Sign in
Sign in
Recover your password.
A password will be e-mailed to you.
୨୦୨୦-୨୧ ଆର୍ଥିକ ବର୍ଷର ଅକ୍ଟୋବର-୨୦ ମାସ ସୁଦ୍ଧା ଭାରତ ସରକାରଙ୍କ ଖାତାର ମାସିକ ସମୀକ୍ଷା
ନୂଆଦିଲ୍ଲୀ (ଶାସକ ପ୍ରଶାସକ) ; ୨୦୨୦-୨୧ ଆର୍ଥିକ ବର୍ଷର ଅକ୍ଟୋବର, ୨୦୨୦ ମାସ ପର୍ଯ୍ୟନ୍ତ ଭାରତ ସରକାରଙ୍କର ମାସିକ ଖାତାକୁ ସମ୍ମିଶ୍ରଣ କରାଯାଇଛି ଏବଂ ଏହାର ରିପୋର୍ଟ ପ୍ରକାଶିତ ହୋଇଛି।
2020-21 ଆର୍ଥିକ ବର୍ଷର ଅକ୍ଟୋବର, ୨୦୨୦ ମାସ ସୁଦ୍ଧା ଭାରତ ସରକାର ମୋଟ ୭,୦୮,୩୦୦ କୋଟି ଟଙ୍କାର…
ବାଳ ମୁକୁନ୍ଦ କେନ୍ଦ୍ର ଏବଂ ରାଧାଗୋବିନ୍ଦ ଧାମ ଠାରେ ଶ୍ରୀକୃପାଳୁ ମହାରାଜଙ୍କ ମହାପରାୟଣ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ଜଗତଗୁରୁତ୍ତମ ଶ୍ରୀକୃପାଳୁ ଜୀ ମହାରାଜଙ୍କ ସପ୍ତମ ବାର୍ଷିକ ମହାପାରାୟଣ ଦିବସ , ଯିଏ ମାନବ ଜାତିକୁ ଇଶ୍ଵରୀୟ ଜ୍ଞାନର ବିଶୁଦ୍ଧ ରଶ୍ମୀରେ ଉଦଭାସିତ କରୁଛନ୍ତି l
ଏହି ଅବସରରେ ବାଳ ମୁକୁନ୍ଦ କେନ୍ଦ୍ରର ଶିଶୁମାନେ…
ଗ୍ରୀନ ଏସୋସିଏସନ ରେଙ୍ଗାଲିର ଦ୍ବିତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ।
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):ଗ୍ରୀନ ଏସୋସିଏସନ ରେଙ୍ଗାଲି ପକ୍ଷରୁରୁ ମଙ୍ଗଲବାର ଦିନ ଠାରୁ ଆରମ୍ଭ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଯାପିତ ହୋଇଯାଇଛି।
ପ୍ରଥମ ଦିନ ଯୁବ ସମାଜସେବୀ ଚିନ୍ତାମଣି ବାଗ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଟକୁ ଉଦଘାଟନ କରିବା ସହ ଖେଳାଳି…
ଧନ୍ୟ ରେଳ ଷ୍ଟେସନ କର୍ତ୍ତୃପକ୍ଷ : ଜାତୀୟ ପତାକା ପ୍ରତି କି ସମ୍ମାନ !!!!
ଗର୍ବର ସହ ବର୍ଷେ କାଳ ଉଡେଇଲ ଚିରି ଯାଇଥିବା ତ୍ରିରଙ୍ଗା ପତାକା
ଝାରସୁଗୁଡ଼ା :(ସୁଭାଷ ସହାରେ) :ନାଗରିକର ମୌଳିକ କର୍ତ୍ତବ୍ୟ ମଧ୍ୟରୁ ଗୋଟିଏ ହେଉଛି ଜାତୀୟ ପତାକା, ଜାତୀୟ ସଂଗୀତ ଓ ଜାତୀୟ ପ୍ରତୀକ ପ୍ରତି ସମ୍ମାନ। ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ ପାଇଁ ଦେଶର କେତୋଟି ପ୍ରଧାନ ରେଳ…
ବର୍ଷୀୟାନ କଂଗ୍ରେସ ନେତା ଅହମଦ ପଟେଲ ଓ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ବିୟୋଗରେ ଶୋକସଭା।
ଝାରସୁଗୁଡ଼ା :(ସୁଭାଷ ସହାରେ) :ବରିଷ୍ଠ କଂଗ୍ରେସ ନେତା ଓ କଂଗ୍ରେସ ଦଳର ଚାଣକ୍ୟ ଭାବରେ ସୁପରିଚିତ ରାଜ୍ୟସଭା ସାଂସଦ ଅହମଦ ପଟେଲ ଓ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ ତରଫରୁ ଏକ ଶୋକସଭା ପାଳନ କରାଯାଇଥିଲା ଏହି ଅବସରରେ ଜିଲ୍ଲାର ପ୍ରମୁଖ କଂଗ୍ରେସ…
କିିସ୍ ସୌଜନ୍ୟରୁ ଷଷ୍ଠ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ଓ ବହିପତ୍ର ବଣ୍ଟନର
ଝାରସୁଗୁଡ଼ା :( ସୁଭାଷ ସହାରେ) -ଝାରସୁଗୁଡ଼ା ପୌରାଞ୍ଚଳ ବଢ଼େଇମୁଣ୍ଡା,ରଙ୍ଗିଆପଡ଼ାଠାରେ ଅବସ୍ଥିତ କିସ୍ କାର୍ଯ୍ୟାଳୟଠାରେ ୬ଷ୍ଠ ପର୍ଯ୍ୟାୟ ଶୁଖିଲା ଖାଦ୍ୟ, ଯୁକ୍ତ ଦୁଇ ବହିପତ୍ର, ବିଭିନ୍ନ ଲିଖନ ସାମଗ୍ରୀ, ଯୁକ୍ତ ତିନି ପରିଚୟ ପତ୍ର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବଣ୍ଟା ଯାଇଥିଲା।…
କୋଭିଡ-19ର ପ୍ରଭାବ : କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଲାଗିଲା କଟକଣା।
ଝାରସୁଗୁଡ଼ା :(ସୁଭାଷ ସହାରେ) :କୋରୋନା ଖାଇଗଲା ସମସ୍ତ ପର୍ବପର୍ବାଣୀ। ଏବର୍ଷ କୌଣସି ପର୍ବକୁ ଲୋକେ ସ୍ବାଭାବିକ ଭାବରେ ପାଳନ କରି ନ ପାରିବା ଲୋକଙ୍କ ପାଇଁ ସବୁଠାରୁ ଆଶ୍ଚର୍ଯ୍ୟର ଘଟଣା ହୋଇ ରହିଯିବ। ଗୋଟିଏ ପର୍ବରେ କଟକଣାକୁ ପାଳନ କରି ଅନ୍ୟ ଏକ ପର୍ବରେ ସ୍ବାଭାବିକ ସ୍ଥିତି ଫେରି ଆସିବାକୁ…
ଡ୍ରେସିଂ ବାହାନାରେ ……ଛିଃ ଛିଃ ଛିଃ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ୍ରେସିଂ ବାହାନାରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ।
ତଦନ୍ତ କମିଟି ଗଠନ କଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଡ଼ାଜଳା ବିଭାଗରେ ଚିକିତ୍ସାଧିନ ଯୁବତୀଙ୍କୁ ଜଣେ…
ବୈଜୟନ୍ତଙ୍କୁ ହେଲା କରୋନା
ଭୁବନେଶ୍ୱର (ଶାସକ ପ୍ରଶାସକ) : ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ କରୋନା ହୋଇଛି | ସେ ନିଜେ ଏ ବିଷୟ ଟୁଇଟ କରି ସୂଚନା ଦେଇଛନ୍ତି |୨୭ ତାରିଖ ବିଲମ୍ବିତ ରାତିରେ ସେ ଟୁଇଟ କରି ଏ ବିଷୟ ସ୍ପଷ୍ଟ କରିଛନ୍ତି | ସେ ବର୍ତ୍ତମାନ ସଙ୍ଗରୋଧରେ ଥିବା ବେଳେ ତାଙ୍କ ସହ ନିକଟ…
ଓଡଗାଁ ଶ୍ରୀ ରଘୁନାଥ ଜୀଉଙ୍କ ପଂଚୁକ ପର୍ବ : ମତ୍ସ୍ୟ କଚ୍ଛପ ବେଶରେ ପ୍ରଭୁ ରଘୁନାଥ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଆଜି କାର୍ତୀକ ମାସ ପଂଚୁକ ଦିତୀୟ ସନ୍ଧ୍ୟା ମଳ ଦ୍ୱାଦଶୀ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିବା ବେଳେ ପ୍ରସିଦ୍ଧ ଓଡ଼ଗାଁ ସ୍ୱର୍ଣ୍ଣ କଳଶ କ୍ଷେତ୍ର ଶ୍ରୀରଘୁନାଥ ଜିଉଙ୍କ ପୀଠରେ ରଘୁନାଥଙ୍କ…