କଣ୍ଟାବାଞ୍ଜି :(ଚୁଡାମଣି ସୁନା) ପ୍ରେସ କ୍ଲବ କଣ୍ଟାବାଞ୍ଜି ପକ୍ଷରୁ ୭୨ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି | ସଭାପତି ପ୍ରବଜିତ ସିଂହ ସାଲୁଜା ଜାତୀୟ ପତାକା ଉତ୍ତୋଳନ କରିଥିଲେ | ଏହି ଅବସରରେ କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ, ଉପସଭାପତି ମନୋଜ ଶର୍ମା, ପରାମର୍ଶଦାତା ଦୁର୍ଗାପ୍ରସାଦ ଗୁପ୍ତା, ରଶ୍ମିରଞ୍ଜନ ପୁଟେଲ,ଦୀପକ ଦାସ ୟାଦବ,ବିଶିକେଶନ ମାଝୀ, ରୋହନ ମହତ,ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ |
Sign in
Sign in
Recover your password.
A password will be e-mailed to you.