ଲେଖାଶ୍ରୀ ହରାଇଛନ୍ତି ମାନସିକ ଭାରସାମ୍ୟ : ବିଜେଡି

ଭୁବନେଶ୍ୱର : ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ତାଙ୍କର ମାନସିକ ଭାରସାମ୍ୟ ହରାଇବା ଭଳି ଲକ୍ଷ୍ୟ କରାଯାଉଛି । ଆମେ ବାରମ୍ବାର କହୁଛୁ ଯେ ଯଦି ତାଙ୍କ ପାଖରେ କିଛି ତଥ୍ୟ ପ୍ରମାଣ ରହିଛି ତେବେ ସେ ତାକୁ ଅଦାଲତରେ ଦାଖଲ କରନ୍ତୁ । ହେଲେ ସେ କୌଣସି ପ୍ରମାଣ ଦାଖଲ କରିପାରୁ ନାହାନ୍ତି…

ଗରିବ ଲୋକଙ୍କ  ମୁହଁରେ ହସ ମୋତେ ସବୁଠାରୁ ଅଧିକ ସନ୍ତୋଷ ଦେଇଥାଏ – ମୁଖ୍ୟମନ୍ତ୍ରୀ

ପିପିଲି-ଡେଲାଙ୍ଗ ଅଞ୍ଚଳର ଜନସାଧରଣଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା : ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା ବେରବୋଇରେ ଗାନ୍ଧିଜୀଙ୍କ ସ୍ମୃତି ପୀଠର ବିକାଶ କରାଯିବ, ମଡେଲ ସ୍କୁଲ ସ୍ଥାପନ ହେବ  ଭୁବନେଶ୍ୱର (ଶାସକ ପ୍ରଶାସକ) : ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ  ଓଡିଶା ଆଗମନର ୧୦୦ ବର୍ଷ…

ରେଢ଼ାଖୋଲ ଚିକିତ୍ସାଳୟରେ ରକ୍ତଦାନ କରି ଛ‌ଅ ବର୍ଷ ଶିଶୁର ଜୀବନ ବଞ୍ଚାଇଲେ ଆମ୍ବୁଲାନ୍ସ କର୍ମଚାରୀ । 

ରେଢାଖୋଲ ( ଅନିଲ କୁମାର ପୃଷ୍ଟି )  ସମ୍ବଲପୁର ଜିଲ୍ଲା ରେଢାଖୋଲ ଡାକ୍ତରଖାନାରେ ୧୦୮ ଆମ୍ବୁଲାନ୍ସ ହେଲପର ଆଜି ଏକ ୬ବର୍ଷ ଶିଶୁକୁ ରକ୍ତଦାନ କରି ନିଜର ମହାନତା ଦେଖାଇଛନ୍ତି । ସୂଚନାଯୋଗ୍ୟ ଯେ ଚାରମାଳ ଥାନା ରେଙ୍ଗାଲି ପଞ୍ଚାୟତ କୋଷୋଣ୍ଡା ଗ୍ରାମର ଅନୁଭବ ମିର୍ଦ୍ଧା ସିକିଲ ସେଲ  ରୋଗରେ…

ମାଁ ମାଣିକେଶ୍ୱରୀ ମନ୍ଦିର ନିର୍ମାଣ ଭୂମି ପୂଜନ ଅନୁଷ୍ଠିତ ।

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ): ଆଦୀପିଠ ଶକ୍ତି ପିଠ କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମାଁମା ଣିକେଶ୍ଵରୀଙ୍କ ଥୁଆମୂଳ ରାମପୁର ଠାରେ ନୂତନ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ଗତ ୨୨ ତାରିଖ ସୋମବାର ଦିନ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ବିରବାଦ୍ୟ ଘୁମୁରା ରେ…

ଗରିବ ପିଲାମାନଙ୍କ ପାଇଁ ସିଆରପିଏଫ ଦ୍ୱାରା କମ୍ପ୍ୟୁଟର କୋଚିଂ 

http://www.youtube.com/watch?v=VgF3s4_QWks  ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ଅଧିକାଂଶ ଗ୍ରାମ ଗୁଡିକରେ ବିଗତ କିଛି ବର୍ଷ ହେଲା ମାଓବାଦୀ ମାନଙ୍କର ଗତିବିଧି ପରିଲକ୍ଷିତ ହେଉଛି । ମାଓବାଦୀ ମାନଙ୍କର ଗତିବିଧି ଉପରେ…

ଫ୍ୟାଲେରିଆ ରୋଗ  ନିରାକରଣ ଅଭିଯାନ ।

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ):- ସମ୍ବଲପୁର ଜିଲ୍ଲା ରେ ଫ୍ୟାଲେରିଆ ରୋଗ ନିରାକରଣ ପାଇଁ ଚଳିତ ମାସ ବିଶେଷ ଅଭିଯାନ ଅନୁଷ୍ଠିତ ହେବ । ଗତ କିଛି ମାସ ପୁର୍ବରୁ ଜିଲ୍ଲାରେ ଫ୍ୟାଲେରିଆ  ରୋଗ ସ୍ଥିତିକୁ ନେଇ ବିଶେଷ ସମିକ୍ଷା ସହ ସର୍ଭେ କରାଯାଇଥିଲା । ସେଥିରୁ ଜିଲ୍ଲାରେ ଫ୍ୟାଲେରିଆ ରୋଗୀ…

ଆଶା କର୍ମୀ ମାର୍ଚ୍ଚ ୧୫ ରେ RDC ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ,୨୦ ଭୁବନେଶ୍ୱରରେ ଧାରଣା ।

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-ସମ୍ବଲପୁର ଜିଲ୍ଲା ଆଶା କର୍ମୀ ସଂଘ ନେତୃତ୍ୱରେ ପଶ୍ଚିମ ଓଡ଼ିଶା ସ୍ତରୀୟ ଆଶାକର୍ମୀଙ୍କ ସଭା ଲକ୍ଷ୍ମୀ ମହାରଣାଙ୍କ ପରିଚାଳନାରେ ସାକ୍ଷୀପଡା ଠାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ ନେତା ତଥା ଆଇନଜୀବୀ ପ୍ରଶାନ୍ତ ପାଢ଼ୀ କହିଛନ୍ତି ଯେ କୋଭିଡ ଯୋଦ୍ଧା ରୂପେ ଆଶା…

ଜିଏସଟି ସରଳୀକରଣ ଦାବିରେ ଫେବୃଆରୀ ୨୬ ବ୍ୟବସାୟୀ ସଂଘର ଭାରତ ବନ୍ଦ।

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ଜିଏସଟି ସରଳୀକରଣ ଦାବିରେ ସାରାଦେଶରେ ବ୍ୟବସାୟୀ ଆସନ୍ତା ଫେବୃଆରୀ ୨୬ ତାରିଖରେ ଭାରତ ବ୍ୟବସାୟ ବନ୍ଦ ଡାକରା ଦିଆଯାଇଛି । ଏନେଇ ସମ୍ବଲପୁର ଠାରେ ମଧ୍ୟ ବ୍ୟବସାୟ ବନ୍ଦ କୁ ସଫଳ କରିବା ପାଇଁ ସମ୍ବଲପୁର ଜିଲ୍ଲା ବ୍ୟବସାୟ ସଂଘ ପକ୍ଷରୁ ଲୋକଙ୍କୁ ଅପିଳ…

ବାଲ୍ୟ ବିବାହକୁ  ବନ୍ଦ କଲା ପୋଲିସ ବିଭାଗ 

ବୁଗୁଡା:(ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଢୁଙ୍କାପଡା ଗ୍ରାମରେ ଏକ ବାଲ୍ୟ ବିବାହକୁ ରବିବାର ଦିନ ରୋକିଛନ୍ତି ପୋଲସରା ଓ ବୁଗୁଡା ବ୍ଲକ ଓ ଥାନାର ପ୍ରଶାସକ ବୃନ୍ଦ। ବୁଗୁଡା ବ୍ଲକ/ଥାନା ପକ୍ଷରୁ ବାଲ୍ୟ ବିବାହ ଖବର ପାଇ ବେତାରସିଂ ଗ୍ରାମର ଯୋଗୀ ବେହେରାଙ୍କ ଘରେ…

 ଆସୁଥିବା କୋଭିଡ୍ ମହାମାରୀର ଦ୍ବିତୀୟ ରୂପକୁ ନେଇ ଜିଲ୍ଲାସ୍ତରୀୟ ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସୋମବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆସୁଥିବା କରୋନା ମହାମାରୀର ରୂପାନ୍ତରକୁ କିପରି ମୁକାବିଲା କରାଯିବ ସେଥିପାଇଁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ବୈଠକ…