Sign in
Sign in
Recover your password.
A password will be e-mailed to you.
ଓଡିଶାର ଜମମତ ଏବଂ ଜଜମେଣ୍ଟକୁ ପ୍ରଭାବିତ କରିବା ପାଇଁ ଭିଡିଓ ଭାଇରାଲ କରିଛି ଏସଆଇଟି:ଲେଖାଶ୍ରୀ
ପରୀ ହତ୍ୟା ମାମଲାରେ ସରୋଜ ସେଠୀର ଭିଡିଓ ଭାଇରାଲ ହେବା ପ୍ରସଙ୍ଗ
ଭୁବନେଶ୍ୱର: ବିଧାନସଭାରେ ଚାଷୀ ସମସ୍ୟା, ସୀମା ବିବାଦ, ଓଡିଶୀ ସୀମାରେ ଆନ୍ଧ୍ର ନିର୍ବାଚନ କରାଇବା, ଆଇନ ସୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଆଦି ପ୍ରସଙ୍ଗ ଥିବା ସମୟରେ ରାଜ୍ୟ ସରକାର ଜାଣିଶୁଣି ଏସାଇଟିକୁ ଲଗାଇ ପରୀ…
“ଶିଶୁମାନଙ୍କୁ ସବୁଜ ପରିବା, ଫଳ ଖୁଆନ୍ତୁ, ଜଙ୍କ ଫୁଡରୁ ଦୂରରେ ରଖନ୍ତୁ”
ଭୁବନେଶ୍ୱର : ପ୍ରତିବର୍ଷ ପୃଥିବୀରେ ପ୍ରାୟ ଚାରି ଲକ୍ଷ ଶିଶୁ କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତି ଯେଉଁମାନଙ୍କ ମଧ୍ୟରୁ ପାଖାପାଖି ୧୨ ପ୍ରତିଶତ ଶିଶୁ ଭାରତର । ଶିଶୁମାନଙ୍କୁ ଏହି ରୋଗରୁ ଦୂରରେ ରଖିବା ନିମନ୍ତେ ପିତାମାତା ମାନଙ୍କର ବିଶେଷ ଦାୟିତ୍ୱ ରହିଛି ବୋଲି ଶୁକ୍ରବାର ଜଣେ ଶିଶୁ କର୍କଟ…
ବିଭିନ୍ନ ଅଂଚଳ ପାଇଁ କାର୍ଯ୍ୟକ୍ଷମ ହେଲା ସେଫଟେଜ ପ୍ଲାଣ୍ଟ
ଭୁବନେଶ୍ୱର, ଜଟଣୀ ଓ ଖୋର୍ଦ୍ଧାବାସୀଙ୍କ ଜାଣିବା ପାଇଁ ସୂଚନା
ଅପରାଧି ସପକ୍ଷରେ ବିଜେପିର ଓକିଲାତି ଲଜ୍ଜାଜନକ: ବିଜେଡି
ଭୁବନେଶ୍ୱର : ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାରଙ୍କ ବକ୍ତବ୍ୟ ଯେତିକି ଆଶ୍ଚର୍ଯ୍ୟଜନକ ତାହାଠାରୁ ଅଧିକ ଯନ୍ତ୍ରଣାଦାୟକ । ସେ ଭୁଲି ଯାଉଛନ୍ତି ଯେ ପରୀ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଓ ଏକ ଜଘନ୍ୟ ଅପରାଧ । ଏହି ଘଟଣାର ତଦନ୍ତ ତାଙ୍କ ଇଚ୍ଛା ଅନୁଯାୟୀ ନୁହେଁ, ବରଂ ବିଭିନ୍ନ ତଥ୍ୟ…
ମଣ୍ଡିରେ ଧାନର ଅବ୍ୟବସ୍ଥା ପ୍ରତିବାଦରେ ଜିଲ୍ଲା କୃଷକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ…
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ମଣ୍ଡିରେ ଧାନର ଅବ୍ୟବସ୍ଥା ପ୍ରତିବାଦରେ ଜିଲ୍ଲା କୃଷକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଚାଷୀ ଜିଲ୍ଲା କୃଷକ ସଙ୍ଘ ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ଆସି…
ଅସନ୍ତୁଳିତ ଜନସଂଖ୍ୟା ଭାରତର ହଜାର ହଜାର ବର୍ଷର ହିନ୍ଦୁ ସଭ୍ୟତାକୁ ସମ୍ପୂର୍ଣ ବିଲୋପ କରିଦେବ
ଝାରସୁଗୁଡ଼ା :(ସୁଭାଷ ସହାରେ) ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ବିଜୁ ନଗର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।।ଏଥିରେ ରାଜ୍ୟ ସଭାପତି ବିପିନ ବିହାରୀ ଦାସ ଯୋଗଦେଇ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରିଥିଲେ । ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ…
ଫାଇଲେରିଆ ଔଷଧ ସେବନ ର ଅବଧି ବଢ଼ିଲା।
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା ଜିଲ୍ଲାରେ ଫାଇଲେରିଆ ରୋଗୀ ସଂଖ୍ୟା ଅଧିକ । ଫାଇଲେରିଆ ରୋଗୀ ଜିଲ୍ଲାର ପ୍ରାୟ ଅଧିକାଂଶ ଅଂଚଳରେ ଥିବାରୁ ଏବଂ ବିଶେଷ କରି ସହରାଞ୍ଚଳରେ ଓ ଶିଳ୍ପାଞ୍ଚଳ ରେ ଆବଶ୍ୟକ ସଂଖ୍ୟକ ଔଷଧ ସେବନ କରିନଥିବାରୁ ଏହାକୁ ଆହୁରି ବ୍ୟାପକ କରିବା ପାଇଁ ତଥା ସମସ୍ତ…
ଇଞ୍ଜିନିୟରିଂ ସ୍କୁଲ ପରିସରରୁ ବେଆଇନ ଗଛ କଟା ଘଟଣା: ବନ ବିଭାଗ ଗୁରୁବାର ଅଧ୍ୟାପକ ଶିଶିର ନାଏକ ଗିରଫ
ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ା ସରକାରୀ ଇଞ୍ଜିନିୟରିଂ ସ୍କୁଲ ପରିସରରୁ ବେଆଇନ ଗଛ କଟା ଘଟଣାରେ ବନ ବିଭାଗ ଗୁରୁବାର ଅଧ୍ୟାପକ ଶିଶିର ନାଏକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ନାମରେ ଓଡ଼ିଶା ବନ ବିଭାଗର ଟିମ୍ବର ଟ୍ରାଞ୍ଜିଟ ରୁଲର ଧାରା ୪, ୮, ୧୨, ୧୪ରେ ମାମଲା ରୁଜୁ…
ରାମ ମନ୍ଦିର ନିର୍ମାଣ ପାଇଁ ମୁସଲମାନ ପରିବାରର ସହାୟତା
ବରଗଡ଼(ଶାସକ ପ୍ରଶାସକ) : ଅଯୋଧ୍ୟା ରେ ରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ନିଧି ସଂଗ୍ରହ ଅଭିଯାନ ଚାଲିଛି। ଦଶ ଟଙ୍କାର କୁପନ ଆରମ୍ଭ କରି ଯିଏ ଜେତେ ଅଧିକ ଟଙ୍କା ଦେବେ ରାମ ମନ୍ଦିର ଟ୍ରଷ୍ଟ ତରଫରୁ ଜନ ସାଧାରଣ ଟ୍ରଷ୍ଟ ର ଏକାଉଣ୍ଟରେ ସିଧା ସଳଖ ବେଙ୍କ ଏକାଉଣ୍ଟରେ ଟଙ୍କା ଜମା କରି…
ମୟୁରଭଂଜ ସଡ଼କ ଦୁର୍ଘଟଣା : ମୁଖ୍ୟମନ୍ତ୍ରୀଙ୍କ ଶୋକ
ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା
ଭୁବନେଶ୍ୱର : ମୟୁରଭଞ୍ଜ ଜିଲ୍ଲାର ସାରସକଣା ଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ଓଡିଶାର ଅଧିବାସୀ ଏବଂ…