Sign in
Sign in
Recover your password.
A password will be e-mailed to you.
ହାର ମାନିଛି ଶାରୀରିକ ଭିନ୍ନକ୍ଷମତା।
ହ୍ବିଲ ଚେୟାର ସହାୟତାରେ ବୁଲି ବୁଲି ଆତ୍ମନିର୍ଭରଶୀଳ ହେଲେ ସୁବାସ।
ଝାରସୁଗୁଡ଼ା :(ସୁଭାଷ ସହାରେ)-ଭାରି ସ୍ବାଭିମାନୀ ସେ। ଶାରୀରିକ ଅକ୍ଷମତା ସତ୍ତ୍ୱେ କାହା ଆଗରେ ହାତ ପତାଇ ନାହାଁନ୍ତି ବା ହାର ମାନି ନାହାଁନ୍ତି ସୁଭାଷ ଚନ୍ଦ୍ର ଝା। ଏକ ହ୍ବିଲ ଚେୟାରରେ ବସି ଗାଁକୁ ଗାଁ ବୁଲି ସେ…
ବାବାସାହେବଙ୍କ ପରିନିର୍ବାଣ ଦିବସ ପାଳିତ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଭାରତୀୟ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡକ୍ଟର ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପରିନିର୍ବାଣ ଦିବସ ଆଜି ସାରା ଦେଶରେ ପାଳିତ ହେଉଛି। ଏହି ଉପଲକ୍ଷେ ଦେଶର କୋଣ ଅନୁକୋଣରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ…
ବେଦାନ୍ତ ଅଗ୍ନିବାହିନୀ ଦ୍ବାରା ଅଗ୍ନି ନିରାପତ୍ତା କାର୍ଯ୍ୟକ୍ରମ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ବେଦାନ୍ତ ଆଲୁମିନା ଦ୍ବାରା କର୍ମଚାରୀ ସ୍ବେଛାସେବୀ କାର୍ଯ୍ୟକ୍ରମ ମାଧ୍ୟମରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବେଦାନ୍ତର ଅଗ୍ନିବାହିନୀର ସଦସ୍ୟ ଓ ବେଦାନ୍ତର ମହିଳା ଅଗ୍ନିଶମ ବିଭାଗ ଲୋକଙ୍କୁ ଅଗ୍ନି…
ପାଣ୍ଡିଆନଙ୍କ ପାହାନ୍ତା ବିଜେ
ଏକାମ୍ରକ୍ଷେତ୍ର ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର କଲେ ସମୀକ୍ଷା
ଦୋକାନୀଙ୍କ ଥଇଥାନ ଓ ଆବର୍ଜ୍ଜନା ତୁରନ୍ତ ଉଠାଣ ପାଇଁ ଦେଲେ ନିର୍ଦ୍ଦେଶ
ଭୁବନେଶ୍ୱର: ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କରି ଯାଇଥିବା ବେଳେ…
ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ନିର୍ବାଚିତ କର୍ମକର୍ତ୍ତାଙ୍କର ଶପଥ ଗ୍ରହଣ
ନୂଆଦିଲ୍ଲୀ / ଭୁବନେଶ୍ୱର : ପ୍ରବାସୀ ଓଡ଼ିଆ ମାନଙ୍କର ଛାମୁଆ ସଂଗଠନ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର (ଆର.ପି.ଓ.ପି.) ର ନବନିର୍ବାଚିତ କର୍ମକର୍ତ୍ତା ମାନଙ୍କର ଆଜି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ (ଭରଚୁଆଲ ) ଭାବରେ ଆୟୋଜିତ ଏହି ସମାରୋହରେ…
ବିଶିଷ୍ଟ ଔପନ୍ୟାସିକ ମନୋଜ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ
ଚିକିତ୍ସକଙ୍କ ସହ କଥା ହୋଇ ଉତ୍ତମ ଚିକିତ୍ସା ପାଇଁ ଦେଲେ ସହାୟତାର ପ୍ରତିଶ୍ରୁତି
ଭୁବନେଶ୍ୱର (ଶାସକ ପ୍ରଶାସକ) : ପ୍ରଖ୍ୟାତ ସାରସ୍ୱତ ସାଧକ ତଥା ବିଶିଷ୍ଟ ଔପନ୍ୟାସିକ ମନୋଜ ଦାସଙ୍କ ଅସୁସ୍ଥତା ବିଷୟରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି…
ସିନ୍ ଖମନ ଠାରେ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ
ବଲାଙ୍ଗୀର :(ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ): ବଲାଙ୍ଗୀର ବ୍ଲକ ସିକ୍କାଛିଡା ପଂଚାୟତ ସିନଖମନ ଠାରେ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ମହାପରି ନିର୍ବାଣ ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଧୀମତୀ ରୁପାଲୀ ମହାନନ୍ଦ, ମୁଖ୍ୟବକ୍ତା ଧୀମାନ ଚିତ୍ର ସୁନା, ଅଧକ୍ଷ ବିରଞ୍ଚି…
ଇନ୍ଦୋର ଚଇଥ୍ରାମ ଓ କବିତଖେଡ଼ିର ବାୟୋ ସିଏନଜି ପ୍ଲାଂଟ ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ
ବର୍ଜ୍ୟବସ୍ତୁ ପରିଚାଳନା ନେଇ ଇନ୍ଦୋର ମହାନିଗର ନିଗମ ଏବଂ ଇଣ୍ଡିଆନ ଅଏଲର ଅଫିସରଙ୍କ ସହ ଆଲୋଚନା
ଘରୋଇ ବର୍ଜ୍ୟବସ୍ତୁକୁ ବ୍ୟବହାର ଯୋଗ୍ୟ ଇନ୍ଧନରେ ପରିଣତ କରାଯାଉଛି
ନୂଆଦିଲ୍ଲୀ,– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ମଧ୍ୟପ୍ରଦେଶର ଇନ୍ଦୋର ସହର ଗସ୍ତ କରି ଏକ ବୈଠକରେ…
ଟ୍ରକ ବାଇକ ମୁହାଁମୁହିଁ ଧକ୍କା ; ବାଇକ ଚାଳକ ଗୁରୁତର
ଭଞ୍ଜନଗର ( ନିଲୁ ବିଷୋୟୀ ) : ଭଞ୍ଜନଗର ଥାନା ଅଧିନ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ବାଣତୁମ୍ଭ ଗ୍ରାମ ମୁଖ୍ୟ ସଡକ ଉପରେ ଆଜି ମଧ୍ୟାହ୍ନ ରେ ଏକ ବାଇକ ସହ ଟ୍ରକ ଧକ୍କା ହେବା ଫଳରେ ବାଇକ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣଙ୍କ ହେଉଛନ୍ତି ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ…
ମରଣଯନ୍ତା ପାଲଟିଛି ଆନନ୍ଦପୁର ରାସ୍ତା ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଜଟେସିଂହା ଠାରୁ ବଡଖମାର ମଠ ପର୍ଯ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ରାସ୍ତାର ଅବସ୍ଥା ଏଭଲି ଖରାପ ଯେ ଖାଲି ପାଦରେ ଚାଲିକରି ଯିବାର ମହା ବିପଦ। ରୁଗୁଡିସାହି- ଆର୍ ଡି ରାସ୍ତା ଠାରୁ…