Sign in
Sign in
Recover your password.
A password will be e-mailed to you.
ଦେଶରେ ୯୦୦ ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ୮ ଏମଓୟୁ ସ୍ୱାକ୍ଷରିତ
ଦେଶରେ ୫ ହଜାର ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ନିବେଶ ହେବ ୨ ଲକ୍ଷ କୋଟି - ଧର୍ମେନ୍ଦ୍ର ପ୍ରଧାନ
• କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଦେଶର ଅଗ୍ରଣୀ ଉର୍ଜା କମ୍ପାନୀ ଗୁଡିକ ସହ ଏମଓୟୁ
• ଜେବିଏମ ଗ୍ରୁପ, ଆଦାନୀ ଗ୍ୟାସ, ଟୋରେଣ୍ଟ ଗ୍ୟାସ ଦ୍ୱାରା ପ୍ରତିଷ୍ଠା ହେବ ସିବିଜି ପ୍ଲାଂଟ…
ରାଜ୍ୟର ୮ଟି ଜିଲ୍ଲାରେ ଅଏଲ ଇଣ୍ଡିଆ ଦ୍ୱାରା ହେବ ତୈଳ ଓ ଗ୍ୟାସର ସନ୍ଧାନ – ଧର୍ମେନ୍ଦ୍ର ପ୍ରଧାନ
ଓଡିଶାର ୫ଟି ବ୍ଲକ ପାଇଁ ଅଏଲ ଇଣ୍ଡିଆର ସେସମିକ୍ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ
• ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ଅଏଲ ଇଣ୍ଡିଆ ଦ୍ୱାରା ହେବ ସେସମିକ୍ ସର୍ଭେ
• ୧୨୪୮ କୋଟି ନିବେଶରେ ବ୍ୟାପକ ଅନ୍ୱେଷଣ ଡ୍ରିଲିଂ…
ତହସିଲ ଅଫିସର ଅସାବଧାନତା ଯୋଗୁଁ ଲଙ୍କାକାଣ୍ଡ -:ଅଫିସ ଜଳି ପୋଡି ଛାରଖାର।
ସମ୍ବଲପୁର(ରମାକାନ୍ତବିଶ୍ବାଳ): ଆଜି ସକାଳ ୯. ୪୦ ରୁ ୯.୫୦ ମଧ୍ୟରେ ଠେଲକୋଲେଇ ଥାନା ଅନ୍ତର୍ଗତ ଗୁମୁକାରମା ପାଖ ଡୁଡୁମକାନୀ ଗାଁର ରାଜୀବ କିସାନ (୩୦) ନାମକ ଜଣେ ବ୍ୟକ୍ତି ଆସି ହଠାତ ତହସିଲ ଅଫିସକୁ ପସି ନିଆଁ ଲଗାଇଦେଇଥିଲା । ଫଳରେ ତହସିଲ ରେ ଥିବା ମୂଲ୍ଯବାନ କାଗଜପତ୍ର ସହ ବିଭିନ୍ନ…
ଭୂଷଣରେ ଦୁର୍ଘଟଣା: ୮ ଆହତ
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ରେଙ୍ଗାଲି ସ୍ଥିତ ଠେଲକୋଲେଇ ଭୂଷଣ କାରଖାନାରେ ଦୁର୍ଘଟଣା। ପାୱାର ପ୍ଲାଣ୍ଟର ବଏଲର ବ୍ଲାଷ୍ଟ ଯୋଗୁଁ ଦୁର୍ଘଟଣା। ୮ ଆହତ, ଜଣେ ଗୁରୁତର, ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର। ଆହତ ଏବଂ ଗୁରୁତରଙ୍କ ପରିଚୟ ମିଲି ନାହିଁ।
“ଶିଶୁ ଅଧିକାର ହିଁ ଦେଶର ଅଧିକାରକୁ ସାବ୍ୟସ୍ତ କରିପାରିବ”
ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆନୁକୂଲ୍ୟରେ ବିଶ୍ୱ ଶିଶୁ ଅଧିକାର ଦିବସ ପାଳିତ
ଭୁବନେଶ୍ୱର, (ଶାସକ ପ୍ରଶାସକ): ଶିଶୁମାନେ ହେଉଛନ୍ତି ସମାଜର ସବୁଠାରୁ ସମ୍ଭାବନାରେ ପରିପୂର୍ଣ୍ଣ ବର୍ଗା ସେମାନେ ରାଜ୍ୟ ଓ ଦେଶର ଭବିଷ୍ୟତା ସେମାନ ଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟିସାଧନ,…
ବୃନ୍ଦାବନ : ଗରିବ ଆଦିବାସୀ, ହେଲେ ବିଶାଳ ମନ
ଗାଁ ସ୍କୁଲ ପାଇଁ ଦାନକଲେ ୪ ଡିସିମିଲି ଜମି
ବରଗଡ :- କିଛି ଗୋଟେ ମହତ କାମ କରିବା ପାଇଁ ଧନର ପ୍ରାଚୁର୍ଯ୍ୟ ଥିବା ଦରକାର ନାହିଁ | କେବଳ ସଫାସୁତୁରା ମନ ଓ ଖୋଲା ହୃଦୟଟିଏ ଦରକାର | ଆଉ ଲୋଡ଼ା ଟିକେ ସମ୍ବେଦନଶୀଳତା ଓ ସହୃଦୟତା | ଆଜିକାଲି ଲୋକଙ୍କ ଭିତରେ କଳି ତକରାଳ, ହାଣମରା ବି…
କିଟ୍ ବିଶ୍ୱବିଦ୍ୟାଳୟ: ଉତ୍କର୍ଷତାରୁ ଶ୍ରେଷ୍ଠତା
୧୬ତମ ସମାବର୍ତ୍ତନ ଉପଲକ୍ଷେ
ଅଚ୍ୟୁତ ସାମନ୍ତ
ଆନୁଷ୍ଠାନିକ ଶୈକ୍ଷିକ ଜୀବନରେ ସ୍ନାତକ ଶେଷ ସୋପାନ ନୁହେଁ। ଏହା ଜଣଙ୍କ କ୍ୟାରିଅର୍ର ଅୟମାରମ୍ଭ। ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ସ୍ନାତକ ହେବାର ଦିନ-ସମାବର୍ତ୍ତନ ଦିବସକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି।…
ବଢ଼ିଲାନି ଅନ୍ତରୀଣ ସୁରକ୍ଷା ସମୟ : ଜୟ-ଜାଗୀଙ୍କ ପାଇଁ ବଢ଼ିପାରେ ଅଡୁଆ
କଟକ: ଜୟ-ଜାଗୀଙ୍କ ପାଇଁ ଅଡୁଆ ବଢିପାରେ | ଆଜି ଅଦାଲତଙ୍କ ନିଷ୍ପତ୍ତି ବଢାଇପାରେ ଚିନ୍ତା | ସାରୁଆ ଜମି ହଡପ ଅଭିଯୋଗରେ ରୁଜୁ ହୋଇଥିବା ମାମଲାକୁ ରଦ୍ଦ କରିବା ଏବଂ ଅନ୍ତରୀଣ ସୁରକ୍ଷା ସମୟ ବଢ଼ାଇବାକୁ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ର ମାଲିକ ଜାଗୀ ମଙ୍ଗତ ପଣ୍ଡାଙ୍କ ପକ୍ଷରୁ …
କନିଷ୍କ ଇନଷ୍ଟିଟ୍ୟୁଟ କାର୍ଯ୍ୟାଳୟ ଉଦ୍ଘାଟିତ :ଗରିବ ପିଲାଙ୍କୁ ମାଗଣାରେ ମିଲିବ ଶିକ୍ଷା
ନୂଆପଡା(ଅମିତ ପୁରୋହିତ) : ସ୍ଥାନୀୟ ଦିଆନମୁଣ୍ଡା ଛକ ନିକଟରେ ଦିଲ୍ଲୀର ସୁରୁମିତ୍ରା ଚେରିଟେବୁଲ ଫାଉଣ୍ଡେସନ ତରଫରୁ କନିଷ୍କ ଇନଷ୍ଟିଟ୍ୟୁଟ କାର୍ଯ୍ୟାଳୟ ଉଦଘାଟିତ ହୋଇ ଯାଇଛି । ରାଜ୍ୟ ଟିଏଲ ପ୍ରଣବ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉସôବରେ କଲାହାଣ୍ଡି ସାଂସଦ ବସନ୍ତ ପଣ୍ଡା…
ନୂଆପଡ଼ାରେ ଖରିଫ ଧାନ ମଣ୍ଡି ଆରମ୍ଭ: ୮ ଲକ୍ଷ ୭୩ ହଜାର ୫୨୯ କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ
ପ୍ରଥମ ଦିନରେ ୧୭ ଜଣ ଚାଷୀଙ୍କ ୮୫୨ କ୍ୱିଣ୍ଟାଲ ଧାନ ସଂଗ୍ରହ
ନୂଆପଡା(ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲା ଖରିଆରରୋଡ ସ୍ଥିତ ନିୟନ୍ତ୍ରୀତ ବଜାର କମିଟି ପରିସରରେ ଚଳିତ ବର୍ଷ ଖରିପ ଧାନ ସଂଗ୍ରହ ଶୁଭାରମ୍ଭ ହୋଇ ଯାଇଛି । ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ଅନୁପସ୍ଥିତିରେ ଆରଏମ୍ସି ସମ୍ପାଦକ…