Sign in
Sign in
Recover your password.
A password will be e-mailed to you.
ବିପଦରେ ପକ୍ଷୀ ଅଭୟାରଣ୍ୟ : ଏନଏଲସି ଲିମିଟେଡର ରେଲୱେ ଲାଇନ କାଳ ହେବ ପକ୍ଷୀମାନଙ୍କ ପାଇଁ।
ଝାରସୁଗୁଡ଼ା :(ସୁଭାଷ ସହାରେ); ଝାରସୁଗୁଡ଼ା ସଦର ମହକୁମାରୁ ମାତ୍ର ୧୩ କିଲୋମିଟର ଦୂରରେ ଥିବା ସିଂହାବଗା ଗ୍ରାମର ପକ୍ଷୀ ଅଭୟାରଣ୍ୟ ବର୍ତ୍ତମାନ ସଂକଟରେ। ଏନଏଲସି ଲିମିଟେଡ କମ୍ପାନୀ ଦ୍ଵାରା ନିର୍ମାଣ ହେଉଥିବା ରେଲୱେ ଲାଇନ ଯୋଗୁଁ ପ୍ରକୃତିର ଏହି ସୌନ୍ଦର୍ଯ୍ୟ ଅବିଳମ୍ବେ ନଷ୍ଟ ହୋଇଯିବାର…
ଅବ୍ୟବସ୍ଥାରେ ବେଲପାହାଡ଼ ସରକାରୀ ଚିକିତ୍ସାଳୟ।
ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ ଓ ନିୟମିତ ଡାକ୍ତର ନିଯୁକ୍ତି ପାଇଁ ଦାବି କଲା ଟାଉନ କଂଗ୍ରେସ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ରେ ଅବ୍ୟବସ୍ଥା ମଧ୍ୟରେ ରହିଛି ଚିକିତ୍ସା ସେବା। ପୌର ପରିଷଦ ଅଧିନରେ ଥିବା ଏହି ଡାକ୍ତରଖାନାରେ ଆଧୁନିକ ଚିକିତ୍ସା ସେବା ତ…
ବୀରମହାରାଜପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ” ମୋ ସ୍କୁଲ ଅଭିଯାନ ” କାର୍ଯ୍ୟକ୍ରମ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ନେଇ ଆଜି "ମୋ ସ୍କୁଲ ଅଭିଯାନ "ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ସୁବୀଣା ମିଶ୍ର ଓ ସି ଆର ସି…
“ଭାରତ ବନ୍ଦ”ର ପ୍ରଭାବ। ସମସ୍ତ କାର୍ଯ୍ୟାଳୟର ଛୁଟି ଘୋଷଣା।
ଝାରସୁଗୁଡ଼ା :(ସୁଭାଷ ସହାରେ)-ଆସନ୍ତା କାଲି ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା…
ଚନ୍ଦ୍ରସୂର୍ଯ୍ୟ ବିବାଦ : ଇଏ “ଗ୍ୟାପ” ନୁହେଁ, “କମ୍ୟୁନିକେସନ ଗ୍ୟାପ”
"ମନ୍ଦିର ବାହାରକୁ ଆସିଥିବା ସୋଲ ଚନ୍ଦ୍ରସୂର୍ଯ୍ୟ ନାଗାର୍ଜୁନ ବେଶରେ ଲାଗି ହୋଇନଥିଲା"
ଲାଗି ହୋଇଥିବା ଚନ୍ଦ୍ରସୂର୍ଯ୍ୟ ଓ ସମସ୍ତ ବେଶ ସାମଗ୍ରୀ ନୀଳାଦ୍ରି ବିହାର ସଂଗ୍ରହାଳୟରେ ସୁରକ୍ଷିତ ରଖାଯାଇଛି
ପୁରୀ (ଶାସକ ପ୍ରଶାସକ) : ଶ୍ରୀଜୀଉଙ୍କ ନାଗାର୍ଜ୍ଜୁନ ବେଶରେ ଲାଗି ହୋଇଥିବା…
ଖୋଲାଖୋଲି ନହେଲେ ବି ବନ୍ଦକୁ ରାଜ୍ୟ ସରକାରଙ୍କ ପରୋକ୍ଷ ସମର୍ଥନ !
ସରକାରୀ କାର୍ଯ୍ୟାଳୟଗୁଡିକ ଛୁଟି ଘୋଷଣା କଲେ ସରକାର
ବିଜେଡି କହିଲା " ଆମେ ସବୁବେଳେ ଚାଷୀଙ୍କ ସ୍ୱାର୍ଥ ପାଇଁ ଛିଡା ହୋଇଛୁ"
ଭୁବନେଶ୍ୱର: ରାଜ୍ୟ ସରକାର ସିଧା ସଳଖ ନହେଲେ ବି ପରୋକ୍ଷରେ ଚାଷୀଙ୍କ ସ୍ୱାର୍ଥ ଲାଗି ଡିସେମ୍ବର ୮ ତାରିଖରେ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ ଦେଇଛନ୍ତି |…
ଚାଷୀ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦକୁ ପଦ୍ମପୁରରେ ସମର୍ଥନ ।
ପଦ୍ମପୁର- କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୟନ ହୋଇଥିବା ନୂତନ କୄଷକ ଆଇନକୁ ବିରୋଧ କରି ଦେଶର ରାଜଧାନୀ ଦିଲ୍ଲୀ ସୀମାରେ ଦୀର୍ଘ ୧୨ ଦିନ ହେବ ଚାଷୀ ମାନେ ଧାରଣା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ସହ ଚାଷୀଙ୍କ ଆଲୋଚନା ବାରମ୍ବାର ହେଲେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଚାଷୀଙ୍କ ଏହି…
ପୂର୍ବତଟ ରେଳପଥ ପକ୍ଷରୁ ମହାପରିନିର୍ବାଣ ଦିବସ ପାଳନ I
ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ଆଜି ଏହାର ମୁଖ୍ୟାଳୟ ଭୁବନେଶ୍ୱର ସ୍ଥିତ ରେଳସଦନ ଠାରେ ଭାରତ ରତ୍ନ ବାବା ସାହେବ ଡ଼. ଭୀମରାଓ ରାମଜୀ ଆମ୍ବେଦକରଙ୍କର ୬୪ତମ ମହାପରିନିର୍ବାନ ପାଳିତ ହୋଇଯାଇଅଛି I ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ନେତୃତ୍ୱରେ ଅଧିକାରୀ ଓ…
ଦୀର୍ଘସୂତ୍ରୀ ଡାଉନଷ୍ଟ୍ରିମ ମୂଲ୍ୟସଂଯୁକ୍ତ କୌଶଳ ଦିଗରେ ଆଉପାଦେ ଅଗ୍ରସର ହିଣ୍ଡାଲକୋ
ସିଲ୍ଭାସାରେ ହିଣ୍ଡାଲକୋ ସ୍ଥାପନ କରିବ ଆଲୁମିନିୟମ ନିଷ୍କାସନ ପ୍ରକଳ୍ପ
- ୭୩୦ କୋଟି ଟଙ୍କା ବିନିଯୋଗରେ ଅତ୍ୟାଧୁନିକ ୩୪,୦୦୦ ଟନ୍ ପ୍ଲାଣ୍ଟ ସ୍ଥାପିତ ହେବ
- ଡାଉନଷ୍ଟ୍ରିମ ପୋର୍ଟଫୋଲିଓ ନିର୍ମାଣ କୌଶଳ ଦିଗରେ ହିଣ୍ଡାଲ୍କୋ ଅଗ୍ରସର
ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ ମେଟାଲ୍ସ…
ଲୁଟେରାଙ୍କ ସହ ଜବତ ହେଲା ଶହେରୁ ଅଧିକ ଦାମୀ ମୋବାଇଲ୍।
ଭୁବନେଶ୍ୱର: ପୋଲିସ କବଜାରେ ଦୁଇ ଜଣ କୁଖ୍ୟାତ ମୋବାଇଲ ଲୁଟେରା ପଡ଼ିଥିବା ସୂଚନା ମିଳିଛି। ଆଜି ଦୁଇ ଲୁଟେରାଙ୍କୁ ସହିଦ ନଗର ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ୧୦୨ଟି ଚୋରି ମୋବାଇଲ୍ ଜବତ କରିଛି। ଛିନ୍ତାଇ କରି ଲୋକଙ୍କ ଠାରୁ ଲୁଟେରାମାନେ ମୋବାଇଲ୍ ଲୁଟୁଥିଲେ ବୋଲି ପୋଲିସ କହିଛି।…