ନୂଆପଡ଼ାରେ କଂଗ୍ରେସର ୬ଘଣ୍ଟିଆ ବନ୍ଦ ସଫଳ

0 2

ନୂଆପଡା/ଅମିତ ପୁରୋହିତ: ନୂଆପଡ଼ାରେ ପେଟ୍ରୋଲ ,ଡ଼ିଜେଲ ରନ୍ଧନ ଗ୍ୟାସ ର ଦରଦାମ ବୃଦ୍ଧିକୁ ବିରୋଧ କରି କଂଗ୍ରେସର ୬ଘଣ୍ଟିଆ ବନ୍ଦ ପାଳନ ସଫଳ ହୋଇଛି। ବନ୍ଦ ପାଳନ କୁ ସ୍ଥାନୀୟ ବଣିକ ସଂଘ, ଘରୋଇ ବସ ମାଲିକ ସଂଘ ବାର ଆସୋସିଏସନ ସହଯୋଗ କରିଥିଲେ। ଚକ ଅଖ ସହ ସବୁ ଦୋକାନ ବଜାର ବନ୍ଦ ରହିଥିଲା। ସ୍ଥାନୀୟ ଏକତା ଛକ ନିକଟରେ କଂଗ୍ରେସ ଜିଲ୍ଲା ସଭାପତି ଘାସିରାମ ମାଝୀ ଙ୍କ ନେତୃତ୍ୱରେ ଜଗଦୀଶ ସାହୁ,ହରି ମାଝୀ, କୂଳଦୀପ ସୁରଜ ଓ ଅନେକ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ର ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ତଥା ରାଜ୍ୟ ସରକାର ଙ୍କ ବିରୁଦ୍ଧରେ ବିକ୍ଷୋବ  ପ୍ରଦର୍ଶନ କରିଥିଲେ ।   

Leave A Reply

Your email address will not be published.