ଚାଉଁରପୁରରୁ ଘଣ୍ଟେଶ୍ବରୀ ରାସ୍ତା ସମେତ ୩ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ I

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଚାଉଁରପୁରରୁ ଘଣ୍ଟଶ୍ଵରୀ ଏବଂ ଚାରପାଲିରୁ ତୁଲୁଣ୍ଡି ଶାସନ, କମଲ ଛକରୁ ବିଶାଳଖିଣ୍ଡା ପର୍ଯ୍ୟନ୍ତ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ତ୍ତ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ…

ବୁଢାରଜା ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଶୈଳେଶ 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)- ସମ୍ବଲପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ବିଜୁ ଜନତାଦଲର ରାଜ୍ୟ ସମ୍ପାଦକ  ଶୈଳେଶ ଦାନୀ ସମ୍ବଲପୁର ଜିଲ୍ଲାର ବୁଢାରାଜା ହାଇସ୍କୁଲକୁ ପୋଷ୍ୟ ବିଦ୍ୟାଳୟ ଭାବରେ ଗ୍ରହଣ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୟୁଟର ମାଧ୍ୟମରେ ଅନୁରୋଧ…

ପିସି ବେହେରା ଆନ୍ତଃ ଜିଲ୍ଲା ସିନିୟର ମହିଳା ଫୁଟବଲ: ଅନୁଗୁଳ ଓ ମୟୁରଭଞ୍ଜ ବିଜୟୀ

ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ା ଜିଲ୍ଲା କ୍ରୀଡା ସଂଘ ଓ ଫୁଟବଲ ଆସୋସିଏସନ ଅଫ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲ୍ଲା ପି ସି ବେହେରା ସିନିୟର ମହିଳା ଫୁଟବଲ ପ୍ରତିଯୋଗିତାର ଦ୍ବିତୀୟ ଦିନରେ ଅନୁଗୁଳ ଓ ମୟୂରଭଞ୍ଜ ଦଳ ବିଜୟୀ ହୋଇଛନ୍ତି । ପ୍ରଥମ ମ୍ୟାଚରେ ଅନୁଗୁଳ…

ପିକପ ଭ୍ୟାନ ଓଲଟି ଦୁଇ ମୃତ, ୨୫ ଆହତ

ନୂଆପଡା(ଅମିତ ପୁରୋହିତ)- ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ କ୍ରୀଷ୍ଣା ଛକ ନିକଟରେ ଏକ ପିକପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ସୂଚନାନୁସାରେ ବିଲେଞ୍ଜର ଗ୍ରାମରୁ ବିବାହିତ କନ୍ୟାକୁ ଛାଡିବାକୁ ଗୋଟିଏ ପିକପ ଭ୍ୟାନରେ ୩୦…

ନୂଆପଡ଼ାରେ କଂଗ୍ରେସର ୬ଘଣ୍ଟିଆ ବନ୍ଦ ସଫଳ

ନୂଆପଡା/ଅମିତ ପୁରୋହିତ: ନୂଆପଡ଼ାରେ ପେଟ୍ରୋଲ ,ଡ଼ିଜେଲ ରନ୍ଧନ ଗ୍ୟାସ ର ଦରଦାମ ବୃଦ୍ଧିକୁ ବିରୋଧ କରି କଂଗ୍ରେସର ୬ଘଣ୍ଟିଆ ବନ୍ଦ ପାଳନ ସଫଳ ହୋଇଛି। ବନ୍ଦ ପାଳନ କୁ ସ୍ଥାନୀୟ ବଣିକ ସଂଘ, ଘରୋଇ ବସ ମାଲିକ ସଂଘ ବାର ଆସୋସିଏସନ ସହଯୋଗ କରିଥିଲେ। ଚକ ଅଖ ସହ ସବୁ ଦୋକାନ ବଜାର ବନ୍ଦ ରହିଥିଲା।…

କୋଭିଡ କଟକଣା ମାନି ଶିକ୍ଷାନୁଷ୍ଠାନ ଗୁଡିକରେ ସରସ୍ୱତୀଙ୍କ ପୂଜାର୍ଚ୍ଚନା 

ରାୟଗଡା (ସରୋଜ କୁମାର ସାହୁ) – କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ସରସ୍ୱତୀ ପୂଜା ମଧ୍ୟ ଫିକା ପଡିଛି । ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ପୂଜାର୍ଚ୍ଚନା ପାଇଁ ବିଶେଷ କରି ଶିକ୍ଷାନୁଷ୍ଠାନ ଉତ୍ସବ ମୁଖର ହୋଇପଡୁଥିଲା । ପୂଜା ନିମନ୍ତେ ବହୁ ପୂର୍ବରୁ ଶିକ୍ଷାନୁଷ୍ଠାନ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର…

ଉର୍ଜା ନ୍ୟାୟ ପାଇଁ ବୈଶ୍ୱିକ ମଡେ଼ଲ ତିଆରି କରୁଛି ଭାରତ-ଧର୍ମେନ୍ଦ୍ର ପ୍ରଧାନ

ବିଶ୍ୱ ପେଟ୍ରୋକୋଲ୍ କଂଗ୍ରେସ ଏବଂ ବିଶ୍ୱ ଭବିଷ୍ୟତ ଇନ୍ଧନ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ ନୂଆଦିଲ୍ଲୀ/ଭୁବନେଶ୍ୱର, – ଉର୍ଜା କ୍ଷେତ୍ରରେ ଉପଲବ୍ଧି ଏବଂ ସୁଲଭ ଦରରେ ସନ୍ତୁଳନ ଆଣି ଭାରତ ଉର୍ଜା ନ୍ୟାୟର ଏକ ବିଶ୍ୱ ମଡେ଼ଲ ତିଆରି କରୁଛି ଏବଂ ସବୁଜ ଉର୍ଜା ରୂପାନ୍ତରଣ ପାଇଁ ନିଜର…

ଗଜପତି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗଭୀର ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର 

ଭୁବନେଶ୍ୱର,- ଗଜପତି ଜିଲ୍ଲାର ଆର୍ ଉଦୟଗିରି ବ୍ଲକ ଅନ୍ତର୍ଗତ ସବରପଲ୍ଲୀ ପଂଚାୟତର କଙ୍କଡାଗୁଡା ଠାରେ ଆଜି ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତାହତ ହେବା ଖବରରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ଏହାସହ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା…

ଜ୍ଞାନଯଜ୍ଞ ହିଁ ସରସ୍ଵତୀ ପୂଜାର ପ୍ରକୃତ ମହତ୍ତ୍ବ 

   ଜଟିଆ ପାଲି ଗ୍ରାମରେ ସରସ୍ଵତୀ ମହୋତ୍ସବ ଓ ପ୍ରତିଭା ପୂଜନ ସମାରୋହ ଅନୁଷ୍ଠିତ । ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା  କୁଚିଣ୍ଡା ବ୍ଲକ ପାରୁଆଭାଡ଼ି ଗ୍ରାମ ପଞ୍ଚାୟତ ର  ଜଟିଆପାଲି ଗ୍ରାମରେ  ଡଃ.ଏ.ପି.ଜେ. ଅବଦୁଲ କଲାମ ଯୁବ କ୍ଲବ୍ ପକ୍ଷରୁ କୋଭିଡ୍ କଟକଣା ଭିତରେ…

ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟ ପରିଦର୍ଶନ କଲେ ବିଭାଗୀୟ ମନ୍ତ୍ରୀ     

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା ବୁରୋମାଲ ବୁଡାପଡା ଉପକଣ୍ଠରେ ଥିବା ଝାଡେଶ୍ଵରୀ ସ୍ଵତନ୍ତ୍ର ଦିବ୍ୟାଙ୍ଗ ସ୍କୁଲକୁ ସାମାଜିକ  ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମାନ୍ୟବର ମନ୍ତ୍ରୀ ଅଶୋକ କୁମାର ପଣ୍ଡା ବିଦ୍ୟାଳୟ ପରିଦର୍ଶନ କରି ପିଲାଙ୍କ ସ୍କୁଲର ସୁବିଧା ଅସୁବିଧା ବିଷୟରେ…