Sign in
Sign in
Recover your password.
A password will be e-mailed to you.
ଓଡିଶା-ଆନ୍ଧ୍ର ସୀମାବର୍ତୀ ରାୟଗଡ ବ୍ଳକର ୯ଟି ଗ୍ରାମ ପରିଦର୍ଶନ କଲେ ବିଡିଓ ଓ ତହସିଲଦାର
ରାୟଗଡ/ସରୋଜ କୁମାର ସାହୁ : ଦକ୍ଷିଣ ଓଡିଶା ସୀମାନ୍ତରେ ଥିବା ଗ୍ରାମଗୁଡିକର ବାସିନ୍ଦାକୁ ନେଇ ଆନ୍ଧ୍ର ସରକାର ତାହାର ବିଭିନ୍ନ ସହାୟତା ଯୋଗାଇ ଦେବା ସହ ଗତ କିଛି ଦିନ ତଳେ ହୋଇଥିବା ଆନ୍ଧ୍ରପ୍ରଦେଶର ପଂଚାୟତ ନିର୍ବାଚନରେ ଓଡିଶା ଲୋକଙ୍କୁ ସାମିଲ କରିବା ଭଳି ଘଟଣାଗୁଡିକ ଗତ କିଛି ଦିନ ଧରି…
ରାୟଗଡ ଜିଲ୍ଳାରେ ଜାତୀୟ ସଡକ ସୁରକ୍ଷା ମାସର ଉଦଯାପନୀ ଦିବସ ପାଳିତ
ରାୟଗଡ/ସରୋଜ କୁମାର ସାହୁ : ରାୟଗଡ ଜିଲ୍ଳା ସଦର ମହକୁମାରେ ଜାତୀୟ ସଡକ ସୁରକ୍ଷା ମାସର ଉଦଯାପନୀ ଦିବସ ମହାସମାରୋହରେ ଆଜି ପାଳନ କରାଯାଇଛି । ଏହି ଅବସରରେ ସଡକ ସୁରକ୍ଷା ସଚେତନତା ନିମନ୍ତେ ଏକ ସାଇକେଲ ରାଲିର ଆୟୋଜନ କରାଯାଇଥିଲା । ଏହି ରାଲି’ଟି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ…
ଅପରାଜିତାଙ୍କୁ ମାନସ ଦେଲେ କଡା ଜବାବ : “ଅପରାଜିତା ମାଡାମ ଆପଣ ମିଛ କହିଲେ”
http://www.youtube.com/watch?v=3kFG8sM3NfM
ବାଇ ଲ ଭଲରେ ନ ପଢି ଗପ ଶୁଣାନ୍ତୁନି, ଓଡିଶା ବାସୀ ବୋକା ନୁହନ୍ତି
ଐତିହ୍ୟ ବାଇ-ଲ ଚିଠା ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ହେଉଛନ୍ତି କୋଲକାତା ଠାରେ ଥିବା ଏଏସ୍ଆଇର ଆଞ୍ଚଳିକ ନିର୍ଦ୍ଦେଶକ
ଓଡିଶା ସଂସ୍କୃତି…
କୁମ୍ଭାରମୁଣ୍ଡା ଠାରେ ବନ୍ଧୁକ -ଭୁଜାଲି ଦେଖାଇ ସହଜ ଜନ ସେବା କେନ୍ଦ୍ର କର୍ମଚାରୀଙ୍କ ଠାରୁ ଲୁଟ।
ଲୁଟି ନେଲେ ଲାପଟପ, ୮୦ ହଜାର ଟଙ୍କା,୨ ମୋବାଇଲ, ସ୍ୱାପ ମେସିନ, ପାନ କାର୍ଡ ଓ ଏଟିମ କାର୍ଡ।
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ ଦିନକୁ ଦିନ ଚୋରି , ଲୁଟ, ଡକାୟତି ଭଳି ଘଟଣା ମାନ ବଢ଼ିବାରେ ଲାଗିଛି। ହେଲେ ବୁଧବାର ଦିନ ସକାଳ ପ୍ରାୟ ୧୦ଟା ବେଳେ ୪…
ଚାରମାଳ ସାପ୍ତାହିକ ବଜାରରୁ ନାବାଳକ ନିଖୋଜ
(ରେଢ଼ାଖୋଲରୁ ଅନିଲ ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ଚାରମାଳ ଥାନା ଅନ୍ତର୍ଗତ ବଡନୂଆପଡା ଗ୍ରାମର ପବିତ୍ର ମିର୍ଦ୍ଧାଙ୍କ ନାବାଳକ ପୁଅ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ କ୍ରମେ ଚାରମାଳ ପୁଲିସ ଥାନା କେସ ନଂ, ୧୮/୨୦୨୧ରେ ଏକ ନିଖୋଜ ମାମଲା ରୁଜୁ କରି…
ଧର୍ମପ୍ରାଣା ମହିଳାଙ୍କ ପରଲୋକ
ବରଗଡ :ବସନ୍ତ ପଞ୍ଚମୀ ଦିନ ପୂର୍ବତନ ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ,ପଶ୍ଚିମୋତ୍କଳ କର୍ମକାଣ୍ଡିୟ ସମିତିର ସଂସ୍ଥାପକ ତଥା ପଶ୍ଚିମ ଓଡ଼ିଶା ଦଧିବାମନ ମୁକ୍ତି ମଣ୍ଡପର ସଭାପତି ପଣ୍ଡିତ ହିମାଂଶୁ ଶେଖର ରଥଙ୍କର ଧର୍ମ ପତ୍ନୀ ତଥା ଲୁଦୁପାଲି ଗ୍ରାମର ଗାଉଁତିଏନ ଶ୍ରୀମତୀ ଲୋପାମୁଦ୍ରା ରଥଙ୍କର ୭୭…
ପ୍ରସ୍ତୁତ ହେଲା “ସମଲେଇ ଯୋଜନା ” : ମା ସମଲେଶ୍ବରୀ ମନ୍ଦିରର ବିକାଶ ପାଇଁ ଖର୍ଚ୍ଚ ହେବ 200 କୋଟି ଟଙ୍କା
ସୁଦୃଶ୍ୟ ସ୍ବାଗତ ତୋରଣ , ପରିକ୍ରମା ଓ ମହାନଦୀ ଆଳତି ଭକ୍ତ ମାନଙ୍କୁ ଅନନ୍ୟ ଅନୁଭୂତି ଦେବ ।
ମାନବୀୟ ଦୃଷ୍ଟିରୁ ବିଚାର କରି ପ୍ରଭାବିତ ଲୋକଙ୍କ ପାଇଁ ଉଦାର ଥଇଥାନ ପ୍ୟାକେଜ।
ଭୁବନେଶ୍ୱର(ଶାସକ ପ୍ରଶାସକ) -କୋଟି କୋଟି ଓଡିଆଙ୍କ ଆସ୍ଥା ଓ ବିଶ୍ବାସର କେନ୍ଦ୍ର ମା ସମଲେଇ…
“ବର୍ତ୍ତମାନର ସ୍ଥିତି ଜାରି ରହିଲେ ୨୦୪୦ ବେଳକୁ ଦେଶରେ ଜନସଂଖ୍ୟା ୨୪୦ କୋଟିକୁ ଟପିବ”
ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ସାମ୍ବାଦିକ ସମ୍ମିଳନୀ।
ଟିଟିଲାଗଡ଼ ( ଗୌରବ ଦର୍ଜୀ )-ଆଜି ଟିଟିଲାଗଡ ରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର ଜିଲ୍ଲା ସଭାପତି ଆଲୋକ ନାୟକ ଙ୍କ…
ସାମ୍ବାଦିକଙ୍କ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲା ଓଜେୟୁ ସମ୍ବଲପୁର ଜ଼ିଲ୍ଲା ଶାଖା
ଜ଼ିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜ଼ିଲ୍ଲା କାର୍ଯ୍ୟକାରିଣୀ କମିଟି ବୈଠକର ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ I
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା କାର୍ଯ୍ୟକାରିଣୀ କମିଟି ବୈଠକର ଦାବି ଗୁଡିକ ଆଜି…
ଦୀର୍ଘ ଏଗାର ମାସ ପରେ ଶ୍ରଦ୍ଧାଳୁ ପାଇଲେ “ହରିହର ପଙ୍ଗତ”ର ଦିବ୍ୟ ଅନୁଭବ
ବରଗଡ :- ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ପୀଠରେ ହରିହର ପଙ୍ଗତର ଏକ ପୁରାତନ ପ୍ରଥା ରହିଛି । ମହାପ୍ରଭୁଙ୍କ ନିକଟରେ ପ୍ରତ୍ୟେକ ଦିନ ଲାଗୁଥିବା ଭୋଗକୁ ଉପସ୍ଥିତ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କୁ ମାଗଣାରେ ବଣ୍ଟନ କରାଯାଇଥାଏ । ମୂଖ୍ୟତଃ ପ୍ରତ୍ୟେକ ଦିନ ମଧ୍ୟାହ୍ନ…