Sign in
Sign in
Recover your password.
A password will be e-mailed to you.
ଦୁର୍ବ୍ୟବହାର ପ୍ରତିବାଦରେ ଧାରଣାରେ ରେ ଦେଓଗାଁ ବିଡିଓ, ଷ୍ଟାପ।
ବଲାଙ୍ଗୀର (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) : ଦେଓଗାଁ ବ୍ଲକ ଅଫିସ କାର୍ଯ୍ୟାଳୟ ରେ ଦୁର୍ବୁତ୍ତ ଙ୍କ ଅଶାଳୀନ ବ୍ୟବହାର କୁ ନେଇ ଖୋଦ୍ ଧାରଣ ରେ ବସିଛନ୍ତି ଖୋଦ୍ ବି. ଡି. ଓ ଓ ବ୍ଲକ ଷ୍ଟାପ। ସୂଚନା ଅନୁଯାୟୀ ଗତକାଲି ତା ୧୭.୧୦.୨୦୨୦ ଦିନ ଦୁଇଟା ସମୟରେ ଜଣେ ଅଜଣା ବ୍ଯକ୍ତି…
ସେହ୍ନାପାଲିରେ ବିଶ୍ୱ ପାଇଖାନା ଦିବସ ପାଳିତ
ସମ୍ବଲପୁର(ରମାକାନ୍ତ ବିଶ୍ବାଳ)- ମହାନଗର ନିଗମ ଅନ୍ତର୍ଗତ ୧ ନମ୍ବର ୱାର୍ଡର ସେହ୍ନାପାଲି ଠାରେ ଆଜି ବିଶ୍ୱ ପାଇଖାନା ଦିବସ ପାଳିତ ହୋଇଛି ।ସମ୍ମାନ ରକ୍ଷା,ସ୍ୱାସ୍ଥ୍ୟ,ପରିମଳ,ସୁରକ୍ଷା ଓ ସମୟର ବିନିଯୋଗ ପାଇଁ ପାଇଖାନା ବହୁ ଗୁରୁତ୍ୱପୁର୍ଣ୍ଣ ବୋଲି ଆୟୋଜିତ ସଭାରେ ଅତିଥିମାନେ ଗୁରୁତ୍ୱ…
ନାଟ୍ୟ ମହାରଥୀ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କର ପରଲୋକ l
ସମ୍ବଲପୁର (ରମାକାନ୍ତ ବିଶ୍ବାଳ)- ବରିଷ୍ଠ ଆଇନଜୀବୀ ତଥା ନାଟ୍ୟ ମହାରଥୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କର ୮୨ ବର୍ଷ ବୟସ ରେ କୋଭିଡ଼ ୧୯ ରେ ଆଜି ପରଲୋକ ହୋଇଯାଇଛି l ୧୯୫୩ ମସିହା ରୁ ନାଟକ ସହ ଜଡିତ ହୋଇ ଆଜିଯାଏ ନାଟକ କରିଚାଲିଥିଲେ l ସ୍ଥାନୀୟ ସ୍ୱର୍ଗଦ୍ୱାର ରେ ଆଜି ତାଙ୍କର ଶେଷ…
“ଚାଇଲ୍ଡଲାଇନ ସହ ବନ୍ଧୁତା” ରଥ ଆଜି ବୁଲିଲା ଝାରସୁଗୁଡ଼ା ପୌରପାଳିକା ଅଞ୍ଚଳ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଚାଇଲ୍ଡଲାଇନ ଦ୍ଵାରା ଆରମ୍ଭ କରାଯାଇଥିବା ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ 'ଚାଇଲ୍ଡଲାଇନ ସହ ବନ୍ଧୁତା' ରଥ ଝାରସୁଗୁଡ଼ା ପୌରପାଳିକା ତଥା ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଆଜି ଏହି ରଥ ଝାରସୁଗୁଡ଼ାର…
“ଲେଖାଶ୍ରୀଙ୍କ ମନ୍ତବ୍ୟ ଓଡ଼ିଆ ଜାତି ପାଇଁ ଅପମାନ : ସେ ଆଉ ରାଣୀ ପଣ୍ଡା ଏକା କାଟାଗୋରୀର “
http://www.youtube.com/watch?v=RgEsB9Je6mc
ଘଟଗାଁ (ଶାସକ ପ୍ରଶାସକ) : ଶ୍ରୀକ୍ଷେତ୍ର ପୁରୀକୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବୃତି ଓ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଶସ୍ତା ମନ୍ତବ୍ୟ ପ୍ରତିବାଦରେ ଆଜି କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀ…
ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି” ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ୨୦୨୦-୨୧ ଖରିଫ ବର୍ଷର ଏଫ:ଏ:କ୍ୟୁ: ମାନର ଧାନ ସଂଗ୍ରହ ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ପାରଳାଖେମୁଣ୍ଡି ନିୟନ୍ତ୍ରିତ ବଜାର କମିଟି ଓ ଜିଲ୍ଲା ଯୋଗାଣ ବିଭାଗର ମିଳିତ ଆନୁକୂଲ୍ୟରେ…
ଅବ୍ୟବସ୍ଥା ଘେରରେ ଚାଷୀ, ସମାଧାନ ପାଇଁ ଉପଜିଲ୍ଲାପାଳ ଙ୍କୁ ଜଣାଇଲେ
ପଦ୍ମପୁର-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ପଦ୍ମପୁର ଉପଜିଲ୍ଲାପାଳ ଙ୍କୁ ଲିଖିତ ଚରମପତ୍ର ଟିଏ ପ୍ରଦାନ କରାଯାଇଛି lଅନେକ ସମସ୍ୟା ରେ ଜର୍ଜରିତ ହୋଇ ଆଜି ୧୯.୧୧.୨୦୨୦ ତାରିଖ ଗୁରୁବାର ଅପରାହ୍ନ ୨ ଘଟିକା ସମୟରେ ସ୍ଥାନୀୟ ଗୋରୁ ବଜାର ପ୍ରାଙ୍ଗଣରେ…
ଅପମିଶ୍ରିତ କଫ ସିରପ ବିକ୍ରୀବେଳେ ରେଡ ହାଣ୍ଡ ଧଇଲା ପୋଲିସ
ବହୁମାତ୍ରାରେ ଅପମିଶ୍ରିତ କଫସିରପ ଜବତ
ପଦ୍ମପୁର-ପଦ୍ମପୁର ପୋଲିସ ତରଫରୁ ସହରର ବଡବନ୍ଧପଡା ର କାପଲୁ ଓରଫ୍ ଚିତ୍ତରଞ୍ଜନ ଦାସ କୁ ଅପମିଶ୍ରିତ କଫସିରପ ବିକ୍ରୟ ସମୟରେ ଗିରଫ କରିଛି lତା ପାଖରୁ ପ୍ରାୟ ୯୦ ଲିଟର ଅପମିଶ୍ରିତ କଫ ସିରପ୍,୧୬୦ ଟି ନାଇଟ୍ରୋଜେନ୍-୧୦ଏମ୍.ଜି ର ନିଦ ବଟିକା,…
ପୁଣି ବାହୁଡ଼ିଲେ ରଶ୍ମୀରଂଜନ, ଅପରାଜିତାଙ୍କ କଥା ରହିଲା !
ଭୂବନେଶ୍ୱର: ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ଶ୍ରୀ ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ପୁନଃଅବସ୍ଥାପିତ କରାଯାଇଛି । ରଶ୍ମୀରଂଜନଙ୍କୁ ସଭାପତି ପଦରୁ ବିଦା କରି ତାଙ୍କ ସ୍ଥାନରେ ଯତୀନ ମହାନ୍ତିଙ୍କୁ ଖୋର୍ଦ୍ଧା ଜିଲ୍ଲା ସଭାପତି…
ରାସ୍ତା ଉପରେ ଜଳିଗଲା ଗାଡି : ଅଳ୍ପକେ ବର୍ତିଲେ ଯାତ୍ରୀ
ପଦ୍ମପୁର : ପଦ୍ମପୁର ଉପଖଣ୍ଡ ପଦ୍ମପୁର ପାଇକମାଲ ରାସ୍ତା ବରିକେଲ ଗ୍ରାମର ସଂସ୍କୃତ ମହାବିଦ୍ୟାଳୟ କଲେଜ ଛକରେ ହୁ ହୁ ହୋଇ ଜଲିଗଲା ମାରୁତି ଗାଡି । ଅଳ୍ପକେ ବର୍ତିଲେ ଯାତ୍ରୀ । ପାଇକମାଲ ରୁ ପଦ୍ମପୁର ଅଭିମୁଖେ ଆସୁଥିବା ଏକ ମାରୁତି ଭ୍ୟାନରେ ନିଆଲାଗିଗଲା । ଦମକଲ ବାହିନୀ ପହଞ୍ଚି ନିଆକୁ…