Sign in
Sign in
Recover your password.
A password will be e-mailed to you.
ଡୁଙ୍ଗିପାଳି ଗ୍ରାମରେ ଅଁଳା ନବମୀ ଉପଲକ୍ଷେ ପରିବେଶ ସଚେତନତା ଅଭିଯାନ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଅନ୍ତର୍ଗତ ଡୁଙ୍ଗିପାଲି ଗ୍ରାମରେ ଆଜି ଅଁଳା ନବମୀ ଉପଲକ୍ଷେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ଅଁଳା ବୃକ୍ଷ କୁ ପୂଜାଅର୍ଚ୍ଚନା କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ…
ଆତ୍ମ ନିଯୁକ୍ତି ହିଁ ସଶକ୍ତ ଓଡିଶାର ସ୍ୱପ୍ନ ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଆତ୍ମ ନିଯୁକ୍ତି ବଳରେହିଁ ଓଡିଶା ସଶକ୍ତ ହୋଇ ପାରିବ । ବେରୋଜଗାର ଯୁବକ,ଯୁବତୀ ସ୍ୱାବଲମ୍ଭି ହୋଇପାରିଲେ ଏକ ନୂଆଁ ସୂର୍ଯ୍ୟର କିରଣରେ ଦେଶ ଓ ଜାତି ଆଲୋକିତ ହେବ । ଏଭଳି ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି ଉଦ୍ଦ୍ୟୋକ ଭିତ୍ତିକ ତାଲିମ ଶିବିରରେ ।
…
ଲରପଙ୍କ ସ୍କୁଲରେ ପୂର୍ବ ଛାତ୍ର ମିଳନ ତଥା “ମୋ ସ୍କୁଲ” ଯୋଜନା ସକାଶେ ସଭା l
ହୀରାକୁଦ (ରମାକାନ୍ତ ବିଶ୍ବାଳ): ୦୧.୧୦.୧୯୫୮ ମସିହାରେ ସ୍ଥାପିତ ହୋଇ ଥିବା ଅଧୁନା ସମ୍ବଲପୁର ମହା ନଗର ନିଗମ ହୀରାକୁଦ ର ଲରପଙ୍କ ସ୍କୁଲ ଅଞ୍ଚଳର ସର୍ବ ପୂରାତନ ସ୍କୁଲ ମଧ୍ୟରୁ ଅନ୍ୟତମ ଅଟେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହୁ ଲୋକପ୍ରିୟ ଯୋଜନା ମଧ୍ୟରୁ "ମୋ ସ୍କୁଲ" ଯୋଜନା ଅନ୍ୟତମ,…
ବଡ଼ବିଲ ମେଡିକାଲ ଛକରେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ
ବଡ଼ବିଲ (ଶାସକ ପ୍ରଶାସକ) ଆଜି ବଡ଼ବିଲ ମେଡିକାଲ ଛକରେ କିଛି ଦୁର୍ବୁତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଅଜୟ ମହାକୁଡ଼ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଅଜୟଙ୍କ ଘର ବାଗିଆବୁରୁ ଅଞ୍ଚଳରେ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଆଜି ଦିନ ପ୍ରାୟ ୪ଟା ସମୟରେ ଅଜୟ ନିଜ ପୁଅକୁ ସରକାରୀ…
ମାନନୀୟ ରାଜ୍ୟପାଳ, ଆପଣଙ୍କ କର୍ତ୍ତବ୍ୟ ପରାୟଣତାକୁ ଶତ ପ୍ରଣାମ
ଅବ୍ୟକ୍ତ ଯନ୍ତ୍ରଣା ଭିତରେ ଦେଖାଇଦେଲେ କର୍ତ୍ତବ୍ୟ ଆଗ, ପରେ ପରିବାର ବା ବ୍ୟକ୍ତିଗତ ଜୀବନ !!
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ମହାମହିମ ରାଜ୍ୟପାଳଙ୍କ ପାଇଁ ଥିଲା ଅତି ଦୁଃଖର ଦିନ | ବାସ୍ତବିକ ସବୁଠାରୁ ଯନ୍ତ୍ରଣାର ମୁହୂର୍ତ୍ତ | ଏତେ ଦିନର ଜୀବନ ସାଥି . ଧର୍ମପତ୍ନୀ ତଥା ପ୍ରଥମ…
ଅସହାୟଙ୍କୁ ଆର୍ଥିକ ସହାୟତା ଯୋଗାଇଲେ ବିଡ଼ିଓ
ହରଭଙ୍ଗା /ପ୍ରତାପ ମେହେର : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବନ୍ଧାପଥର ପଞ୍ଚାୟତ ର ଗୁଡ଼ପଡ଼ା ଗ୍ରାମର ହିମାଂଶୁ ବେହେରା । ଅସହାୟ ବୃଦ୍ଧ , ବିଛଣା ରେ ପଡିଛନ୍ତି ନା ସେ କିଛି କହି ପାରୁଛନ୍ତି ନା ସେ କିଛି ଜାଣି ପାରୁଛନ୍ତି । ଘରେ ଯତ୍ନ ନେବାକୁ ଏକାକୀ ତାଙ୍କ ସ୍ତ୍ରୀ ଅଛନ୍ତି । ଅଜଣା…
ବୁଗୁଡା ସମ୍ବାଦ ସାହିତ୍ୟ ଘର ବୈଠକ
ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ସମ୍ବାଦ ସାହିତ୍ୟ ଘର ବୈଠକ ନଭେମ୍ବର ୨୨ ତାରିଖ ଦିନ ବୁଗୁଡା ନିକୁଞ୍ଜ ମୋହନ କ୍ଳବ ପରିସରରେ ସଙ୍ଗଠନର ସଭାପତି ରଘୁନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବାଲିପଦର ଅହଲ୍ୟା ଦେବୀ ମହିଳା…
ପୋଲସରା ବ୍ଲକରେ ୨୩୯ ଜଣଙ୍କୁ ଭତ୍ତା ଓ ୩ ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ବଣ୍ଟନ ।
ପୋଲସରା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକରେ ନଭେମ୍ବର ୨୩ ତାରିଖ ଦିନ ୨୩୯ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ସହ ୩ ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିବା ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ ପ୍ରକାଶ କରିଛନ୍ତି। ଏହି ଭତ୍ତା ବଣ୍ଟନ…
କଲେଜ ଛାତ୍ରଛାତ୍ରୀଙ୍କ ଏ ଆର ଟି କେନ୍ଦ୍ର ପରିଦର୍ଶନ
ଭଞ୍ଜନଗର ( ନିଲୁ ବିଷୋୟୀ )- କ୍ଷତ୍ରିୟବରପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେଡ ରିବନ କ୍ଲବ ଏବଂ ଯୁବ ରେଡକ୍ରସ ଛାତ୍ର ଛାତ୍ରୀ ମାନେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଥିବା ଏ ଆର ଟି କେନ୍ଦ୍ର ପରିଦର୍ଶନ କରିଛନ୍ତି |ଏଠାରେ ଏଚଆଭି ପରୀକ୍ଷା ପ୍ରଣାଳି, ଏଚଆଇଭି ଯୁକ୍ତ ଲୋକଙ୍କ ସହ…
ଅଜଣା ଗାଡି ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ
ଭଞ୍ଜନଗର ( ନିଲୁ ବିଷୋୟୀ ) - ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ସାହାଣପଲ୍ଲୀ ଗ୍ରାମ ନିକଟରେ ଏକ ଦୁର୍ଘଟଣା ଘଟି ଶିବ ଶଙ୍କର ବିଷୋୟୀ (୪୫) ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ଲଣ୍ଡେଇସାହି ଗ୍ରାମର ଶିବ ଶଙ୍କର କୌଣସି କାମ ରେ କୁଲାଡ଼ ଯାଇ…