ପକ୍ଷଘାତ ରୋଗୀଙ୍କୁ ଯୁବକ ସଂଘର ସହାୟତା

ବୁଗୁଡା ( ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲା,ବୁଗୁଡା ବ୍ଲକ, କରସିଙ୍ଗି ପାଞ୍ଚାୟତ ଅନ୍ତର୍ଗତ ସମଲାଇ ଆଦିବାସୀ ଗ୍ରାମର ପକ୍ଷଘାତ ରୋଗରେ ଆକ୍ରାନ୍ତ ଶଙ୍କର ପ୍ରଧାନଙ୍କ ପରିବାରକୁ ମାଣିତରା "ମା ସେନାପତି ଯୁବକ ସଙ୍ଘ" ପକ୍ଷରୁ ନଭେମ୍ବର ୨୨ ତାରିଖ ଦିନ ସହାୟତା ପ୍ରଦାନ କରାଯାଇଛି।…

ଗତ ୬ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି – ଧର୍ମେନ୍ଦ୍ର…

   ଓଡିଶାର ଚାଷୀଙ୍କ ଠାରୁ ୫୩, ୬୮୦.୨୫ କୋଟିର ଧାନ କିଣିଛନ୍ତି ମୋଦି ସରକାର  ଧାନର ଏମଏସପି କ୍ୱିଂଟାଲ ପ୍ରତି ୧୩୬୦ ଟଙ୍କାରୁ ବୃଦ୍ଧି ପାଇ ୧୮୬୮ ଟଙ୍କା ହୋଇଛି  ୨୦୧୮-୧୯ ଠାରୁ ଚାଷୀଙ୍କ ସିଧାସଳଖ ବ୍ୟାଙ୍କ୍ ଖାତାକୁ ୨୭୩୧.୮୭ କୋଟି ଟଙ୍କା ପ୍ରଦାନ  ୨୦୧୬-୧୭ ଠାରୁଫସଲ ବୀମା…

ବିଜୁ ଯୁବ ଓ ଛାତ୍ର ଜନତା ଦଳର ନୂତନ କର୍ମକର୍ତ୍ତା ନିଯୁକ୍ତ 

ଭୁବନେଶ୍ୱର (ଶାସକ ପ୍ରଶାସକ): ଆଜି ବିଜୁ ଜନତା ଦଳ  ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ  ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳର କେତେକ  କର୍ମକର୍ତ୍ତାଙ୍କୁ ନିଯୁକ୍ତ କରାଯାଇଛି ବୋଲି  ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଂଜନ ମଙ୍ଗରାଜ ସୂଚନା…

ରାଷ୍ଟ୍ରୀୟ ହିନ୍ଦୁ ଶକ୍ତି ସଂଗଠନ ପକ୍ଷରୁ ହିନ୍ଦୁ ସମ୍ମିଳନୀ ଆୟୋଜିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରାଷ୍ଟ୍ରୀୟ ହିନ୍ଦୁ ଶକ୍ତି ସଂଗଠନ ଓଡିଶା ଶାଖା ତରଫରୁ  ବୋଷ ଡ୍ୟାନ୍ସ ଷ୍ଟୁଡିଓ ଠାରେ ପ୍ରଥମ ହିନ୍ଦୁ ସମ୍ମିଳନୀ ଆୟୋଜିତ ହୋଇଛି ଯାଇଛି ।  ଉକ୍ତ ସଭାରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ …

ଫୁଲ ତୋଳିବାକୁ ଯାଇ ପାଣିରେ ବୁଡି ଜୀବନ ଗଲା

ବରଗଡ :- ଆଜି ସକାଳୁ ପାଇକମାଲ ପୋଲିସ , ପାଇକମାଲ ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କର ସହାୟତା ରେ ପାଇକମାଲ ବ୍ଲକ ଛେତେଙ୍ଗା ଗ୍ରାମର ପୋଖରୀରୁ ଜଣକର ମୃତଦେହ ଉଦ୍ଧାର କରିଛି । ମୃତକ ଜଣକ ହେଲେ ସେହି ଗ୍ରାମର ବିଶ୍ଵାମିତ୍ର ଭୋଇ (୫୨) । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ…

ପଡିଲା ଆଉ ଏକ ବଡ ଉଇକେଟ : ଓଟିଭିରୁ ଇସ୍ତଫା ଦେଲେ ନିହାର ଭୂୟାଁ 

ଭୁବନେଶ୍ୱର : ଆଜି ବୈଜୟନ୍ତ ପଣ୍ଡା ଓ ଜାଗି ପଣ୍ଡାଙ୍କୁ ଲାଗିଛି ଆଉ ଏକ ଝଟକା । ଓଟିଭିର ଚିଫ ଅପରେଟିଂ ଅଫିସର (ସିଓଓ ) ପଦରୁ ଇସ୍ତଫା ଦେଇଛନ୍ତି ନିହାର ରଞ୍ଜନ ଭୂୟାଁ । ସମ୍ପ୍ରତି ଚାଲିଥିବା ଆଇନଗତ ଲଢେଇରେ ତାଙ୍କୁ ସଂସ୍ଥା ତରଫରୁ କୌଣସି ପ୍ରକାର ସହଯୋଗ ବା ସୁରକ୍ଷା ପ୍ରଦାନ କରିବା ଦିଗରେ…

ଛତିଶଗଡ଼ ରାଜ୍ୟକୁ ବେଆଇନ ବାଲି ଚୋରା ଚାଲାଣ

୯ ଟ୍ରାକ୍ଟର ଜବତ -ଲକ୍ଷାଧିକ ଟଙ୍କା ଜରିମାନା ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଙ୍ଗନଦୀ ପଠାରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ରୋକିବା ପାଇଁ ଜଗଦଲପୁର ପୋଲିସ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଥାନା ଅଧିକାରୀ ଲିଲିମା ଲଳିତା…

ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ଦେହାନ୍ତ 

ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ   ଭୁବନେଶ୍ୱର (ଶାସକ ପ୍ରଶାସକ) ଓଡ଼ିଶାର ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କର ଧର୍ମପତ୍ନୀ ସୁଶୀଲା ଦେବୀଙ୍କ ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି | କିଛି ଦିନଧରି…

 ଶିକ୍ଷା ବିଭାଗ ଯୁଗ୍ମ ନିର୍ଦ୍ଦେଶକଙ୍କ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତ

ପାରଳାଖେମୁଣ୍ଡି ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡ.ସନାତନ ପଣ୍ଡା ଦୁଇଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ଶିକ୍ଷା ବିଭାଗର ସମୀକ୍ଷା କରିଛନ୍ତି ।  ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଡି.ଇ.ଓ ,…

ପୋଲସରା ସହରରେ ବିଜେଡିର ମିଶ୍ରଣ ପର୍ବ

ପୋଲସରା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ଅନ୍ୟ ଦଳର ବହୁ କର୍ମୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଜଣାପଡିଛି। ନଭେମ୍ବର ୨୨ ତାରିଖ ଦିନ ପୋଲସରା…