Sign in
Sign in
Recover your password.
A password will be e-mailed to you.
ଘୁ.ଉଦୟଗିରି ଠାରେ ୬୯ ତମ ଜିଲ୍ଲାସ୍ତରୀୟ ଗୋସମ୍ବର୍ଦ୍ଧନା ଉତ୍ସବ
ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ୬୯ ତମ ଜିଲ୍ଲାସ୍ତରୀୟ ଗୋସମ୍ବର୍ଦ୍ଧନା ଉତ୍ସବ କୃଷି ବିଜ୍ଞାନ କେନ୍ଦ୍ର,କନ୍ଧମାଳ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଘୁ.ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରାମତୀ ଦିପ୍ତୀରେଖା…
“ଶାସକ ପ୍ରଶାସକ”ର ଛୋଟିଆ ପ୍ରୟାସ : ଆଣିଲା ଏକାସାଙ୍ଗରେ ୨୫ ଜଣଙ୍କ ମୁହଁରେ ହସ
ଧନ୍ୟବାଦ ଯୁବ ସମାଜସେବୀ ଦିବସ ସାହୁ ଆପଣଙ୍କ ଟୁଇଟ ପାଇଁ
ସରକାର ବି ଜାଣିବା ପରେ ନେଲେ ତତ୍କାଳ ପଦକ୍ଷେପ
ବଲାଙ୍ଗୀର/ସ୍ୱତନ୍ତ୍ର ପ୍ରତିନିଧି : "ଶାସକ ପ୍ରଶାସକ" ଛୋଟିଆ ଉଦ୍ୟମ କରିଥିଲା | ଗରିବ ଅସହାୟଙ୍କ କଥା ପ୍ରକାଶ କରିଥିଲା ସରକାରଙ୍କ ଅବଗତି ଓ ସମସ୍ୟା ନିରାକରଣ…
ଜୁଆ ଆଡା ଉପରେ ତାରସିଂ ପୋଲିସର ଚଢ଼ାଉ ; ୬ ଜୁଆଡି ଗିରଫ
ଭଞ୍ଜନଗର ( ନିଲୁ ବିଷୋୟୀ ) - ଗଂଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଜାଡ଼ଧାର ଗ୍ରାମ ନିକଟସ୍ଥ ଏକ ନଦୀହୁଡାରେ ଚାଲିଥିବା ଏକ ଜୁଆ ଆଡା ଉପରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରି ୬ ଜଣ ଜୁଆଡି ଙ୍କୁ ଗରିଫ କରିଛି। ଏଥି ସହିତ ସେମାନେଙ୍କ ଠାରୁ ନଗଦ ୧୦ ହଜାର ୫୦୦ ଟଙ୍କା ଓ…
କାହିଁକି ଏମିତି : ଯଦି ସତ୍ୟ ସାଙ୍ଘାତିକ: କୋଭିଡ ଯୋଦ୍ଧାଙ୍କ ପ୍ରତି ସରକାରଙ୍କ ଏପରି ମନୋଭାବ ?
ଝାରସୁଗୁଡ଼ା :(ସୁଭାଷ ସହାରେ) -ସାମାଜିକ ଗଣମାଧ୍ୟମରେ ଯାହା ଚର୍ଚ୍ଚ ହେଉଛି ବା ଯାହା ଅଭିଯୋଗ ଆସୁଛି ଯଦି ସେଥିରେ ସତ୍ୟତା ଥାଏ ତେବେ ଏହା ସଂଘାତିକ ଆଉ କରୋନା ଯୋଦ୍ଧାଙ୍କ ପ୍ରତି ଘୋର ଅସମ୍ମାନ | କୋରୋନା ସଂକ୍ରମଣ ସମୟରେ ସରକାରମାନେ ଆଣି ଥୋଇଲେ ଗଦାଗଦା ଘୋଷଣା ଓ ପ୍ରତିଶ୍ରୁତି। କିଏ…
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମବାର୍ଷିକୀ ପାଳିତ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଓ କୋଟି କୋଟି ଜନମାନସର ନାୟିକା ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଶହେ ତିନିତମ ଜନ୍ମ ବାର୍ଷିକୀ ଆଜି ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀ ଭରତ ଅୱସ୍ତି…
କରୋନା ଯୋଦ୍ଧାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କଲା ସ୍ଥାନୀୟ ପ୍ରଶାସନ
ଭଞ୍ଜନଗର ( ନିଲୁ ବିଷୋୟୀ ) - କରୋନା ମହାମାରୀରେ ମୃତ୍ୟୁବରଣ କରିଥିବା ଭଞ୍ଜନଗର ଉପଖଣ୍ଡ ମେଡିକାଲର ବରିଷ୍ଠ ଡାକ୍ତର ଶିଶିର କୁମାର ସାବତଙ୍କୁ ସ୍ଥାନୀୟ ମେଡିକାଲ ପରିସରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ପ୍ରକାଶ ଯେ ଗତ ୧୫ ତାରିଖରେ କୋଭିଡ଼ ରେ ଆକ୍ରାନ୍ତ…
ମାନବ ସେବା ହିଁ ମାଧବ ସେବା
ବରଗଡ :- ଗତ କିଛିଦିନ ତଳେ ନିଷ୍ଠା ପରିବାର ଦ୍ବାରା ଏକ ଅସହାୟ ବୃଦ୍ଧା ଙ୍କୁ ସୋହେଲା,ବରଗଡ ରୁ ଉଦ୍ଧାର କରାଯାଇଥିଲା । ତାଙ୍କର ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିଲା।ତାଙ୍କର ମାନସିକ ସ୍ଥିତି ସେତେଟା ଭଲ ନଥିଲା । ନିଷ୍ଠା ପରିବାର ର ଦିର୍ଘ କୋଡିଏଦିନ(୨୦ଦିନ) ର ସେବା ଶୁଶୃସା ଓ ଡାକ୍ତରଙ୍କ…
ଜିଲ୍ଲା କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିତ
ବଲାଙ୍ଗିର,(ନିରୋଜ ମିଶ୍ର)- ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପରେ ମହୀୟସି ଇନ୍ଦିରା ଗାନ୍ଧୀଙ୍କ…
“ଗୋପାଳନ ପରି ଏକ ବିସ୍ତୃତ କ୍ଷେତ୍ରର ସଠିକ୍ ଉପଯୋଗ ପାଇଁ ଯୁବକଯୁବତୀ ଓ ଚାଷୀମାନେ ଆଗେଇ ଆସନ୍ତୁ’
୬୯ତମ ରାଜ୍ୟସ୍ତରୀୟ ଗୋସମ୍ବର୍ଦ୍ଧନା ଉତ୍ସବ ଓ ଗୋପୂଜନ କାର୍ଯ୍ୟକ୍ରମ
"ଚାଷୀଙ୍କର ଆୟକୁ ବହୁଗୁଣିତ ହେବା ଦିଗରେ ସରକାରଙ୍କ ପ୍ରଣିତ ଯୋଜନାର ଲାଭ ଚାଷୀମାନେ ନିଅନ୍ତୁ'
"ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗୋପାଳନ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ଓ ରିହାତିର ବ୍ୟବସ୍ଥା କରାଯାଇଛି' :…
ଲୋଇସିଂହା ବ୍ଳକ ରୁଗୁଡିଖାଲ ସରକାରୀ ଜମି ଜବରଦଖଲ ଉଚ୍ଛେଦ ହେଉନି ଲୋକେ ଅସନ୍ତୁଷ୍ଟ
ଲୋଇସିଂହା ( ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) : ବୁଢ଼ୀପଦର ପଞ୍ଚାୟତ ଅଧିନସ୍ଥ ରୁଗୁଡିଖାଲ ଠାରେ ସରକାରୀ ଜମି ଜବରଦଖଲ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜବରଦଖଲ ଉଛେଦ ଦିଗରେ ପ୍ରଶାସନ ବିଫଳ ହେଲେ ଆଇନକୁ…