ରାଜ୍ୟ ଶିଶୁ ସୁରକ୍ଷା କମିଶନଙ୍କର ପାଇକମାଲ କସ୍ତୁରବା ଗାନ୍ଧୀ ମାତୃ ନିକେତନ ପରିଦର୍ଶନ

ବରଗଡ :- ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନ ର ମୂଖ୍ୟ ନିର୍ମଳ ଗିରୀଙ୍କର ପିଛା ଛାଡୁନାହିଁ ବିବାଦ । ନିର୍ମଳ ଗିରି ଏହି ଅନୁଷ୍ଠାନ ର ମୁଖ୍ୟ ଭାବରେ କାର୍ଯ୍ୟ ଆରମ୍ଭ କରିବା ଦିନଠାରୁ କ୍ରମାଗତ ଭାବରେ ବିବାଦ ଘେରରେ ରହି ଆସୁଥିବା ସହିତ ତାଙ୍କର ନାମରେ ଅନେକ ଅଭିଯୋଗ ହୋଇ…

ଅଖିଳେଶ୍ୱରଙ୍କ ପାଇଁ ପୁରୀ ଦୁଇଫାଳ 

ପୁରୀ/ସ୍ୱତନ୍ତ୍ର ପ୍ରତିନିଧି :  ବଦଳିଛନ୍ତି ଏସ୍ ପି । ହେଲେ ଥମିନି ହାଜତ ମୃତ୍ୟୁ ତାତି । କିଏ କହୁଛି ବିଦାୟୀ ଏସ୍ ପି ଅଖିଳେଶ୍ୱର ସିଂ ଫେରିବା ଦରକାର ତ କେତେକ କହୁଛନ୍ତି ବିବାଦୀୟ ଏସ୍ ପି ହଟିଲେ ମଧ୍ୟ ମୃତ ରମେଶଙ୍କ ପରିବାରକୁ ନ୍ୟାୟ ଦେବାପାଇଁ  ପାଇଁ ଏ ଲଢେଇ ଜାରି ରହିବ । କିଛି…

ଏନ୍ଏସ୍ଏସ୍ ବିଶ୍ୱର ସର୍ବବୃହତ ଯୁବ କାର୍ଯ୍ୟକ୍ରମ : ଡଃ ଭଗବାନ ପ୍ରକାଶ

ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀକୁ ସ୍ମରଣୀୟ କରିବା ନିମନ୍ତେ ୧୯୬୯ ମସିହାରେ ନ୍ୟାସନାଳ  ସର୍ଭିସ୍ ସ୍କିମ୍ (ଏନ୍ଏସ୍ଏସ୍) ଗଠିତ ହୋଇଥିଲା । ଏନ୍ଏସ୍ଏସ୍ ହେଉଛି ବିଶ୍ୱର ସର୍ବବୃହତ ଯୁବ କାର୍ଯ୍ୟକ୍ରମ ବୋଲି ରବିବାର ଦିନ ସୂଚନା ଦେଇଛନ୍ତି ଏହାର ପୂର୍ବତନ…

ମେଲଛାମୁଣ୍ଡା ପୁଲିସ ଏଏସଆଇଙ୍କ ଅକାଳ ବିୟୋଗ

ମେଲଛାମୁଣ୍ଡା,(ମନୋଜ ଭୋଇ)- ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନାରେ କାର୍ଯ୍ୟରତ ପୁଲିସ ଆସିଷ୍ଟାଣ୍ଟ  ସବ ଇନ୍ସପେକ୍ଟର (ଏଏସଆଇ) ଦିଲିପ କୁମାର ଦେହୁରୀଙ୍କ ସୋମବାର ଭୋରରୁ ଅନଗୁଲ ଜିଲ୍ଳାର ଏକ ନର୍ସିଙ୍ଗହୋମରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଲକୁ ତାଙ୍କ ୫୬ବର୍ଷ ହେଉଥିଲା । ସେ ଦୀର୍ଘ ବର୍ଷ…

ଅଁଳାନବମୀରେ ପାଳିତ ହେଲା ନୀତିକାନ୍ତି:ଶ୍ରଦ୍ଧାଳୁଙ୍କୁ ମିଳିଲାନି ଦର୍ଶନ 

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ପବିତ୍ର କାର୍ତ୍ତିକ ମାସ ଶୁକ୍ଳ ନବମୀ ତିଥିରେ ଓଡଗାଁ ପ୍ରଭୁ ଶ୍ରୀରଘୁନାଥଜୀଉଙ୍କ ପୀଠରେ ପରମ୍ପରା ଅନୁସାରେ ଅଁଳା ନବମୀ ପାଳିତ ହୋଇଯାଇଛି । ବିଧି ବିଧାନ ପୂର୍ବକ ମାତା ସୀତାଙ୍କ ପାଦଦର୍ଶନ ନୀତି  ଅନୁଷ୍ଠିତ  ହୋଇଥିଲେ ମଧ୍ୟ କୋଭିଡ କଟକଣା ପାଇଁ ତାହା…

ସତ୍ୟସାଇ ବାବାଙ୍କ ୯୫ ତମ ଜନ୍ମ ଦିବସ ପାଳିତ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଶ୍ରୀ ସତ୍ୟସାଇ ମନ୍ଦିର ପ୍ରାଙ୍ଗଣରେ ବାବାଙ୍କର ୯୫ତମ ଜନ୍ମ ଦିନ ନିରାଡମ୍ବର ସହକାରେ ପାଳିତ ହୋଇଯାଇଛି । କରୋନା କଟକଣାକୁ ଧ୍ୟାନରେ ରଖି ପ୍ରାତଃ କାଳରେ ଓଁକାର ଓ ସୁପ୍ରଭାତଂ ପରେ ସତ୍ୟସାଇ ସେବା ସମିତି ଓଡ଼ଗାଁର ଆବାହକ ଚନ୍ଦନ କୁମାର ପାତ୍ରଙ୍କ…

ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଏବଂ ପିମିଟି କଲେଜ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ରାଜ୍ୟ ସରକାରଙ୍କ ପରିଚାଳିତ ରାଜ୍ୟ ସ୍ତରୀୟ ସ୍ନାତକୋତର ଏକକ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି । ଉକ୍ତ ପରୀକ୍ଷାରେ ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଛାତ୍ର ରମାକାନ୍ତ ମହାନ୍ତି ଚତୁର୍ଥ ସ୍ଥାନ, ପିମିଟି କଲେଜ…

ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ରାମଚନ୍ଦ୍ର ଦେଓଙ୍କ ପ୍ରତିମୁର୍ତି ଉନ୍ନୋଚନ 

  ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) :  ନୂଆଗାଁ ବ୍ଳକ୍ ବେରୁଆଁବାରୀ  ପଂଚାୟତ ଅନ୍ତର୍ଗତ ବେରୁଆଁବାରୀ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ରାମ ଚନ୍ଦ୍ର ଦେଓଙ୍କ ପ୍ରତିମୂର୍ତ୍ତୀ  ସିଦ୍ଧାର୍ଥ ଶେଖର ସିଂହ , ଦୁର୍ଗାମାଧବ ଶ୍ରୀଚନ୍ଦନ ମହାପାତ୍ର , ତ୍ରିଭୁବନ…

ରାଜ୍ୟର ୬ ପ୍ରମୁଖ ବିଶ୍ୱବିଦ୍ୟାଳୟର ନବନିଯୁକ୍ତ କୁଳପତି ମାନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଶୁଭେଚ୍ଛା

ସମସ୍ତଙ୍କ ନେତୃତ୍ୱରେ ଓଡ଼ିଶାର ଉଚ୍ଚଶିକ୍ଷାରେ ଗୁଣାତ୍ମକ ମାନ ବଢ଼ିବ - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର- ମହାମହିମ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ କ୍ରମେ ରାଜ୍ୟର ୬ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଥିବା ପ୍ରଫେସର କିଶୋର…

ମୋଦୀ ସୋସିଆଲ ମିଡିଆରେ ଦେଶର ସବୁଠାରୁ ଲୋକପ୍ରିୟ ରାଜନେତା 

 ନୂଆଦିଲ୍ଲୀ (ଏଜେନ୍ସି) :  ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ଟ୍ୱିଟର, ଗୁଗୁଲ୍ ସର୍ଚ୍ଚ ଏବଂ ୟୁଟ୍ୟୁବ୍ ଭଳି ପ୍ଲାଟଫର୍ମରେ ସର୍ବାଧିକ ସଂଖ୍ୟକ ଟ୍ରେଣ୍ଡର ନେତୃତ୍ୱ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସୋସିଆଲ ମିଡିଆରେ ସବୁଠାରୁ ଲୋକପ୍ରିୟ ରାଜନେତା ହୋଇ ରହିଛନ୍ତି ବୋଲି ଏକ…