Sign in
Sign in
Recover your password.
A password will be e-mailed to you.
ଇଚ୍ଛାମୃତ୍ୟୁ ଚାହୁଁଥିବା ଅନିତାଙ୍କୁ ରେଡକ୍ରସ ପାଣ୍ଠିରୁ ମିଳିବ ଆର୍ଥିକ ସହାୟତା।
ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା ) ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ, ପୋଚାଲୁଣ୍ଡି ପାଞ୍ଚାୟତ ଅନ୍ତର୍ଗତ ରାମଗଡ଼ ଗ୍ରାମର ଧୋବା ପ୍ରଧାନଙ୍କ ପତ୍ନୀ ଅନିତା ପ୍ରଧାନ ନିଜର ପାକସ୍ଥଳୀ ଖରାପ ଥିବା ଯୋଗୁ ଚିକିତ୍ସା ପାଇଁ ଅର୍ଥ ଅଭାବ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସାହାଯ୍ୟ ପାଇଁ…
ବୁଗୁଡା ବାର ଆସୋସିଏସନ : ସଭାପତି ଓ ଉପସଭାପତି ଅପ୍ରତିଦ୍ବନ୍ଦ୍ବୀ
ବୁଗୁଡା(ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବାର ଆସୋସିଏସନ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଯାଞ୍ଚ ପରେ ନିର୍ବାଚନ ଅଧିକାରୀ ପ୍ରକାଶ କରିଥିବା ତାଲିକା ପ୍ରକାରେ ସଭାପତି ପଦବୀ ପାଇଁ ବନବାସୀ ମହାରଣା କେବଳ ଜଣେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳ ଉପସଭାପତି ପଦବୀ ପାଇଁ ମଧ୍ୟ ସରୋଜ…
ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ…
ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର, – ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ…
କର୍ଣ୍ଣାଟକ ବାଗଲକୋଟରେ ସିବିଜି ପ୍ଲାଂଟର ଶିଳାନ୍ୟାସ
ଯୁବ ଉଦ୍ୟମୀ ମାନଙ୍କୁ ଜୈବଗ୍ୟାସ କ୍ଷେତ୍ରରେ ନୂଆ ଜ୍ଞାନକୌଶଳଆଣିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପ୍ରାଜ୍ ଇଣ୍ଡଷ୍ଟ୍ରି ଏବଂ ଡ଼ିଭିଓ ଆଇଏନସି ଏହି ପ୍ଲାଂଟ ପାଇଁ ଆବଶ୍ୟକୀୟ ଟେକ୍ନୋଲଜି ଯୋଗାଇବ
ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ଲାଂଟ ପାଇଁ ଖର୍ଚ୍ଚ ହେବ…
କୋଭିଡ ଲଢେଇ : ଓଡ଼ିଶାର ଅନେକ ପଦକ୍ଷେପକୁ ନୀତି ଆୟୋଗଙ୍କ ବାହାବା
ନୂଆଦିଲ୍ଲୀ (ଶାସକ ପ୍ରଶାସକ) ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡି ମୁକାବିଲା ପାଇଁ ନିଆ ଯାଇଥିବା ବିଭିନ୍ନ ବଳିଷ୍ଠ ତଥା ଅଭିନବ ପଦକ୍ଷେପକୁ ନୀତି ଆୟୋଗଙ୍କ ପିଠିଥାପୁଡ଼ା ମିଳିଛି | କୋଭିଡ ଲଢେଇ ବେଳେ ବିଭିନ୍ନ ରାଜ୍ୟ ପକ୍ଷରୁ ନିଆଯାଇଥିବା ଆଖିଦୃଶିଆ ପଦକ୍ଷେପର ଏକ ସଂକଳିତ ରିପୋର୍ଟ …
ନୟାଗଡ ପରି ମୃତ୍ୟୁ ଘଟଣାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
"ଆବଶ୍ୟକ ପଡିଲେ ଏସଆଇଟି ତଦନ୍ତ କରାଇବାକୁ ସରକାର ପ୍ରସ୍ତୁତ"
ଭୁବନେଶ୍ୱର (ଶାସକ ପ୍ରଶାସକ) : " ଯଦି ଏସଆଇଟି ତଦନ୍ତ ଆବଶ୍ୟକ ପଡେ , ତେବେ ରାଜ୍ୟ ସରକାର ଏ ବାବଦରେ ନିଶ୍ଚୟ ପଦକ୍ଷେପ ନେବେ | ତୁରନ୍ତ ଏହା କାର୍ଯ୍ୟକାରୀ କରିବେ " ବୋଲି ନୟାଗଡ ପରୀ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭାରେ…
ବାଘେରା ସାହି ସଫେଇ କାର୍ଯ୍ୟକୁ ପ୍ରସଂଶା କଲେ ଗ୍ରାମବାସୀ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର ): ନନ୍ଦିଘୋର ଗ୍ରାମ ବାଘେରା ସାହି କମିଟି ସଭ୍ୟମାନଙ୍କ ସହାୟତାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ତ୍ତିକ ଧର୍ମ ମାସରେ ଶ୍ରଦ୍ଧାଳୁମାନଙ୍କ ଗମନା ଗମନ ତଥା ଗ୍ରାମର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ କରିବା ଲକ୍ଷ୍ୟରେ ନନ୍ଦିଘୋର ଗ୍ରାମ ବାଘେରା…
ଓଡ଼ଗାଁ:ରାଜ ରାଜେଶ୍ୱର ବେଶରେ ଦର୍ଶନ ଦେଲେ ପ୍ରଭୁ ଶ୍ରୀରଘୁନାଥ
ଓଡଗାଁ,(ଶ୍ରୀକାନ୍ତ ମିଶ୍ର): ପବିତ୍ର କାର୍ତୀକମାସ ଗୁରବାର ଗରୁଡ଼ ଦ୍ୱାଦଶୀ ତିଥିରେ ସ୍ୱର୍ଣ୍ଣକଳସ କ୍ଷେତ୍ର ନୟାଗଡ଼ ଜିଲ୍ଲାର ଓଡଗ୍ରାମେ ବିଜେ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କର ପଂଚୁକ ପର୍ବ ଅବସରରେ ରାଜରାଜେଶ୍ୱର ବେଶରେ ସମ୍ପନ୍ନ ହୋଇଯାଇଛି । କରୋନା ସଂକ୍ରମଣକୁ ପ୍ରତିଷେଧକ ସ୍ୱରୁପ…
ପ୍ଲାଜମା ଦାନ କଲେ ସାମ୍ବାଦିକ
ଝାରସୁଗୁଡ଼ା :(ସୁଭାଷ ସହାରେ)- କୋରୋନା ସଂକ୍ରମିତରୁ ସୁସ୍ଥ ବ୍ୟକ୍ତିଙ୍କ ଦ୍ବାରା ପ୍ଲାଜମା ଦାନ ପ୍ରକ୍ରିୟା ଯୋଗୁଁ ଅନେକ ଲୋକଙ୍କ ଜୀବନ ରକ୍ଷା ହୋଇପାରିଛି। ଏହି କ୍ରମରେ ନିଜର ପ୍ଲାଜମା ଦାନ କରିଛନ୍ତି ଝାରସୁଗୁଡ଼ାର ଜନୈକ ସାମ୍ବାଦିକ ପ୍ୟାରେଲାଲ ଶ୍ରୀବାସ୍ତବ। କୋରୋନା ସଂକ୍ରମଣରୁ ସୁସ୍ଥ…
ଗଜପତି ଜିଲ୍ଲାରେ ପ୍ରଥମ : ଶିକ୍ଷକଙ୍କୁ ମିଳିଲା ଆଗୁଆ ପେନସନ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ମାସ ୩୦ ତାରିଖରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରାମନାଥ ପଣ୍ଡା ଅବସର ଗ୍ରହଣ କରିବେ । ପରନ୍ତୁ ଅବସର ପୂର୍ବରୁ ଉକ୍ତ ଶିକ୍ଷକଙ୍କୁ ଫାଇନାଲ ପେନସନ୍ ପତ୍ର ପ୍ରଦାନ କରାଯାଇଛି।
ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ…