ଦେଶରେ ପ୍ରଥମ ୫୦ଟି ଏଲ୍ଏନଜି ଇନ୍ଧନ ଷ୍ଟେସନର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ଆଗାମୀ ୩ ବର୍ଷରେ ୧ ହଜାର ଏଲ୍ଏନଜି  ଇନ୍ଧନ ଷ୍ଟେସନ ପ୍ରତିଷ୍ଠା  ଲକ୍ଷ୍ୟ - ଧର୍ମେନ୍ଦ୍ର  • ଇଣ୍ଡିଆନ ଅଏଲ, ଏଚପିସିଏଲ, ଗେଲ୍ ଇଣ୍ଡିଆ, ପେଟ୍ରୋନେଟ୍, ଗୁଜୁରାଟ ଗ୍ୟାସ, ଯୌଥ ଉଦ୍ୟୋଗ କମ୍ପାନୀ ଗୁଡ଼ିକ ସହଯୋଗରେ ଏଲଏନଜି ଷ୍ଟେସନ  • ଦେଶରେ ପ୍ରାକୃତିକ ଗ୍ୟାସ ଭିତ୍ତିଭୂମିକୁ ମଜବୁତ୍…

ଇନ୍ଦିରା ଗାନ୍ଧୀ ଥିଲେ ଅତ୍ୟନ୍ତ ଦୃଢ଼ମନା ,ସେ ଚିହ୍ନିଥିଲେ ଦେଶର ଆତ୍ମାକୁ 

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିତ ଭୁବନେଶ୍ୱର- ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କର ୧୦୩ତମ ଜୟନ୍ତୀ ଉତ୍ସବ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି…

“ଦିଶା” ଜିଲ୍ଲା ଉନ୍ନତିକରଣ ସମନ୍ୱୟ ଓ ତଦାରଖ କମିଟି ବୈଠକ ଅନୁଷ୍ଠିତ

ବାଳକୃଷ୍ଣ ପାଣିଗ୍ରାହୀ /ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ଭାରତ ସରକାରଙ୍କ  ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅନ୍ତର୍ଗତ ପଞ୍ଚାୟତ-ରାଜ ଅଧିନସ୍ତ "ଦିଶା"ର ଗଜପତି ଜିଲ୍ଲା ଉନ୍ନତିକରଣ ସମନ୍ୱୟ ଓ ତଦାରଖ…

ପଡୋଶୀ ରାଜ୍ୟ ଏବଂ ଓଡିଶା ମଧ୍ୟରେ ସୀମା ବିବାଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର 

ସୀମା ବିବାଦର ସମାଧାନ ପାଇଁ ସର୍ବଦଳୀୟ ବୈଠକ ଡାକିବା ସହ ଗୃହ କମିଟି  ଗଠନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ  • ଓଡିଶା ସହ ଆନ୍ଧ୍ର, ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡର ସୀମା ବିବାଦ ଲାଗି ରହିଛି • ଆପୋଷ ବୁଝାମଣାରେ ସୀମା ବିବାଦର ସମାଧାନ କରାଯାଉ • ସଂଘୀୟ…

ରୋଗରେ ଯାଉଛି ବହୁମୂଲ୍ୟ ଜୀବନ : ଖାଲି ସରକାରୀ ପ୍ରତିଶ୍ରୁତି, ହେଲେ ଆନ୍ତରିକତା ଶୂନ

ବରଗଡ଼ରେ ତେଜୁଛି କ୍ୟାନ୍ସର ହସ୍ପିଟାଲ ଦାବି : ସରକାରଙ୍କୁ କଠୋର ଚେତାବନୀ ବରଗଡ :- ବରଗଡ଼ ଜିଲ୍ଲା ରାଜ୍ୟର ଭାତହାଣ୍ଡି ଏକଥା ଯେତିକି ସତ ବର୍ତମାନ ସମୟରେ ବରଗଡ଼ ଜିଲ୍ଲା ରାଜ୍ୟର କ୍ୟାନ୍ସର ରାଜଧାନୀ ଏହା ମଧ୍ୟ ଏକ କଟୁ ସତ୍ୟ । ବରଗଡ଼ ଜିଲ୍ଲାରେ ରହିଛନ୍ତି ଅନେକ କେଂସର ପେସେଣ୍ଟ । ସଠିକ…

ଡିମିରିକୁଦା ନିକଟରେ ବାଇକ୍ ଦୁର୍ଘଟଣା: ୨ ଯୁବକ ମୃତ

( ରେଢାଖୋଲଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ )  : ଗତକାଲି ରାତିରେ ଡିମିରିକୁଦା ଗ୍ରାମ ନିକଟରେ ବାଇକ୍ ଦୁର୍ଘଟଣାରେ ରେଢାଖୋଲର ୨ ଜଣ ଯୁବକ ମୃତ୍ୟୁ ବରଣ କରିଥିବା ଖବର ରେଢାଖୋଲ ପୋଲିସ୍ ସୂତ୍ରରୁ ପ୍ରକାଶ। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଯଦୁମଣିପାଟଣା ଏଲ୍.ଆଇ.ସି କଲୋନୀ…

ଡକାୟତି ଘଟଣାର ପର୍ଦାଫାଶ କଲା ସମ୍ବଲପୁର ପୋଲିସ

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ) : କୁଚିଣ୍ଡା ଥାନା ଅନ୍ତର୍ଗତ ଲଇମୁରା ରାସ୍ତା କରଙ୍ଗାମାଳ ଜଙ୍ଗଲରେ ବନ୍ଧୁକ ମୁନରେ ୟୁନିୟନ ବ୍ୟାଙ୍ଗକୁ ଯାଉଥିବା ଟଙ୍କାକୁ ଡକାୟତି ହୋଇଥିଲା । ଗତ ୯ ତାରିଖ ଘଟିଥିବା ଏହି ଡକାୟତି ଘଟଣାରେ ସମ୍ବଲପୁର ପୋଲିସ ୨ ଜଣ ମାଷ୍ଟରମାଇଣ୍ଡ ସହ ୯ ଜଣ ଡକାୟତଙ୍କୁ ଗିରଫ…

ଜାତିଆଣ ଆକ୍ଷେପକୁ ନେଇ ଚାରମାଳ ଥାନାରେ ମାମଲା

( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ): ଜାତିଆଣ ଆକ୍ଷେପକୁ ନେଇ ଚାରମାଳ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ଚାରମାଳ ଥାନାଧିକାରୀ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ଚାରମାଳ ଥାନା ବଡନୂଆଁପଡା ଗ୍ରାମରେ ଜାତିଆଣ କଥାକୁ ନେଇ…

ମୁହଁ ଖୋଲିଲେ ସମ୍ବିତ : ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ ଉପରେ ପକାଇଲେ ତାଳି

କହିଲେ ପୁରୀ ଧାମ ଏବଂ ପ୍ରଭୃ ଜଗନ୍ନାଥଙ୍କ ପାଇଁ ଓଡିଶା ପ୍ରସିଦ୍ଧ  ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟସରକାରଙ୍କୁ ଅନୁରୋଧ କଲେ  ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ଆଉ ଭକ୍ତମାନଙ୍କୁ ବଂଚିତ ରଖନ୍ତୁ ନାହିଁ ରାଜ୍ୟସରକାର ଭୁବନେଶ୍ୱର,: ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦିୟ ତଥା ଅପମାନ ସୂଚକ…

ପଶ୍ଚିମ ଓଡିଶା ବାଜା ମାଲିକ ସଂଘ ଗଠିତ

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ପଶ୍ଚିମ ଓଡିଶା ବାଜା ମାଲିକ ସଂଘ ଗଠିତ ହୋଇଛି  । ସମ୍ବଲପୁର ପାନ୍ଥନିବାସ  ଠାରେ ଏକ ବିଶେଷ ଵୈଠକରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ବାଜା ମାଲିକ ମାନେ ଯୋଗଦେଇଥିଲେ । ଵୈଠକରେ କରୋନା ମହାମାରି ଯୋଗୁଁ କିଛି ମାସ ହେଲା ବାଜା ମାଲିକଙ୍କ ଯେଉଁ …