ଓଡଗାଁ ଏନଏସିରେ ନୂଆ ଏକଜେକ୍ୟୁଟିଭ ଅଫିସର 

0

ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) :  ବହୁଦିନ ଧରି ଖାଲି ରହିବା ତଥା ମୁରବି ବିହୀନ ହୋଇ ଚାଲିବ ପରେ ଶେଷରେ ପୂରଣ ହେବାକୁ ଯାଉଛି ଓଡଗାଁ ଏନଏସିରେ ଏକଜେକ୍ୟୁଟିଭ ଅଫିସର ପଦବୀ | ଓଡଗାଁ ଏନଏସିରେ ନୂଆ ଏକଜେକ୍ୟୁଟିଭ ଅଫିସର ଭାବେ ଯୋଗ ଦେବେ ମିସ ସ୍ୱାତୀ ମିଶ୍ର | ବ୍ରହ୍ମପୁର ମହାନଗର ନିଗମରେ ଅଫିସର ଅନ ସ୍ପେଶାଲ ଡ୍ୟୁଟି (ଓଏସଡି) ଭାବେ କାର୍ଯ୍ୟରତ ସ୍ୱାତୀ ମିଶ୍ରଙ୍କୁ ଓଡ଼ଗାଁ ଏନଏସିର ଏକଜେକ୍ୟୁଟିଭ ଅଫିସର ଭାବେ ବଦଳି କରାଯାଇଥିବା ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି | 

Leave A Reply

Your email address will not be published.