ମହାପ୍ରଭୁଙ୍କୁ ଦର୍ଶନ କଲେ ଅଭିନେତ୍ରୀ କଙ୍ଗନା

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ଶୁକ୍ରବାର ଭୋର ୫.୪୫ରେ ଶ୍ରୀମନ୍ଦିର ପାଖରେ ପହଞ୍ଚିଥିଲେ କଙ୍ଗନା । ସେବକ ମଧୁସୂଦନ ସଂଘାରୀ ତାଙ୍କୁ ସ୍ବାଗତ କରିବା ସହ ଶ୍ରୀମନ୍ଦିର ବୁଲାଇଥିଲେ । ସମସ୍ତ ଦେବାଦେବୀଙ୍କୁ ଦର୍ଶନ କରିବା ସହ ମଙ୍ଗଳ ଆଳତି ଦେଖିଥିଲେ ।…

କେନ୍ଦ୍ରାପଡା : ସରପଞ୍ଚଙ୍କୁ ମାଡ଼ ମାଇଲେ ୱାର୍ଡମେମ୍ବରଙ୍କ ସ୍ୱାମୀ 

http://www.youtube.com/watch?v=OV9Hdccubl8  କେଦ୍ରାପଡ଼ାରୁ ପ୍ରତୀକ ମିଶ୍ର : ଗୁରୁବାର ଦିନ 3.30 ସମୟରେ କେଦ୍ରାପଡ଼ା  କରିଲୋ ପାଟଣା ସରପଞ୍ଚ ସୁକାନ୍ତ କୁମାର ସାହୁ (44) ଙ୍କୁ ଉକ୍ତ ପଂଚାୟତ ର ୱାର୍ଡ ମେମ୍ବରଙ୍କ ସ୍ୱାମୀ ଆକ୍ରମଣ କରିଥିଲେ | କାରଣ ଥିଲା ପୂର୍ବ ଶତ୍ରୁତା | …

ଇଣ୍ଡିଆନ ଅଏଲ୍ ଏବଂ ଗ୍ରୀନସାଟ୍ ଉଦ୍ୟମରେ ବିଶ୍ୱ ହାଇଡ୍ରୋଜେନର ନେତୃତ୍ୱ ନେବ ଭାରତ – ଧର୍ମେନ୍ଦ୍ର ପ୍ରଧାନ

ଇଣ୍ଡିଆନ ଅଏଲ୍ ଏବଂ ଗ୍ରୀନସାଟ୍ ମଧ୍ୟରେ ଇଚ୍ଛାପତ୍ର ସ୍ୱାକ୍ଷର ନୂଆଦିଲ୍ଲୀ/ଭୁବନେଶ୍ୱର, – ନୂଆଦିଲ୍ଲୀ ଠାରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଭାରତରେ ସେଂଟର୍ ଅଫ୍ ଏକସିଲେନ୍ସ ଅନ୍ ହାଇଡ୍ରୋଜେନ୍ ପ୍ରତିଷ୍ଠା  କରିବା ପାଇଁ ‘ଇଣ୍ଡିଆନ ଅଏଲ ଏବଂ ଗ୍ରୀନସାଟ୍…

ମାନବ ସେବା ସଂଘ ‘ମୁକ୍ତିପଥ’ ଦ୍ବାରା ଅଜଣା ମହିଳାଙ୍କ ଶବ ସଂସ୍କାର। 

ଝାରସୁଗୁଡ଼ା (ସୁଭାଷ ସହାରେ)-୧୩ ଫେବୃୟାରୀ, ୨୦୨୧ ଦିନ ବ୍ରଜରାଜନଗର ଟ୍ରେନ ଷ୍ଟେସନରେ ମାଲଗାଡି ଧକ୍କାରେ ଜଣେ ଅଜଣା ମହିଳା(୫୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଝାରସୁଗୁଡ଼ା ଜିଆରପିଏସ, ୟୂଡ଼ି କେଶ ନଂ ୫/୨୧, ତା' ୧୩/୨, ରୁଜ୍ଜୁ କରିଛନ୍ତି। ଆଜି ବୈଧାନିକ ଅନୁକ୍ରିୟା ପରେ ଶବଟିକୁ…

କନକାଷ୍ଟ ଅଧିଗ୍ରହଣରେ ମୋଟା ଟିକସ ଫାଙ୍କି !

ଅଧିଗ୍ରହଣ ସମୟରେ ନଥିପତ୍ର ଜାଲିଆତି ଓ ତୃଟିପୂର୍ଣ୍ଣ ତଥ୍ୟାବଳୀ ପ୍ରସ୍ତୁତ କରି ବଡ଼ଧରଣର ଟିକସ ଫାଙ୍କି ହୋଇଥିବା ଅଭିଯୋଗ ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା: ଝାରସୁଗୁଡ଼ା ସହର ଉପକଣ୍ଠ ବଡ଼ମାଲ ଠାରେ ଥିବା କନକାଷ୍ଟ ଷ୍ଟିଲ କମ୍ପାନୀକୁ ଇତିମଧ୍ୟରେ ଏମଏମସି ଅଧିଗ୍ରହଣ କରିଛି ।…

ଓଡିଶାବାସୀଙ୍କ ଜୀବନ ଜୀବିକା କ୍ଷେତ୍ରରେ ଯୋଗଦାନ ଦେବା ପାଇଁ ଆଇ୍ଏଲ୍ଏସ୍ ଭୁବନେଶ୍ୱରକୁ ଆହ୍ୱାନ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ୩୨ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ/ଭୁବନେଶ୍ୱର– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ନେତୃତ୍ୱରେ ଭାରତ କୋଭିଡ଼୍-୧୯ ମୁକାବିଲାରେ ସଫଳ ହୋଇଛି…

“ଅବହେଳା କରନ୍ତୁ ନାହିଁ, ପୁଣି ଫେରିପାରେ କରୋନା ଭାଇରସ୍”

ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ-୧୯ର ଭୟ କିଛି ଟା ହ୍ରାସ ପାଉଥିବା ଜଣାପଡୁଥିଲେ ମଧ୍ୟ ଲୋକମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ କୋଭିଡ ନିୟମାବଳୀକୁ ଦୃଢ଼ଭାବେ ପାଳନ କରିବା ଉଚିତ୍ ବୋଲି ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର ମତ ଦେଇଛନ୍ତି । ଓଡ଼ିଶାରେ…

ଅବାଧ ପଶୁ ଶିକାର ଏବଂ ଜଙ୍ଗଲ ନିଆଁ ପ୍ରତିରୋଧ କର୍ମଶାଳା ଆୟୋଜିତ ।

ମାଲକାନଗିରି (ବି.ଶ୍ରୀନିବାସ ପାତ୍ର) ପାଣ୍ଡ୍ରିପାଣି ପଂଚାୟତ ଅନ୍ତର୍ଗତ ସର୍ଗିଗୁଡା ଗ୍ରାମରେ ବନ ବିଭାଗ ପକ୍ଷରୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ଏବଂ ଅବାଧ ପ୍ରାଣୀ ଧନ ଶିକାର କୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଥିଲା । ସର୍ବ ପ୍ରଥମେ ଗ୍ରାମବାସୀ ମାନେ ବନଖଣ୍ଡ ଅଧିକାରୀ ଓ ବନବିଭାଗ ଅଧିକାରୀ…

କନ୍ୟା ଯାତ୍ରୀ ଗାଡି ଓଲଟି ୩ ମୃତ ଘଟଣା: ଗାଁରେ ଶୋକାକୂଳ ପରିବେଶ

ମୋହନା: ଗଜପତି ଜିଲ୍ଲା ରା. ଉଦୟଗିରି ପଞ୍ଚାୟତ ଅନ୍ତର୍ଗତ କଙ୍କଡ଼ାଗୁଡ଼ା ବୁଲାଣିରେ ଗତ ୧୧ ତାରିଖରେ ବରଘରକୁ କନ୍ୟାଯାତ୍ରୀ ଧରି ଯାଉଥିବା ଏକ ୪୦୭ ମିନିଟ୍ରକ ନଂ- ଓଆର୦୨ କେ୫୮୬୫ ଓଲଟି ପଡିବାରୁ ଘଟଣାସ୍ଥଳରେ ଗାଡ଼ି ତଳେ ଚାପି ହୋଇ ୨  ଜଣ ଯାମଡ଼ିହ ଗ୍ରାମର ଜୟନ୍ତ ଦଳବେହେରା ଓ ଗାୟତ୍ରୀ…

ଗଛରେ ପିଟି ହେଲା କାର , ରେଢ଼ାଖୋଲ କୋର୍ଟର ମୁଖ୍ୟ କିରାଣୀ ଓ ଦୁଇ ସରକାରୀ ଓକିଲ ଗୁରୁତର ଆହତ ।

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପୁରୁଣା ପେଟ୍ରୋଲ ପମ୍ପ ନିକଟ ଏକ ଗଛରେ ପିଟି ହୋଇ ରେଢ଼ାଖୋଲ କୋର୍ଟର ମୁଖ୍ୟ କିରାଣୀ ଓ ଦୁଇ ସରକାରୀ ଓକିଲ ଗୁରୁତର ଆହତ  ହୋଇଛନ୍ତି , ସୂଚନା ଯୋଗ୍ୟ ଯେ ଆଜି ସକାଳ 10 ଟାରେ ରେଢ଼ାଖୋଲ କୋର୍ଟର ମୁଖ୍ୟ କିରାଣୀ ସୂର୍ଯ୍ୟ…