Sign in
Sign in
Recover your password.
A password will be e-mailed to you.
ବିଜେପି ପକ୍ଷରୁ ସମ୍ବିଧାନ ଦିବସ ପାଳିତ।
ଝାରସୁଗୁଡ଼ା :(ସୁଭାଷ ସହାରେ) : ଭାରତର ସମ୍ବିଧାନ ଦିବସ। ଦେଶର ସମସ୍ତ ସ୍ଥାନରେ ସମ୍ବିଧାନ ଦିବସ ପାଳିତ ହେଉଛି। ଝାରସୁଗୁଡ଼ାର ମଧ୍ୟ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଅଛି।
ଭାରତୀୟ ଜନତା ଦଳ ତରଫରୁ ଝାରସୁଗୁଡ଼ାର ସରବାହାଲସ୍ଥିତ ସୁନାରୀମୁଣ୍ଡାରେ…
“ଭାରତ ବନ୍ଦ” ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହେଲା, ଯୋଗଦେଲେ ବିଭିନ୍ନ ସଂଗଠନ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଦେଶର ବିଭିନ୍ନ ସଂଗଠନ ଦ୍ଵାରା ଡାକରା ଦିଆଯାଇଥିବା "ଭାରତ ବନ୍ଦ"ର ପ୍ରଭାବ ଝାରସୁଗୁଡ଼ାରେ ମଧ୍ୟ ପରିଲକ୍ଷିତ ହୋଇଥିଲା । ଝାରସୁଗୁଡ଼ା ଗଣସଂଗଠନ କ୍ରିୟାଅନୁଷ୍ଠାନ ମିଳିିତ ମଞ୍ଚ ତରଫରୁ ଭାରତ ବନ୍ଦ ଝାରସୁଗୁଡ଼ାରେ ଶାନ୍ତିପୂର୍ଣ୍ଣ ଭାବରେ ସମାପ୍ତ ହେବା…
ଆଉ ଜଣେ କୋଭିଡ ଯୋଦ୍ଧାଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ଡା. ଶ୍ରୀମନ୍ତ ସାହୁଙ୍କ ମୃତ୍ୟୁ
ବଲାଙ୍ଗୀର/ନିରୋଜ ମିଶ୍ର : କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ବଲାଙ୍ଗୀର ମାଟିର ସୁପୁତ୍ର ମେଡିସିନ ପ୍ରଫେସର ଡା. ଶ୍ରୀମନ୍ତ ସାହୁ। ଦ୍ୱାରକା ସ୍ଥିତ ମନିପାଲ ହସପିଟାଲରେ ଭର୍ତ୍ତି ହୋଇ ସେ ଚିକିତ୍ସାଧୀନ ଥିଲେ। ବୁଧବାର ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…
ପରଲୋକରେ ପଣ୍ଡିତ ସରୋଜ ଦେବତା
ସମ୍ବଲପୁର - (ରମାକାନ୍ତ ବିଶ୍ବାଳ)-ବରଗଡ ଜିଲ୍ଲା, ଅତାବିରା ଏନ୍ଏସି ଖଲିଆପାଲି ଗ୍ରାମର ପଣ୍ଡିତ ସରୋଜ ଦେବତା (୫୦)ଙ୍କ ବୁଧବାର ରାତିରେ ହୃଦଘାତରେ ପରଲୋକ ହୋଇଯାଇଛି। ସେ ଜଣେ ବିଜୁଜନତାଦଳର ସକ୍ରିୟ କର୍ମୀ ଥିବା ସଙ୍ଗେସଙ୍ଗେ ବରଗଡ, ସମ୍ବଲପୁର , ଝାରସୁଗୁଡା , ସୁନ୍ଦରଗଡ ଜିଲ୍ଲାରେ ଜଣେ…
ଭଞ୍ଜନଗର ଜେଲ ପଡ଼ିଆରେ କ୍ଷୁଦ୍ର ପ୍ରଦର୍ଶନୀ ମେଳା
ଭଞ୍ଜନଗର ( ନିଲୁ ବିଷୋୟୀ ) - ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ଭଞ୍ଜନଗର ଜେଲ୍ ପଡିଆ ଠାରେ କ୍ଷୁଦ୍ର ପ୍ରଦର୍ଶନୀ ମେଳାକୁ ଆଜି ସନ୍ଧ୍ୟାରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି। ମିଶନ ଶକ୍ତି ଏବଂ…
ଭଞ୍ଜନଗର ରେ ଭାରତ ବନ୍ଦର ପ୍ରଭାବ
ଭଞ୍ଜନଗର ( ନିଲୁ ବିଷୋୟୀ ) - ସମଗ୍ର ଦେଶରେ ଆଜି ସମ୍ମିଳିତ ଟ୍ରେଡ଼ ୟୁନିଅନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ଭଞ୍ଜନଗର ରେ ମଧ୍ୟ ଏହାକୁ ସମର୍ଥନ ଜଣାଇ କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ଜନଵିରୋଧି ନିତି ବିରୋଧ ରେ ଆଜି ଭଞ୍ଜନଗର ରେ ବିଭିନ୍ନ ବ୍ୟାଙ୍କ୍, ଭାରତୀୟ…
ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର
ଭଞ୍ଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ନୂତନ ବସଷ୍ଟାଣ୍ଡ ପରିସରରେ ଥିବା ଶୌଚାଳୟ ନିକଟରେ ଥିବା ଏକ ଘର ସାମ୍ନାରୁ ଆଜି ଅପରାହ୍ନ ସମୟରେ ପଡି ରହିଥିବା ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ବୁଗୁଡ଼ା ଥାନା ଡାହୁକ ଗ୍ରାମର ନାରାୟଣ ପ୍ରଧାନ(୬୦)।…
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ :ଦୁର୍ଘଟଣା ଘଟିଥିବା ବୋଲେରୋ ଫେରାର
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଭଗତପୁର ଛକ ନିକଟରେ ବିଜୁ ଏକ୍ସପ୍ରେସ ୱେ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇ ଜଣକର ମୃତ୍ୟୁ ହୋଇଯାଇଛି । ମିଳିଥିବା ସୂଚନା ମୁତାବକ ଆଜି ରାତି ପ୍ରାୟ ଆଠ ଘଣ୍ଟା ସନୟରେ ବୋଡ଼ାସମ୍ବର ଗ୍ରାମ ନିବାସୀ ପିତ ବରିହା ପଦ୍ମପୁର ରୁ ନିଜ ଗ୍ରାମକୁ…
ପରୀ ନ୍ୟାୟ ପାଉ, ଯିଏ ପ୍ରକୃତ ଦୋଷୀ ତାକୁ କଠୋର ଦଣ୍ଡ ମିଳୁ : ଅରୁଣ
ଭୁବନେଶ୍ୱର: ‘ଛୋଟ ଝିଅ ପରୀର ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି । ସେଥିରେ ମୁଁ ଗଭୀର ମର୍ମାହତ ହୋଇଛି । ତାଙ୍କ ପରିବାରକୁ ନ୍ୟାୟ ମିଳିବା ମୋର ଉଦ୍ଦେଶ୍ୟ । ମୋର ରାଜନୈତିକ ଜୀବନରେ ମୁଁ ହିଂସାର ଘୋର ବିରୋଧୀ । ଯେ କୌଣସି ମୃତ୍ୟୁରେ ମୁଁ ମର୍ମାହତ ହୁଏ । ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ…
କ୍ୟାପିଟାଲ୍ ହସ୍ପିଟାଲରେ ଏମ୍ଆରଇ ପରୀକ୍ଷା ସୁବିଧା ଲୋକାର୍ପିତ
"ଉନ୍ନତ ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦିଆଯାଉଛି' : ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ
ଭୁବନେଶ୍ୱର(ଶାସକ ପ୍ରଶାସକ) :ଉନ୍ନତ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଉପରେ ରାଜ୍ୟ ସରକାର ଅଗ୍ରାଧିକାର ଦେଇଛନ୍ତିା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ "ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା' ଅଭିଯାନକୁ…