ବରଗଡ ଜିଲ୍ଲା କୃଷକ ମୋର୍ଚା ତରଫରରୁ ପାଇକମାଳର ନୂତନ ପିଏଚସି ଠାରେ “ହେଲ୍ପ  ଡେକ୍ସ” ଉଦ୍ଘାଟିତ 

0

ପଦ୍ମପୁର : ବରଗଡ ଜିଲ୍ଲା କୃଷକ ମୋର୍ଚା ତରଫର ରୁ ପାଇକମାଳର ନୂତନ ପିଏଚସି ଠାରେ  ଖୋଲାଯାଇଥିବା କରୋନା ରୋଗୀଙ୍କ ସହାୟକ  ପାଇଁ ରାଜ୍ୟ  କୃଷକ ମୋର୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ଉପସ୍ଥିତରେ “ହେଲ୍ପ  ଡେକ୍ସ” ଭରଚୁଆଲ ମାଧ୍ୟମରେ ବିଜେପି  ରାଷ୍ଟ୍ରୀୟ  ଅଧକ୍ଷ ଜେପି  ନଡ୍ଡା ଓ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧକ୍ଷ  ତଥା ସାଂସଦ ରାଜକୁମାର  ଚହର ଉଦ୍ଘାଟନ କରିଥିଲେ | ଉଦ୍ଘାଟନ  ଅବସରରେ ରାଜ୍ୟ କୃଷକ ମୋର୍ଚା ସଭାପତି ପ୍ରଦୀପ ପୁରୋହିତ ବରଗଡ ଜିଲ୍ଲା କୃଷକ ମୋର୍ଚା ସଭାପତି ଶ୍ରୀକାନ୍ତ ମିଶ୍ର , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  ଗୋବର୍ଧନ ଅଗ୍ରୱାଲ, ବରଗଡ ଜିଲ୍ଲା ବିଜେପି ଉପ ସଭାପତି ସରୋଜ ସାମଲ , ପାଇକମାଳ ମଣ୍ଡଳ ସଭାପତି  କୈଳାଶ ଦିଶ୍ରୀ ,  ପାଇକମାଳ କୃଷକ ମୋର୍ଚା ମଣ୍ଡଳ ସଭାପତି ଯୋଗେନ୍ଦ୍ର  ଭୋଇ,  ସୁଶାନ୍ତ ନାଗ , ଦିବାକର  ତାଣ୍ଡି, ପଞ୍ଚମ  ବେହେରା, ଅଜୁ ସେଠ, ଶଶୀଧର ସାହୁ, ରମଣିରଞ୍ଜନ ହୋତା, ରଜିନ୍ଦ୍ର ସେଠ, ରୋଶନ  ପାଣିଗ୍ରାହୀ , ରାଜକୁମାର ସାହୁ,  ଧନଞ୍ଜୟ ପାଣ୍ଡେ ସମସ୍ତେ  ଉପସ୍ଥିତ ଥିଲେ |

Leave A Reply

Your email address will not be published.