ସ୍ୱାସ୍ଥ୍ୟ ବିଭାଗର କରୋନା ଯୋଦ୍ଧା ମାନଙ୍କୁ କୋଭିଡ୍-୧୯ ଟିକାକରଣ: ଦ୍ଵିତୀୟ ଡୋଜ୍ ଟିକାକରଣର ପ୍ରଥମ ଦିନରେ ୬୯୬…

ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା  ପାରଳାଖେମୁଣ୍ଡି  ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ  ଜିଲ୍ଲାର ୭ ଟି ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ବୁଧବାର ଦିନ କୋଭିଡ୍ ଟିକାକରଣର ଦ୍ଵିତୀୟ ଡୋଜ୍ ଟିକାକରଣର ପ୍ରଥମ ଦିନରେ ମୋଟ ୬୯୬ ଜଣ ସ୍ୱାସ୍ଥ୍ୟ…

ପାରଳାଖେମୁଣ୍ଡିର ପ୍ରସିଦ୍ଧ ମାଁ ତାରା ତାରିଣୀ ପୀଠରେ ୨୧ତମ ବାର୍ଷିକ ଉତ୍ସବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ରେଳଷ୍ଟେସନ ପ୍ଲାଟଫୋର୍ମ ପାର୍ଶ୍ୱସ୍ତ ମାଁ ତାରା ତାରିଣୀଙ୍କ ୨୧ତମ ବାର୍ଷିକ ପୂଜା ଅର୍ଚ୍ଚନା ନିଡାମ୍ବର ସହକାରେ ପାଳିତ ହୋଇଯାଇଛି।ଉଦ୍ଘାଟନୀରେ କଳସୀ (ଘଟ) ନଗର ପରିକ୍ରମା ସୀମିତ ପରିସରରେ ହେବା ଓ ଯଥା ବିଧିରେ ପୂଜା ହେବାପରେ…

ଝାଡେଶ୍ୱରୀ ସ୍ଵତନ୍ତ୍ର ବିଦ୍ୟାଳୟ ରେ ସରସ୍ଵତୀ ପୂଜା ପାଳିତ

ଝାରସୁଗୁଡ଼ା (ସୁଭାଷ ସହାରେ)-ଝାରସୁଗୁଡା ବୁରୋମାଲ ବୁଡାପଡା ଥିବା ଝାଡେଶ୍ଵରୀ ସ୍ଵତନ୍ତ୍ର ଦିବ୍ୟାଙ୍ଗ ସ୍କୁଲ ମାଁ ବାକ୍ ବାଦିନୀ ସରସ୍ଵତୀ ଙ୍କ ୨୧ ତମ ପୂଜା ଅନୁଷ୍ଠିତ ହୋଇ ଯାଇଛି । ଏଇ ଉତ୍ସବରେ ବିଦ୍ୟା ଳୟର ତିନିଜଣ ଅନ୍ତେବାସୀ, ଅନ୍ତେବାସିନୀ ସମେତ ବିଦ୍ୟାଳୟର ପ୍ରତିଷ୍ଠାତା ବିବେକାନନ୍ଦ…

ପର୍ସନାଲ ଲୋନ ପାଇଁ ହେଲା ପର୍ସ ଖୋଳ

ଧନଲକ୍ଷ୍ମୀ ଫାଇନାନ୍ସ ନାମକ ଏକ ସଂସ୍ଥାରେ ସେ ବ୍ୟକ୍ତିଗତ ଋଣପାଇଁ ଅନଲାଇନ ଆବେଦନ କରି ଯୁବକ ହରାଇଲେ  ୩୫,୭୨୪ ଟଙ୍କା ଝାରସୁଗୁଡ଼ା :(ସୁଭାଷ ସହାରେ): ଅନଲାଇନ୍ ଠକେଇର ଶିକାର ହୋଇଛନ୍ତି ଜଣେ ଯୁବକ। ଅନଲାଇନ ଋଣ ଉଠାଇବା ଲୋଭରେ  ଦେଇଥିଲେ ୩୫  ହଜାର  ୭୨୪ ଟଙ୍କା। ମିଠାକଥା କହି ଟଙ୍କା ଲୁଟି…

ଝାରସୁଗୁଡ଼ାରେ ଉଦ୍ଘାଟିତ ହେଲା  ୱାଟର ପାର୍କ 

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ଜିଲ୍ଲା ଲହଣ୍ଡାବୁଡ଼ ଠାରେ ଏକ ଘରୋଇ ୱାଟର ପାର୍କ ର ଶୁଭ ଉଦ୍ଘାଟନ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଯୋଗଦାନ କରି ଉକ୍ତ…

୨ୟ ଦିିନ ଜୟ ଜବାନ କ୍ଳବ ସରବାହାଲର ଫୁଟବଲ ମ୍ୟାଚ

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡା ସ୍ଥିତ ସରବାହାଲ ଠାରେ ଜୟ ଜବାନ କ୍ଳବ ଆନୁକୂଳ୍ୟରେ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛିି। ୨ୟ ଦିିନ ଖେଳର ପ୍ରଥମ ସେମି ଫାଇନଲ୍ ରେ ମୁଖ୍ୟ ଅତିିଥି ଭାବେ ସମାଜସେବୀ ରତ୍ନାକର ପ୍ରଧାନ ଯୋଗ ଦେଇଥିଲେ ।ମ୍ୟାଚ ଇ- ବଜାର,ଝାରସୁଗୁଡା ବନାମ ବୀର ସିଂ…

ବାଲିମେଳା ଏନ ଏ ସି  ର ସମୀକ୍ଷା କରିବା ସହ ଲୋକଙ୍କ ଅଭଯୋଗ ଶୁଣିଲେ ଜିଲ୍ଲାପାଳ ।

ମାଲଜନଗିରି(ବି ଶ୍ରୀନିବାସ ପାତ୍ର) ଜିଲ୍ଲାପାଳ ଡ଼ଃ. ୟାଇ ବିଜୟ କୁମାର ଆଜି ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଗସ୍ତ କରି  ବାଲିମେଳା ଏନ ଏ ସି  ଅଧିନରେ ଥିବା ବିଭିନ୍ନ ୱାର୍ଡ ରେ ଚାଲିଥିବା ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ବୁଲି ଦେଖିଥିଲେ । ଏହା ପରେ ଏନ ଏ ସି  ର ଦଶ…

ବିଶ୍ୱ ଅର୍ଥନୀତିର ପୁନଃଉଦ୍ଧାର ପାଇଁ ତୈଳ ଉତ୍ପାଦନକୁ ସ୍ୱାଭାବିକ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ଆଇଏଫ୍-ଆଇଏ-ଓପେକ୍ ଭର୍ଚୁଆଲ ଆଲୋଚନା ଚକ୍ରରେ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ/ଭୁବନେଶ୍ୱର,(ଶାସକ ପ୍ରଶାସକ)  - ସାଉଦିଆରବର ଉର୍ଜା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଆୟୋଜିତ ୧୧ତମ ଆଇଏଫ-ଆଇଏ-ଓପେକ ଭର୍ଚୁଆଲ ଆଲୋଚନାଚକ୍ରରେ ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇ ବିଶ୍ୱ…

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର ଆଇଏଲଏସ ଠାରେ ସେଂଟର ଅଫ୍ ଏକ୍ସିଲେନ୍ସ ଅନ୍ ମେରାଇନ୍ ବାୟୋ-ଟେକ୍ନୋଲୋଜି ପ୍ରତିଷ୍ଠା  କରାଯାଉ - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର, – ଅପାର ସମ୍ଭାବନାର ରାଜ୍ୟ ଓଡିଶାରେ ସମୁଦ୍ର କୂଳ ତଥାପ୍ରାକୃତିକ ପରିବେଶ ସୁରକ୍ଷାର ସନ୍ତୁଳନକୁ ଆଖିରେ ରଖି ଗବେଷଣା ନିମନ୍ତେ…

ଦିବସଙ୍କ ମଣିଷପଣିଆକୁ ରାଜ୍ୟସ୍ତରୀୟ ସରକାରୀ ସ୍ୱୀକୃତି 

"ଗୁଡ ସାମାରୀଟିଆନ" ଭାବରେ ପୁରସ୍କୃତ ହୋଇ ଆଣିଲେ ବରଗଡ଼ ଜିଲ୍ଲାପାଇଁ ଗୌରବ ବରଗଡ (ଶାସକ ପ୍ରଶାସକ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମର ବାସିନ୍ଦା ତଥା ଝାରବନ୍ଧ ବ୍ଲକ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟର ଶିକ୍ଷକ ତଥା ସାମାଜିକ କର୍ମୀ ଦିବସ କୁମାର ସାହୁ…