Sign in
Sign in
Recover your password.
A password will be e-mailed to you.
ରଞ୍ଜନ ମେମୋରିୟାଲ କ୍ରିକେଟ କପ ଫାଇନାଲ : କାଦୋମେରିକୁ ହରାଇ ଡୁଡୁକିଝରିଆ ବିଜୟୀ
ପାଇକମାଲ : ପାଇକମାଲ ବ୍ଲକ ବରତୁଣ୍ତା ହାଇସ୍କୁଲ ପଡିଆ ଠାରେ ରଞ୍ଜନ ମେମୋରିୟାଲ କ୍ରିକେଟ କପ ୨୦୨୦ - ୨୧ ର ଫାଇନାଲ ଦିବସ ଅନୁଷ୍ଠିତ ହୋଇଥିଲା । ଫାଇନାଲରେ ଡୁଡୁକିଝରିଆ ଓ କାଦୋମେରି ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା । ଡୁକୁକିଝରିଆ ଟସ୍ ଜିତି କାଦୋମେରି ଦଳକୁ ବ୍ୟଟିଙ୍ଗ କରି ନିର୍ଦ୍ଧାରିତ…
କେବେ ମିଳିବ ପ୍ରଧାନମନ୍ତ୍ରୀ ଆବାସ, ପୂରିବ ସୁବାସିନୀଙ୍କ ଆଶ
ପଦ୍ମପୁର(ଶାସକ ପ୍ରଶାସକ): କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଦେଶ ରେ ପ୍ରତ୍ୟେକ ହିତାଧିକାରୀ ଙ୍କୁ ପକ୍କା ଘର ଯୋଗାଇ ଦେବା କୁ ଘୋଷଣା କରି ଥିବା ବେଳେ ପ୍ରଶାସନ ର ଦୁର୍ବଳତା ହେତୁ ଅନେକ ହତାଧିକାରୀ ଠିକ୍ ସମୟରେ ଘର ପାଇ ପାରୁ ନାହାନ୍ତି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ…
ବ୍ୟାପୁଛି ଅଜଣା ରେ।ଗ, ମୁହଁ ମେ।ଡି ପଡୁଛନ୍ତି ଲେ।କ
ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ଏଲୁରୁ ସହରରେ ଏବେ ଅଜଣା ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯୨ ଜଣ ଅସୁସ୍ଥ ହୋଇପଡିଛନ୍ତି । କ୍ରମାଗତ ଭାବେ ଅସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଚିକିତ୍ସା ପରେ ପ୍ରାୟ ୧୪୦ ଜଣ ରୋଗୀ…
ପ୍ରଦୀପଙ୍କ ବିରୋଧରେ ଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବେ ଲୋକାୟୁକ୍ତ : ମୁଖ୍ୟମନ୍ତ୍ରୀ କଲେ ସୁପାରିଶ
ଭୁବନେଶ୍ୱର (ଶାସକ ପ୍ରଶାସକ): ବିଜେଡିରୁ ବହିସ୍କୃତ ବିଧାୟକ ଡ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାୟୁକ୍ତ ଦ୍ୱାରା ତଦନ୍ତ ବା ଅନୁସନ୍ଧାନ ପାଇଁ ସୁପାରିଶ କରିଛନ୍ତି । ଜଣେ ରାଜନେତାଙ୍କ ବିରୋଧରେ ଆସିଥିବା…
ବିଜେଡିର ସଂପୂର୍ଣ୍ଣ ନୀରବତା ଚାଷୀକୂଳ ପ୍ରତି ଚରମ ଧୋକା: ନିରଞ୍ଜନ
କୃଷକ ସଂଗଠନଗୁଡିକ ପକ୍ଷରୁ ଆସନ୍ତାକାଲି ଡିସେମ୍ବର ୮ ଭାରତ ବନ୍ଦ ଡାକରାକୁ ଅନ୍ୟ ରାଜ୍ୟର ଆଂଚଳିକ ଦଳ ସମର୍ଥନ କରୁଥିବା ବେଳେ ବିଜୁ ଜନତା ଦଳ ଚୁପ୍ କାହିଁକି - ନିରଞ୍ଜନ
ଭୁବନେଶ୍ୱର– କେନ୍ଦ୍ରର ମୋଦୀ ନେତୃତ୍ୱ ବିଜେପି ସରକାରଙ୍କ ଦ୍ୱାରା ପ୍ରଣୀତ ୩ ଗୋଟି କଳା କୃଷି ଆଇନ୍ ବିରୋଧରେ…
କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚୋରି ଘଟଣା : ୩ ଗିରଫ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ।
ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋରି ହୋଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଉଦ୍ଧାର ହୋଇଛି । କରୋନା ମହାମାରୀ ସମୟରେ କ୍ୱାରେଣ୍ଟାଇନ୍ ସେଣ୍ଟର, ବାତ୍ୟା ଆଶ୍ରୟସ୍ଥଳୀ, ଟିଏମ୍ସିରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସାମଗ୍ରୀ ଲଗାଯାଇଥିଲା । ଯାହାକୁ ଚୋରୀ କରାଯାଇଥିବାର…
ବିଜେପିର ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଖୋର୍ଦ୍ଧା : ଗଡ଼ମାଣତୀରର ମା’ରାମଚଣ୍ଡୀଙ୍କ ପୀଠରେ ଭାରତୀୟ ଜନତା ପାର୍ଟିର ଦକ୍ଷିଣ ବେଗୁନିଆ ମଣ୍ଡଳ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତି ଯଜେ୍ଞଶ୍ୱର ସୁନ୍ଦରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ…
ଲୁଟ୍ ପାଇଁ ଘରେ ପଶି ବୀଭତ୍ସ ହତ୍ୟା !
ବ୍ରହ୍ମପୁର: ମୁଣ୍ଡ ଗଡ଼ିଲା, ଘରେ କଳାକନା ବୁଲିଲା । ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଞ୍ଚଳରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ସନ୍ଧ୍ୟାରେ ଘରେ ପଶି ଦୁର୍ବୃତ୍ତ ଜଣକୁ ହତ୍ୟା କରି ଚମ୍ପଟ ମାରିଛନ୍ତି । ଚମାଖଣ୍ଡି ଥାନା ରଘୁନାଥପୁର ଗାଁରେ ଭୟଙ୍କର ହତ୍ୟାକାଣ୍ଡ ଘଟିଛି । ଗାଁର ବି.…
ବୀରମହାରାଜପୁରେ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଡ.ବି ଆର ଆମ୍ବେଦକର ସେବା ସଂଘ ଠାରେ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ . ଭୀମରାଓ ଆମ୍ବେଦକରଙ୍କ ୬୫ ତମ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ପରିଷଦର…
ଡିଆରଏମ ଦେଲେ ପ୍ରତିଶ୍ରୁତି, ସ୍ଥଗିତ ହେଲା ରେଳରୋକ ଆନ୍ଦୋଳନ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଶେଷରେ ଡିଆରଏମ ଦେଲେ ପ୍ରତିଶ୍ରୁତି। ତାପରେ ପୂର୍ବ ଘୋଷିତ ରେଳ ଆନ୍ଦୋଳନକୁ ସ୍ଥଗିତ କଲେ ଲୋକେ। ଲୋକଙ୍କ ଦାବୀ ଆଗରେ ମୁଣ୍ଡ ନୁଆଇଁବାକୁ ବାଧ୍ୟ ହେଲେ ରେଳ ପ୍ରଶାସନ।
ସୂଚନାଯୋଗ୍ୟ ଯେ ଗତ ୬୦ ବର୍ଷ ହେବ ହାଓଡ଼ା ମୁମ୍ବାଇ ମେଲ ଏକ୍ସପ୍ରେସ୍ ବ୍ରଜରାଜନଗର ରେଳ…