମଧ୍ୟ ବିଭିନ୍ନ ସ୍ଥାନରେ ଭିଡ଼ ଜମା ନ ହେବା ପାଇଁ…
ଝାରସୁଗୁଡ଼ାରେ କୋଇଲା ଖଣି ସଂପର୍କିତ କୋର୍ଟ ସ୍ଥାପନା ପାଇଁ ମିଳିଲା ସବୁଜ ସଂକେତ।
ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ ବିଧାନସଭାର ଅଧିବେଶନ କରାଇବା ପାଇଁ ଦାବି କରିବେ ବରଗଡ଼ ସାଂସଦ।
ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟାଳୟ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ପ୍ରୟାସ କରିବେ ସାଂସଦ।
ଝାରସୁଗୁଡ଼ା :(ସୁଭାଷ ସହାରେ)…
ଝାରସୁଗୁଡ଼ା ଉପ-କାରାଗାରରେ କୋରୋନା ଭୟ।
ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ା ଉପ-କାରାଗାରରେ ଦିନକୁ ଦିନ କୋରୋନା ସଂକ୍ରମଣର ଭୟ ବଢ଼ି ଚାଲିଛି। ପ୍ରତ୍ୟେକ ଦିନ ପ୍ରାୟ ୮ ରୁ ୧୦ ଜଣ ନୂତନ କଏଦୀଙ୍କ ଆଗମନ ଫଳରେ ଜେଲର କର୍ମଚାରୀ ଓ ଅନ୍ୟାନ୍ୟ ଅନ୍ତେବାସୀଙ୍କ ମଧ୍ୟରେ କୋରୋନା ସଂକ୍ରମଣର ବୃଦ୍ଧିକୁ ଅଣଦେଖା କରାଯାଇ ନ ପାରେ। ତେଣୁ…
ଚାଇଲ୍ଡଲାଇନ ପକ୍ଷରୁ ବନ୍ଧୁତା କାର୍ଯ୍ୟକ୍ରମ
ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ାର ପୁରୁଣା ତାଲପଟିଆଠାରେ ଚାଇଲ୍ଡଲାଇନ ସହିତ ବନ୍ଧୁତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚାଇଲ୍ଡଲାଇନ ଦ୍ଵାରା ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ବାଗତ କରିଥିଲେ ଏହାର ସଦସ୍ୟ ରାଧେଶ୍ୟାମ ନାଏକ। ଏହାର କେନ୍ଦ୍ରୀୟ ସଂଯୋଜକ ଆଶିଷ…
ସମ୍ବଲପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତିଙ୍କ ଆବାହକତ୍ୱରେ ସାଙ୍ଗଠନିକ ଓ୍ୱେବିନାର୍ ମିଟିଙ୍ଗ୍
ସାମିଲ ହେଲେ ରାଜ୍ୟ ସଭାପତି ଦେବୀ ତ୍ରିପାଠୀଙ୍କ ସହ ଅନ୍ୟ ନେତୃବୃନ୍ଦ
ସଙ୍ଗଠନକୁ ମଜଭୁତ କରିବା ସହ ଲୋକଙ୍କ ନିକଟତର କରିବାକୁ ରାଜ୍ୟ ସଭାପତିଙ୍କ ପରାମର୍ଶ
ସମ୍ବଲପୁର,( ରମାକାନ୍ତ ବିଶ୍ବାଳ): ଦ୍ୱିତୀୟ ଥର ପାଇଁ ସମ୍ବଲପୁର ବିଜୁ ଛାତ୍ର ଜନତା ଦଳର ନୂତନ କର୍ମକର୍ତ୍ତା ଘୋଷଣା ପରେ…
କିଶୋରି ବାଳିକା ସ୍ବାସ୍ଥ୍ୟ ସଚେତନତା ଶିବିର ଓ ଜାତୀୟ ପ୍ରେସ ଦିବସ ପାଳିତ l
ସମ୍ବଲପୁର, (ରମାକାନ୍ତବିଶ୍ବାଳ): କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ କଲେଜ ରେ ସୋମବାର ଅଧକ୍ଷ ସୁବାଷ ନାଏକ ଙ୍କ ସଭାପତିତ୍ବ ରେ କିଶୋରୀ ବାଳିକା ସଚେତନତା ଶିବିର ଓ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଅଛି। କଲେଜ ର ଛାତ୍ରୀ ବର୍ଷା ଦେହୁରୀ ସ୍ବାଗତ ଭାଷଣ ଓ ଅତିଥୀ ପରିଚୟ…
ସମ୍ବଲପୁର ପ୍ରେସ୍ କ୍ଲବ ପକ୍ଷରୁ ଜାତୀୟ ଦିବସ ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସମ୍ଵଲପୁର ପ୍ରେସ କ୍ଳବରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। କୋଭିଡ ଗାଇଡ଼ଲାଇନକୁ ମାନି ଏହି ଦିବସ ପାଳିତ ହୋଇଥିଲା। ଗଣମାଧ୍ୟମର ପ୍ରତିନିଧି ମାନେ କୋଭିଡ ସମୟରେ ନିଜ ଜୀବନକୁ ବାଜି ଲଗାଇ ଦିନ ରାତି କାମ କରିଛନ୍ତି। ଏହି ସମୟରେ କାମ କରିବା ବହୁତ…
ସମ୍ବଲପୁର ଯୁବ ବିଜେଡି ପକ୍ଷରୁ କାର୍ଯ୍ୟକ୍ରମ l
ସମ୍ବଲପୁର (ରମାକାନ୍ତବିଶ୍ବାଳ): ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଦାୟିତ୍ବରେ ଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ତଥା ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ନଳିନୀ ପ୍ରଧାନ ଏବଂ ବିଜେଡି ଜିଲ୍ଲା ସଭାପତି ଇଂ. ସିଦ୍ଧାର୍ଥ ଦାସଙ୍କ ପରାମର୍ଶ କ୍ରମେ ରବିବାର ଜ଼ିଲ୍ଲା ଯୁବ…
“ସରକାର ସାମ୍ବାଦିକମାନଙ୍କୁ ଆର୍ଥିକ ସୁରକ୍ଷାର ଘୋଷଣା କରନ୍ତୁ “
ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ
ବଲାଙ୍ଗିର(ନିରୋଜ କୁମାର ମିଶ୍ର)-କରୋନା ମହାମାରୀ ଯୋଗୁଁ ଆର୍ଥିକ ଅସୁରକ୍ଷା ଦେଖାଦେଇଛି । ବିଭିନ୍ନ ବର୍ଗର ଲୋକେ ଆର୍ଥିକ ଅନଟନରେ ରହୁଛନ୍ତି । ଆଗଧାଡିର କରୋନା ଯୋଦ୍ଧା ଭାବେ ସାମ୍ବାଦିକ କାର୍ଯ୍ୟ କରୁଥିଲେ ମଧ୍ୟ ଏହି ସମୟରେ…