ଜିଲ୍ଲାସ୍ତରୀୟ ୫୮ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ନିରାଡ଼ମ୍ବରରେ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ସ୍ଥିତ ଗଜପତି ଜିଲ୍ଲା ସରଂକ୍ଷିତ ସଶସ୍ତ୍ର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଥିବା ରିଜର୍ଭ ପୋଲିସ ପଡିଆ ଠାରେ ଜିଲ୍ଲାସ୍ତରୀୟ ୫୮ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ନିରାଡ଼ମ୍ବରରେ ପାଳିତ ହୋଇଯାଇଛି ।  ଏହି…

 ୟାସିର ନୱାଜ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସର ନୂଆ ସଭାପତି 

ଭୁବନେଶ୍ୱର (ଶାସକ ପ୍ରଶାସକ) : ସୟଦ ୟାସିର ନୱାଜ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ନିଯୁକ୍ତ ହୋଇଛନ୍ତି | କଂଗ୍ରେସ ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ ୟାସିରଙ୍କୁ ଏହି ନିଯୁକ୍ତି ମିଳିଛି ବୋଲି ଏଆଇସିସି ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ଏକ ପ୍ରେସରିଳିଜରେ ସୂଚନା ଦେଇଛନ୍ତି |

ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର:ଉଦୟଗିରି ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆଜି ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି।  କୃଷି ବିଜ୍ଞାନ କେନ୍ଦ୍ରର କୃଷି…

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆମ୍ବେଦକରଙ୍କ ମହା ପରିନିର୍ବାଣ ଦିବସରେ ଶ୍ରଦ୍ଧାଞ୍ଜଳି

ଭୂବନେଶ୍ୱର : ଆଜି ଓଡିଶା ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ଭାରତୀୟ ସଂବିଧାନ ପ୍ରଣେତା ଡଃ, ଭୀମରାଓ ଆମ୍ବେଦକରଙ୍କର ୬୫ ତମ ମହାପରିନିର୍ବାଣ ଦିବସ ରାଜ୍ୟ ଅନୁସୂଚୀତ ଜାତି ମୋର୍ଚ୍ଚାର ସଭାପତି ଡଃ.ବିଭୁପ୍ରସାଦ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ…

ଶିବ ଶାନ୍ତି ୟୁଥ ୟୁନିଅନ ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର 

ପଦ୍ମପୁର: ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁର୍ଲା ଗ୍ରାମରେ ଶିବ ଶାନ୍ତି ୟୁଥ ୟୁନିଅନ ଯୁବକ ସଂଘ ଦ୍ୱାରା ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମୁଦାୟ ୪୧ ଜଣ ଯୁବକ ରକ୍ତ ଦାନ କରିଛନ୍ତି l ସଭାପତି ଡୋଲାମଣୀ ତାଣ୍ଡି, ସମ୍ପାଦକ ଦେବେନ୍ଦ୍ର ମାଝୀ, ଜଗଦିଶ ସାହୁ, ଜିତେନ୍ଦ୍ର…

ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର-ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ୬୫ତମ ମହା ପ୍ରୟାଣଦିବସ ପଦ୍ମପୁରରେ ବିଆର ଆମ୍ବେଦକର ସଂଘ ପକ୍ଷରୁ ପାଳିତ ହୋଇଯାଇଛି ।  ସନୁ ବାଗଙ୍କ ସଭାପତିତ୍ବରେ ପଦ୍ମପୁର ଠାରେ ଅନୁଷ୍ଠିତ ୬୫ତମ ପ୍ରଣୟ ଦିବସରେ ବିଆର ଆମ୍ବେଦକର ସଂଘର ସଭ୍ଯବୃନ୍ଦ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ…

ଜିଲ୍ଲାପାଳଙ୍କ ଚିଠିକୁ ନେଇ ପ୍ରଶ୍ନ ଉଠାଇଲା ଜୟ କିଷାନ କୃଷକ ସଂଘ

ପଦ୍ମପୁର,:ଜୟ କିଷାନ କୃଷକ ସଂଘର ସାମ୍ବାଦିକ ସମ୍ମିଳନୀ ପଦ୍ମପୁର ଉପଖଣ୍ତ ଭେଙ୍ଗରାଜପୁର( ପିପଲପାଲୀ)ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଜୟ କିଷାନ କୃଷକ  ସଂଘର ସଭାପତି ପୁରନ୍ଦର ଭୋଇ, ସଂପାଦକ ଉମାକାନ୍ତ ଶତପଥୀ ଓ ସକ୍ରିୟ ସଦସ୍ୟ ପିତବାସ ସାହୁ ଉପସ୍ଥିତ ଥିଲେ  । କୃଷକ ସଂଘ…

ଶିକ୍ଷକ ବନ୍ଧୁ ସରୋଜ ସାହୁଙ୍କ ବିୟୋଗରେ ଶୋକସଭା

ପଦ୍ମପୁର,:ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତରଣୀ ସେନ ସାହୁଙ୍କ ସଭାପତିତ୍ବରେ ପ୍ରିୟ ସଂସ୍କୃତି ଶିକ୍ଷକ ସରୋଜ ସାହୁଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଛି  । ସଭାରେ  ଶିକ୍ଷକ ବନ୍ଧୁ ସ୍ବର୍ଗତ ସରୋଜ ସାହୁ ଜଣେ ଆଦର୍ଶ,ଛାତ୍ର ବତ୍ସଳ,ମେଲାପୀ,କଳା ସଂସ୍କୃତି ପ୍ରିୟ…

କାଲି ଯୋଦ୍ଧା କହି ମୁଣ୍ଡରେ ବସାଇଥିଲେ, ଆଜି ଆଡେଇଦେଲେ 

http://www.youtube.com/watch?v=PEKHtbQTSA4 ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଣ୍ଟର ଓ ଟିଏମସିରେ କାର୍ଯ୍ୟରତ ୧୩୫ ଜଣ ବିଭିନ୍ନ ବର୍ଗର ସ୍ବାସ୍ଥ୍ୟକର୍ମଙ୍କୁ ହଠାତ ଛଟେଇ  : ପୁନଃନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି…

ଲାଞ୍ଚ ନ ଦେବାରୁ ଆବାସ ଘର ଫାଇନାଲ ବିଲ ମିଳିନି !!!

ଲୋଇସିଂହା (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) - ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । କେଉଁଠି ସରକାରୀ ଜାଗାରେ ଆବାସ ଘର ତିଆରି ହେଉଥିବା ବେଳେ ଆଉ କେଉଁଠି ଗୋଟିଏ ପରିବାରର ତିନି/ଚାରି ଜଣ…