Sign in
Sign in
Recover your password.
A password will be e-mailed to you.
ଶାସକ ଦଳ ନେତାଙ୍କ ଛାତ୍ରଛାୟା ତଳେ ରତ୍ନ ପଥର ଚୋରା କାରବାର !
ଗୁଣୁପୁର(ମାଧବ ବିଡ଼ିକା) : ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଖୋଦ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଙ୍କ ଛାତ୍ରଛାୟା ରେ ଚାଲିଥିଲା କୋଟି କୋଟି ଟଙ୍କାର ରତ୍ନ ପଥର ଚୋରାଚାଲାଣ। ଦିନେ ନୁହେଁ କି ମାସ ନୁହେଁ ବର୍ଷ ବର୍ଷ ଧରି ବିଜୁ ଜନତା ଦଳର ନେତାମାନଙ୍କ ସହିତ ମିଶି ଚାଲିଥିଲା ଚୋରା ରାକେଟ। ଏ କଥା…
ରାଜବୋଡାସମ୍ବର କୄଷକ ସଙ୍ଗଠନ ଆହ୍ବାନରେ ପଦ୍ମପୁରରେ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ।
ପଦ୍ମପୁର-କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ତିନିଗୋଟି ବିଲର ପ୍ରତିବାଦ କରି ଆଜି ଚାଷୀ ସମାଜ ରାଜରାସ୍ତାରେ । ଏହି ତ୍ରୁଟିପୂର୍ଣ୍ଣ କୃଷିବିଲକୁ ଫେରେଇ ନେବା ପାଇଁ ଗତ ଏଗାର ଦିନ ହେଲା ବିଭିନ୍ନ କୃଷକ ସଙ୍ଗଠନ ର ହଜାର ହଜାର ଚାଷୀ ଦେଶର ରାଜଧାନୀକୁ ଘେରି ବସିଛନ୍ତି । ବାରମ୍ବାର ସରକାରଙ୍କ…
କୋଭିଡ ଲଢେଇ : ଆରମ୍ଭ ହେଲା ଗଣଟୀକା ଦାନ
ପ୍ରଥମ ଟୀକା ନେଲେ ୯୦ ବର୍ଷ ବୟସ୍କା ମହିଳା
ଲଣ୍ଡନ: ଆରମ୍ଭ ହେଲା ଗଣଟୀକା ଦାନ , ପ୍ରଥମ ଟୀକା ନେଲେ ୯୦ ବର୍ଷ ବୟସ୍କା ମହିଳା | ବ୍ରିଟେନରେ ଆରମ୍ଭ ହୋଇଥିବା ଗଣଟୀକାଦାନ କାର୍ଯ୍ୟକ୍ରମ ଅନ୍ତର୍ଗତ ଉତ୍ତର ଆୟର୍ଲାଣ୍ଡର 90 ବର୍ଷ ବୟସ୍କା ମହିଳା ମାର୍ଗେଟ୍ କିନ୍ନ୍ ମଙ୍ଗଳବାର ଦିନ ବିଶ୍ୱର…
ଭାରତ ବନ୍ଦର ପ୍ରଭାବ:ବରଗଡ ଜିଲ୍ଲାରେ ବନ୍ଦକୁ ବିପୁଳ ଜନ ସମର୍ଥନ
ରାଜ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କଲେ ଚାଷୀ
ବରଗଡ :- କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ତିନିଗୋଟି ବିଲର ପ୍ରତିବାଦ କରି ଆଜି ଚାଷୀ ସମାଜ ରାଜରାସ୍ତାରେ । ଏହି ତ୍ରୁଟିପୂର୍ଣ୍ଣ କୃଷିବିଲକୁ ଫେରେଇ ନେବା ପାଇଁ ଗତ ଏଗାର ଦିନ ହେଲା ବିଭିନ୍ନ କୃଷକ ସଙ୍ଗଠନ ର ହଜାର ହଜାର ଚାଷୀ ଦେଶର…
ସାରାବଙ୍ଗ ମଣ୍ଡିରେ ଟୋକନ ବିଭ୍ରାଟ.ପେକ୍ସ ସମ୍ପାଦକ, ଡିଇଓଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ
ନୂଆପଡ଼ା(ଅମିତ ପୁରୋହିତ) : ସଦର ବ୍ଲକ ସାରାବଙ୍ଗ ମଣ୍ଡିରେ ଟୋକନ ବିଭ୍ରାଟ ଦେଖା ଦେଇଛି । ଏହା ଉପରେ ଜିଲ୍ଲାପାଳ ସ୍ୱଧାଦେବ ସିଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାରାବଙ୍ଗ ପେକ୍ସ ସମ୍ପାଦକ ଭିଷ୍ମ କୁମାର ସାହୁ ଓ ଡାଟା ଏଣ୍ଟ୍ରି ଅପରେଟର(ଡିଇଓ) ପୂର୍ଣ୍ଣେନ୍ଦ୍ର ଦଣ୍ଡସେନାଙ୍କୁ କାର୍ଯ୍ୟରୁ…
କୁଷ୍ଠ ରୋଗୀଙ୍କୁ ଘରୋଇ ଉପକରଣ ବଂଟନ
ରାୟଗଡ(ସରୋଜ ସାହୁ) : ରାୟଗଡ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଥିବା ୫୬ ଜଣଙ୍କୁ ଘରୋଇ ଉପକରଣ ବଂଟନ କରାଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଏଥି ନିମନ୍ତେ ୩୩ ପ୍ରକାରର ୫୧ଟି ଉପକରଣ ସମ୍ବଳିତ ଏକ କିଟକୁ ପ୍ରତ୍ୟେକ…
୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମୂଲ୍ୟବାନ ରତ୍ନ ପଥର ଜବତ
ରାୟଗଡ(ସରୋଜ ସାହୁ) : ମୂଲ୍ୟବାନ ରତ୍ନପଥର ଚୋରାଚାଲାଣ ପାଇଁ ଯୋଜନା ହେଉଥିବା ସମୟରେ କ୍ରାଇମ ବ୍ରାଂଚର ଏସଟିଏଫ ଟିମ୍ ହାତରେ ଧରା ପଡିଛି ଜଣେ ରତ୍ନ ପଥର ଚୋରା ବେପାରୀ । ଏଥି ସହ ବିପୁଳ ପରିମାଣରେ ମୂଲ୍ୟବାନ ରତ୍ନ ପଥର ଜବତ କରିଛି କ୍ରାଇମ ବ୍ରାଂଚ ଏସଟିଏଫ । ସୂଚନା ମୁତାବକ ରାୟଗଡା ସହର…
ନାଜୁର ସାହେବ : ହୃଦୟ ଯେମିତି ବିଶାଳ , ସ୍ୱାଭିମାନ ଇସ୍ପାତଠୁ ବି ମଜଭୁତ
ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ):ନାଜୁର ସାହେବ I ବୟସ ହେବ ୮୦ରୁ ଉର୍ଦ୍ଧ୍ବ I ଧର୍ମରେ ମୁସଲିମ ସମ୍ପ୍ରଦାୟର I ପେସାରେ ଜଣେ ସାଇକେଲ ମେକାନିକ I ହେଲେ ମଧ୍ୟ ଜୀବନର ସଂଘର୍ଷରେ ହାରି ଯାଇ ନାହାନ୍ତି ନାଜୁର ସାହେବ I ଏହି ବୃଦ୍ଧ ବୟସରେ ମଧ୍ୟ ହାତରେ ରେଞ୍ଚ ଧରି ଘୁ.ଉଦୟଗିରିର ୱାର୍ଡ ନମ୍ବର…
୧୬ ଡିସେମ୍ବର ରୁ ଭଞ୍ଜନଗର ଉପଖଣ୍ଡରେ ଖରିଫ ଧାନ ସଂଗ୍ରହ ଆରମ୍ଭ
ଭଞ୍ଜନଗର ( ନିଲୁ ବିଷୋୟୀ ) - ଚଳିତ ୨୦୨୦-୨୧ ବର୍ଷ ନିମନ୍ତେ ଚଳିତ ମାସ ୧୬ ତାରିଖରୁ ଭଞ୍ଜନଗର ଉପଖଣ୍ଡ ରେ ଖରିଫ ଧାନ ସମସ୍ତ ପେକ୍ସ /ଡବ୍ଲୁଏସଏଚଜି କେନ୍ଦ୍ରମାନଙ୍କରେ ଚାଷୀଙ୍କ ଠାରୁ ସଂଗ୍ରହ କରାଯିବ । ଆଜି ଭଞ୍ଜନଗର ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଉପଜିଲ୍ଲାପାଳ ରାଜେନ୍ଦ୍ର…
ଏଚଡବ୍ଲ୍ୟୁଜି ପକ୍ଷରୁ ଓଏସଏମସିଏଲକୁ 550 ପଲସ ଅକ୍ସିମିଟର ଦାନ
ହେଲଥ ଆଣ୍ଡ ୱେଲନେସ ଗ୍ରୁପର ଗୁଡୱଲ ଆମ୍ବାସଡର ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଦ୍ୱାରା ହେଲା ହସ୍ତାନ୍ତର
ଭୁବନେଶ୍ୱର(ଶାସକ ପ୍ରଶାସକ): ଆମେରିକା ଓଡିଶା ସୋସାଇଟିର ହେଲଥ ଆଣ୍ଡ ୱେଲନେସ ଗ୍ରୁପ (ଏଚଡବ୍ଲ୍ୟୁଜି) ପକ୍ଷରୁ ଓଡିଶା ରାଜ୍ୟ ଔଷଧ ନିଗମ (ଓଏସଏମସିଏଲ)କୁ 550 ପଲସ ଅକ୍ସିମିଟର…