Sign in
Sign in
Recover your password.
A password will be e-mailed to you.
ଜିଲ୍ଲାରେ ଶୁଭାରମ୍ଭ ହେଲା ସଘନ ମିଶନ ଇନ୍ଦ୍ରଧନୁଷ୍ ୩.୦
http://www.youtube.com/watch?v=_aoWHLqSlgA
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାର ଓ ରାଜ୍ୟ ସରକାରଙ୍କ ନିଷ୍ପତି ଓ ନିର୍ଦ୍ଦେଶ ପ୍ରକାରେ ଗଜପତି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଆଜି ୨୨ ଫେବୃଆରୀ ଦିନ ସଘନ ମିଶନ ଇନ୍ଦ୍ରଧନୁସ ୩.୦ କାର୍ଯ୍ୟକ୍ରମର ଶୁଭାରମ୍ଭ…
ରାଜ୍ୟରେ ଜଳସେଚନର ସୁପରିଚାଳନା ପାଇଁ ଜଳ ପ୍ରଭାରୀ ନିୟୋଜିତ
ଭୁବନେଶ୍ୱର (ଶାସକ ପ୍ରଶାସକ)- ରାଜ୍ୟର ସମସ୍ତ ଜିଲ୍ଲାରେ ଜଳସେଚନର ସୁପରିଚାଳନା ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ପ୍ରତି ଜିଲ୍ଲା ପାଇଁ ‘ଜଳ ପ୍ରଭାରୀ’ଙ୍କୁ ନିୟୋଜିତ କରାଯାଇଛି । ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ, ବରିଷ୍ଠ ପଦାଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲା…
ମହାମାରୀ କରୋନା ଯୋଗୁଁ ବିପର୍ଯ୍ୟସ୍ତ ଲୋକଙ୍କ ଆର୍ଥିକ ସ୍ଥିତି ପରିପ୍ରେକ୍ଷୀରେ ମାନସ ମନ୍ଥନ
ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବା ନେଇ ପ୍ରଶାସନର ଉଦ୍ୟମ ଆରମ୍ଭ
ଟିଟିଲାଗଡ, ( ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ସ୍ଥିତ ରଜକନ୍ଵର ପାର୍କରେ ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ତରଫରୁ ଏକ ସାମୁହିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଟିଟିଲାଗଡ ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମୁଖ୍ୟ ଅତିଥି…
ପ୍ରସିଦ୍ଧ ମହାଶିବରାତ୍ରି ମେଳା ଉପରେ ଲାଗିଲା ଅଙ୍କୁଶ
ଚଳିତ ବର୍ଷ ମେଳାକୁ ବାରଣ କଳା ପ୍ରଶାସନ।
ଟିଟିଲାଗଡ, (ଗୌରବ ଦର୍ଜୀ )-ମହାମାରୀ କରୋନା କୁ ଆଖି ଆଗରେ ରଖି ଆଜି ଟିଟିଲାଗଡ ପ୍ରଶାସନ ଦାଧି ବାମନ ଟ୍ରଷ୍ଟ , ବ୍ରାହ୍ମଣ ସମାଜ, ଆଇନଜୀବି , ସ୍ୱେଚ୍ଛ ସେବୀ, ଗଣମାଧ୍ୟମ ପ୍ରତିନିଧି, ଏବଂ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ବିଶେଷ କୁ ନେଇ…
ଜନଗଣନା କାର୍ଯ୍ୟକ୍ରମରେ ଅଧିକାରୀ ଓ କର୍ମଚାରୀ ସମ୍ମାନିତ
ଝାରସୁଗୁଡ଼ା :(ସୁଭାଷ ସହାରେ)- ୨୦୧୧ ଜନଗଣନା କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ଆଜି ସମ୍ମାନିତ କରାଯାଇଛି । ଡି ଏମ୍ ଏଫ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଝାରସୁଗୁଡ଼ାର ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ମେଘନାଦ ନାଏକ , ତହସିଲଦାର…
ନିଜ ଜିଲ୍ଲାରେ ଶିଳ୍ପାୟନର ନେତୃତ୍ୱ ନିଅ – ଜିଲ୍ଲାପାଳମାନଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ…
ଝାରସୁଗୁଡ଼ା :(ସୁଭାଷ ସହାରେ)-ନିଜ ଜିଲ୍ଲାରେ ଶିଳ୍ପାୟନର ନେତୃତ୍ୱ ନେବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଝାରସୁଗୁଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ…
ବାଲ୍ୟ ବିବାହ ଭଳି କୁ-ପ୍ରଥାକୁ ସମାଜରୁ ଦୂରେଇବା ସହ ଲୋକମାନେ ସଚେତନ ହେବା ଆବଶ୍ୟକ ବୋଲି _ ଶ୍ରୀମତୀ କୁଲୁ
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା - ଜିଲ୍ଲାର ୬୩ଟି ଗ୍ରାମ , ଗୋଟିଏ ଗ୍ରାମ ପଞ୍ଚାୟତ ଓ ପୌରପାଳିକାର ୧୦ଟି ୱାର୍ଡକୁ ବାଲ୍ୟ ବିବାହମୁକ୍ତ ଗ୍ରାମ/ଗ୍ରାମ ପଞ୍ଚାୟତ ଓ ୱାର୍ଡ ଭାବରେ ଆଜି ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଡି ଏମ୍ ଏଫ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ…
୫ ଟି ପାହାର : ଏକାଥରକେ ୩୪ ଶିକ୍ଷକ ଚାକିରିରୁ ବାହାର
ଭୁବନେଶ୍ୱର: କର୍ତ୍ତବ୍ୟର ଅବହେଳା ଅଭିଯୋଗରେ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ହୋଇଛି ବଡ କାର୍ଯ୍ୟାନୁଷ୍ଠାନ | ଗତ କିଛି ଦିନ ଧରି କିଛି ଦାୟିତ୍ବହୀନ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ୫-ଟି ଛାଟ ପଡିଲା ପରି ଆଜି ପଡିଛି ଶିକ୍ଷକମାନଙ୍କ ଉପରେ | ୫ ଟି ପାହାରରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ…
ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ପକ୍ଷରୁ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ସର୍ବଦା ସଚେତନତା ସୃ୍ଷ୍ଟି କରିବା ଦିଗରେ ତତ୍ପରତା ଦେଖାଇଆସିଛି । ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସତର୍କ ଓ ସଚେତନ କରିବା ନେଇ ଅଂଟା ଭିଡିଛି ସୋଆ କମ୍ୟୁନିଟି…
ଆଶଙ୍କାରେ ପ୍ରଶାସନ : ଫେରିପାରେ କୋଭିଡ-19
ପ୍ରଶାସନ ପକ୍ଷରୁ ଜନସଚେତନତା ଅଭିଯାନ ଆରମ୍ଭ
ରାୟଗଡା:(ସରୋଜ କୁମାର ସାହୁ)-କୋଭିଡ -19 ମହାମାରୀ ପୁନର୍ବାର ବ୍ୟାପୁଥିବାର ଆଶଙ୍କାକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜଣସଚେତନତା ପାଇଁ ପୋଲିସ ଓ ମାଜିଷ୍ଟ୍ରେଟ…