ସରକାରୀ ସଂସ୍ଥା ବଦଳରେ ଏନଜିଓ କବ୍ଜାରେ ମାଣ୍ଡିଆ ମଣ୍ଡି : ଉପଯୁକ୍ତ ପ୍ରାପ୍ୟ କୁନେଇ ସନ୍ଦେହରେ ଚାଷୀ ।

0

ମାଲକାନଗିରି/ ବି ଶ୍ରୀନିବାସ ପାତ୍ର : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ରାମାଗୁଡା ଗ୍ରାମର ରେ,ସରକାରୀ ସଂସ୍ଥା ବଦଳରେ ଏନଜିଓ ପରିବର୍ତନ ନାମକ ଏନଜିଓ କିଣୁଛି ମାଣ୍ଡିଆ  ଚାଷୀ ଭାବନ୍ତି ଲ୍ୟାମ୍ଫ କିଣୁଛି ମାଣ୍ଡିଆ,ମିଳିବ ଉଚିତ ଦର, କିନ୍ତୁ ଏପଟେ ଲ୍ୟାମ୍ଫ ନାଁ ରେ ଏନଜିଓ କିଣୁଛି ମାଣ୍ଡିଆ,ଚାଷୀଙ୍କ ପାଖରୁ ପ୍ରଶ୍ନ ବାଜିସୃଷ୍ଟି ହୋଉଛି,ଏନଜିଓ ଦବକି ଉଚିତ ଦର । ନାଁ ଠକିନବ ଚାଷୀଙ୍କ ଟଙ୍କା, ଯଦି ଟଙ୍କା ନମିଳିବ ଦାୟୀ  କିଏ ହେବେ ଲ୍ୟାମ୍ଫ ଦାୟୀ ନାଁ RMC ଦାୟୀ, ଏହିସବୁ  ପ୍ରଶ୍ନ ଚାଷୀଙ୍କ ମନରେ ଉଙ୍କି ମାରୁଛି । ତହସିଲଦାର ଏବଂ ବିିଡ଼଼ିଓ  ପ୍ରଶାସନ କିମ୍ବା କପୋର୍ରେଟିଭ ଏବଂ ଏନଜିଓ ଙ୍କ ମଧ୍ୟରେ ରହିଛି  ସମନ୍ୱୟ, ଅଛି କି ନାଁ।  କିଛି ଵ୍ୟଵସାୟୀ  ମାଣ୍ଡିଆ କିଣି ଦଲାଲ ସାଜି ମଣ୍ଡିରେ ବିକ୍ରି କରି ଲାଭବାନ ହେଉ ଥିବା .ଚାଷୀଙ୍କ ଅଭିଯୋଗ ରହିଛି ।ମଣ୍ଡି  ସାମ୍ମନାରେ ଉପସ୍ଥିତ ଥିବା ମେଣ୍ଡକୁଲି ଗ୍ରାମର  ମନୋଜ କୁମାର ରାଓ ଦଳପତି ଗୁଡା ପଞ୍ଚାୟତ ରେ ଯୋଗାଣ ସହାୟକ ଭାବରେ କାର୍ଯ୍ୟ କରନ୍ତି । ସେ ଏହି ମଣ୍ଡିରେ କାରବାର କରୁଥିବା କିଛି ଚାଷୀ ଅଭିଯୋଗ କରିଥିବା ନଜରକୁ ଆସିଛି,ପଞ୍ଚାୟତ କାର୍ଯ୍ୟ ଖିଲାପ କରି ବ୍ୟବସାୟ ରେ ମାତିଛନ୍ତି ଯୋଗାଣ ସହାୟକ ମୋନଜ ବାବୁ, ଚାଷୀଙ୍କ ପ୍ରଶ୍ନ  ଯୋଗାଣ ସହାୟକ ମୋନଜ ବାବୁ କମ ଦରରେ ମାଣ୍ଡିଆ କିଣି ମଣ୍ଡିରେ ମଣ୍ଡି  ଦରରେ ବିକ୍ରି କରୁଛନ୍ତି, ଏବଂ ଚାଷୀ ମାଣ୍ଡିଆର ଉଚିତ ଦର ନପାଇ ମଣ୍ଡିରେ କାର୍ଡ ପାଇବା କୁ ମଧ୍ୟ ଭୁଆଁ ବୁଲେଇ ଥିବାରୁ,ହତାଶ ହୋଇ ଚାଷି  ଠକେଇ ହେଉଛନ୍ତି।

http://www.youtube.com/watch?v=9qH8EWBywx0 

Leave A Reply

Your email address will not be published.