“ନାକ୍’ ଦ୍ୱାରା ପ୍ରସ୍ତୁତ ଓଡ଼ିଶା ରିପୋର୍ଟ ପୁସ୍ତିକା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଶୁଭ ଉନ୍ମୋଚିତ

ଭୁବନେଶ୍ୱର,(ଶାସକ ପ୍ରଶାସକ): ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଅଭିବୃଦ୍ଧି ପ୍ରତି ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତିା ଶିକ୍ଷାନୁଷ୍ଠାନଗୁଡ଼ିକରେ ବୈଷୟିକ ବାତାବରଣରେ ଉନ୍ନତି ଆଣି ଶିକ୍ଷାଦାନ କ୍ଷେତ୍ରରେ ପ୍ରଭୂତ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର…

ମ୍ୟାଲେରିଆ ନିରାକରଣ ତଥା ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ ସକାଶେ ପ୍ରସ୍ତୁତି ।

ଝାରସୁଗୁଡ଼ା: (ସୁଭାଷ ସହାରେ) :ମ୍ୟାଲେରିଆର ପ୍ରାଦୁର୍ଭାବରୁ ରକ୍ଷା ପାଇଁ ଜିଲ୍ଲାରେ ମ୍ୟାଲେରିଆର ନିରାକରଣ ତଥା  ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ  କାର୍ଯ୍ୟକ୍ରମ ସକାଶେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ  ହୋଇଯାଇଛି । ଜିଲ୍ଲା…

ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଘରୋଇ କଳହରୁ ସ୍ତ୍ରୀଙ୍କୁ ମାଡ଼ ମାରି ସଜ୍ଞାହୀନ କରିଦେଲା ସ୍ବାମୀ। ଶେଷରେ ଅଚେତ ସ୍ତ୍ରୀ ଉପରେ କିରୋସିନି ଲଗାଇ ଜିଅନ୍ତା ଜାଳିଦେଲା। ପାରିବାରିକ କଳହ ପରେ ଏପରି ଏକ ମର୍ମନ୍ତୁଦ ଘଟଣା ଘଟିଯାଇଛି ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ଥାନା ଅଞ୍ଚଳରେ ଭୀମଯୋର…

ପୁଣି ଏକ ନାବାଳିକାର ବିବାହ ରୋକିବାରେ ସକ୍ଷମ ହେଲେ ଚାଇଲ୍ଡଲାଇନ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ଥାନା ଅଞ୍ଚଳରେ ଏକ ନାବାଳିକାର ବିବାହକୁ ରୋକିବାରେ ସକ୍ଷମ ହୋଇଛନ୍ତି ଚାଇଲ୍ଡଲାଇନ କର୍ମକର୍ତ୍ତା। ଖବର ଅନୁଯାୟୀ, ଆସନ୍ତା ୨୫ ନଭେମ୍ବରରେ ଏହି ବିବାହ ହେବାକୁ ଥିବା ଜାଣିବାକୁ ପାଇ କୋଲାବିରା ପୋଲିସ ଓ ଚାଇଲ୍ଡଲାଇନ…

ବେଦାନ୍ତ ଝାରସୁଗୁଡ଼ାକୁ ମିଳିଲା ‘ଆପେକ୍ସ ଇଣ୍ଡିଆ ଗ୍ରୀନ୍ ଲିଫ୍ “ପ୍ଳଟିନମ” ଆୱାର୍ଡ।

ଝାରସୁଗୁଡା:(ସୁଭାଷ ସହାରେ): ଧାତୁ ଏବଂ ଖଣିବର୍ଗର ସ୍ଥାୟୀତ୍ୱର ଉଲ୍ଲେଖନୀୟ ସଫଳତା ପାଇଁ ଭାରତର ଆଲୁମିନିୟମ ତଥା ମୂଲ୍ୟଯୁକ୍ତ ଉତ୍ପାଦର ସର୍ବବୃହତ କମ୍ପାନୀ ବେଦାନ୍ତ ଝାରସୁଗୁଡ଼ା 'ଆପେକ୍ସ ଇଣ୍ଡିଆ ଗ୍ରୀନ୍ ଲିଫ୍ ‘ପ୍ଲାଟିନମ୍’ ବିଜେତା ଭାବରେ ଘୋଷିତ ହୋଇଛି| ଧାତୁଓ ଖଣିସମ୍ପଦ କ୍ଷେତ୍ରରେ…

ଶେଷରେ ସୀମାରେ ପ୍ରଶାସନ ଦ୍ବାରା ଓଡ଼ିଶାର ନାମଫଳକ ଲଗାଯିବା ପାଇଁ ଚିହ୍ନଟ ହେଲା ୬ଟି ସ୍ଥାନ ।

ଝାରସୁଗୁଡ଼ା:(ସୁଭାଷ ସହାରେ):ରେ ଓଡ଼ିଶା ଓ ଛତିଶଗଡ଼ ସୀମାରେ ଲାଗିବ ଓଡ଼ିଶାର ନାମଫଳକ। କୌଣସି ନାମଫଳକ ନ ଥିବାରୁ ବାରମ୍ବାର ଛତିଶଗଡ଼ ପୋଲିସ ସୀମା ଅତିକ୍ରମ କରି ଓଡ଼ିଶାର ଗ୍ରାମଗୁଡ଼ିକୁ ପଶି ଲୋକଙ୍କୁ ବିଭିନ୍ନ ଉପାୟରେ ହଇରାଣ କରିବା  ଅଭିଯୋଗ ହେଉଥିଲା। ଛତିଶଗଡ଼ ପୋଲିସର ଏତାଦୃଶ…

ନିଆଁ ଗିଳିଦେଲା ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ, ଟେଣ୍ଟ ହାଉସ ସଂପୂର୍ଣ୍ଣ ଭାବରେ ଭସ୍ମୀଭୂତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଅଗ୍ନିକାଣ୍ଡ ଘଟି ଝାରସୁଗୁଡ଼ାର ଏକ ଟେଣ୍ଟ ହାଉସର ପ୍ରାୟ ପଚାଶ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ଭସ୍ମ ହୋଇଯାଇଛି।ଗତରାତି ପ୍ରାୟ ଦେଢ଼ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶମ ବିଭାଗର ୪ଟି ଦମକଳ ପହଞ୍ଚି ନିଆଁକୁ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ…

ପ୍ରଭାରୀ ପୁରନ୍ଦେଶ୍ୱରୀଙ୍କୁ ଭର୍ଚୁଆଲ ସମ୍ବର୍ଦ୍ଧନା ଦେଲା ରାଜ୍ୟ ବିଜେପି 

"ଏକାଠି ହୋଇ ଆଗାମୀ ପୌର, ତ୍ରିସ୍ତରୀୟ ପଂଚାୟତ ଏବଂ ସାଧାରଣ ନିର୍ବାଚନରେ ବିଜେପିକୁ ସଫଳ କରିବାକୁ ଦେଲେ ଆହ୍ବାନ" ଭୁବନେଶ୍ୱର(ଶାସକ ପ୍ରଶାସକ) :ଆଜି ପ୍ରଦେଶ କାର୍ଯ୍ୟାଳୟ ଠାରେ ନବନିଯୁକ୍ତ ଓଡିଶା ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ ଏବଂ ସହପ୍ରଭାରୀ ବିଜୟ ପାଲ ସିଂହ ତୋମାରଜୀଙ୍କୁ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜିଲ୍ଲାପାଳ 

ପୋଲସରା: (ଡ଼ଃ. କୁମୁଦ ଚନ୍ଦ୍ର ବେହେରା)  ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନଭେମ୍ବର ୨୩ ତାରିଖ ଦିନ ପୋଲସରା ବ୍ଲକ ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ଆସି ବିଦ୍ୟାଳୟର ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି। ସର୍ବଭାରତୀୟ ସ୍ତରରେ ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟ ପଞ୍ଚମ…

ଉଠାଦୋକାନୀଙ୍କୁ ବିକ୍ରି ପାଇଁ ଅନୁମତି ଦାବିରେ ପୁଣି ତାତିଲେ ଉଠାଦୋକାନୀ ସଂଘ।

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ - ସମ୍ବଲପୁର ସହରରେ ବିଭିନ୍ନ ଉଠାଦୋକାନ ଖୋଳି ନିଜର ଗୁଜୁରାଣ ମେଣ୍ଡାଉଥିବା ଉଠାଦୋକାନୀ ଙ୍କ ଉପରେ ଦାଉ ସାଜୁଛି ସମ୍ବଲପୁର ମହାନଗର ନିଗମ । ସହରରେ ବିଭିନ୍ନ ସ୍ଥାନରେ ଦୋକାନ ଲଗାଇଥିବା ଦୋକାନି ଙ୍କୁ ବାରମ୍ବାର ସ୍ଥାନାନ୍ତରିତ କରାଯିବା ଯୋଗୁଁ ତାଙ୍କର…